Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କରୋନା

ବେଙ୍ଗାଳୁରୁ: କରୋନା ପଜିଟିଭ ଚିହ୍ନଟ ହେଲେ କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ସି ଶିରାମୁଲୁ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ତାଙ୍କୁ ଜ୍ବର ହେବାରୁ ସେ କରୋନା ସ୍ବାବ ପରୀକ୍ଷା କରାଇଥିଲେ ଯାହାର ନମୁନା ପଜିଟିଭ ଆସିଥିବା ଶିରାମୁଲୁ କହିଛନ୍ତି ।…

ଆଶ୍ୱସ୍ତି: ଆକ୍ରାନ୍ତଙ୍କ ଅନୁପାତରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ଯଥେଷ୍ଟ କମ୍

ନୂଆଦିଲ୍ଲୀ: ଭାରତରେ ଶିଖର ଛୁଉଁଛି ସଂକ୍ରମଣ । ପ୍ରତିଦିନ ନୂଆ ରେକର୍ଡ। ପ୍ରତି ୨ ଦିନରେ ଥରେ ଲକ୍ଷେ ପାର ହେଉଛି ସଂକ୍ରମିଟଙ୍କ ସଂଖ୍ୟା । ଅନ୍ୟ ଦେଶ ତୁଳନାରେ ଭାରତରେ ଆକ୍ରାନ୍ତଙ୍କ ଅନୁପାତରେ ମୃତଙ୍କ ପରିମାଣ ଯଥେଷ୍ଟ କମ୍ ରହିଛି। ଦେଶର ଦୁର୍ବଳ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗୁଁ ଭାରତ…

ଇଡୁକ୍କି ଭୂସ୍ଖଳନ ଘଟଣା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

ଥିରୁଅନନ୍ତପୁରମ: କେରଳର ଇଡୁକ୍କି ଜିଲ୍ଲାରେ ଶୁକ୍ରବାର ହୋଇଥିବା ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ଏବେବି ୩୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ମୁତାବକ, ରବିବାର ରାଜାମାଲାରେ ଭୂସ୍ଖଳନ ହୋଇଥିଲା । ଏହି ଘଟଣାରେ ୧୬…

ଆନ୍ଧ୍ରପ୍ରଦେଶରେ ୧୪୯ ଦିନରେ ଦୁଇ ଲକ୍ଷ ଟପିଲା କରୋନା କେସ୍

ଆନ୍ଧ୍ରପ୍ରଦେଶରେ କାୟା ମେଲାଇ ଚାଲିଛି କରୋନା । ପ୍ରତିଦିନ ୧୦ ହଜାର ଉପରେ ବାହାରୁଛି ପଜିଟିଭ୍ କେସ୍ । ଆଜି ଚିହ୍ନଟ ହୋଇଛନ୍ତି ଆଉ ୧୦ ହଜାର ୮୨୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ଆନ୍ଧ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୨୭ ହଜାରକୁ ବୃଦ୍ଧି ପାଇଛି । ସଂକ୍ରମଣ ସହ…

ପାଇଖାନା ଟାଙ୍କି ସଫା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ଜଣଙ୍କ ଜୀବନ

ଦେଓଘର: ପାଇଖାନା ଟାଙ୍କି ସଫା ବେଳେ ଅଘଟଣ । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୬ ଜଣଙ୍କ ଜୀବନ । ଝାଡଖଣ୍ଡର ନେଓଘର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି । ପାଇଖାନା ଟାଙ୍କି ସଫା କରିବା ବେଳେ ବିଷାକ୍ତ ଗ୍ୟାସ ସଂସ୍ପର୍ଶରେ ଆସି ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପୂରା ଇଲାକାରେ ଚାଞ୍ଚଲ୍ୟ…

ବିଜୟୱାଡା କୋଭିଡ କେୟାର ସେଂଟର ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ହାଇଦ୍ରାବାଦ: ବିଜୟୱାଡା କୋଭିଡ କେୟାସର ସେଂଟରରେ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ଯେଉଁ ହୋଟେଲକୁ କୋଭିଡ-୧୯ କେୟାର ସେଂଟର କରାଯାଇଥିଲା ସେହି ହୋଟେଲ ଓ ଘରୋଇ ଡାକ୍ତରଖାନା ମ୍ୟାନେଜମେଂଟ ବିରୋଧରେ ମାମଲା ରୁଜୁ…

କାଲି ପୁଣି ରିୟା ଚକ୍ରବର୍ତ୍ତୀଙ୍କୁ ଘାଣ୍ଟିବ ଇଡି, ହାଜିରା ପାଇଁ ସମନ୍

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାକୁ ନେଇ ହରଡ଼ଘଣାରେ ପଡିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତଙ୍କ ଆର୍ଥିକ କାରବାରର ଖୋଳତାଡ ଚାଲିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍କାନରରେ ଅଛନ୍ତି ରିୟା ଓ ତାଙ୍କ ଭାଇ । ଆସନ୍ତାକାଲି ପୁଣି ହାଜର ହେବାକୁ…

ମାନିଲେ ରାପର ବାଦଶାହ, ୭୫ ଲକ୍ଷ ଦେଇ କିଣିଥିଲେ ମିଥ୍ୟା ଫଲୋଅର

ମୁମ୍ବାଇ: ଫଲୋଅର ପାଇଁ ପାଗଳ ସେଲିବ୍ରେଟି। ନିଜର ଏକ ଗୀତ 'ପାଗଲ ହେ'ରେ ଗୋଟିଏ ଦିନରେ ୭.୫ କୋଟି ଭିୟରସିପ୍ ପାଇବା ପାଇଁ ସାଢେ ୭୫ ଲକ୍ଷ ଦେଇଥିବା କ୍ରାଇମବ୍ରାଞ୍ଚ ପାଖରେ ମାନିଛନ୍ତି ରାପର ବାଦଶାହା । ମାତ୍ର ଏହାକୁ ପ୍ରତ୍ୟାଖ୍ୟାନ କରିଛି ଗୁଗୁଲ। ନକଲି ଫଲୋଅର ଓ ଭିୟରସିପ୍ ପାଇଁ ଏକ…

କରୋନା କାଳରେ ସାଢ଼େ ୮ କୋଟି କୃଷକଙ୍କୁ ପ୍ରଧାନମନ୍ତ୍ରୀ ଦେଲେ ୧୭ ହଜାର କୋଟି

ନୂଆଦିଲ୍ଲୀ: କୃଷି ଫାଇନାନ୍ସ ସୁବିଧା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କୃଷି ଭିତ୍ତିଭୂମି ଫଣ୍ଡର ଶୁଭାରମ୍ଭ କରିଛନ୍ତି । କୃଷକଙ୍କୁ ୪ ବର୍ଷରେ ମିଳିବ ୧ ଲକ୍ଷ କୋଟି ଟଙ୍କାର ଫଣ୍ଡ । ଏହି ଅର୍ଥ କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍ସ, କୃଷି କ୍ଷେତ୍ରରେ ନୂଆ ଟେକ୍ନୋଲୋଜିର…

ଆନ୍ଧ୍ର କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ଅନୁକମ୍ପା ସହାୟତା ଘୋଷଣା

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶରେ କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୨୦ରୁ ଅଧିକ କରୋନା ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଲା ? ତଦନ୍ତ…