Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସଂକ୍ରମଣ ଭୟରେ ଚିକିତ୍ସା କଲାନି ଡାକ୍ତର: ହିନ୍ଦୁ ମୃତକଙ୍କ ଶବ ଉଠାଇଲେ ମୁସଲମାନ ପଡୋଶୀ

କୋଲକାତା: ମହାମାରୀର ଏହି ସଙ୍କଟ ସଂୟରେ କେଉଁଠି ମାନବିକତା ହାରି ଯିବାର ଦେଖାଯାଉଛି ତ ଆଉ କେଉଁଠି ମାନବିକତାର ଉଦାହରଣ ଦେଖିବାକି ମିଳୁଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମ ବଙ୍ଗରେ ।  ସାଂପ୍ରଦାୟିକ ଭାବନାରୁ ଉର୍ଧ୍ବକୁ ଉଠି ଜଣେ ହିନ୍ଦୁ ପଡ଼ୋଶୀର ଅନ୍ତିମ ସଂସ୍କାର…

ବଢୁଛି ଚିନ୍ତା; ୨୪ ଘଣ୍ଟାରେ ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଗଡ଼ିଲା ୮୬୧ ଟି ମୁଣ୍ଡ

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧,୫୩,୦୧୧ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪…

ବିଜୟୱାଡା କୋଭିଡ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟଣା: ଟ୍ୱିଟ କରି ଶୋକ ପ୍ରକାଶ କଲେ ଗୃହମନ୍ତ୍ରୀ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡା କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହି ଭୟାବହ ଅଗ୍ନିକାଣ୍ଡ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ଏହି ଦୁଃଖଦ ଘଟଣାରେ ଶୋକ ପ୍ରକାଶ କରିଛନ୍ତି…

କୋଭିଡ କେୟାର କେନ୍ଦ୍ରରେ ନିଆଁ: ୭ କରୋନା ଆକ୍ରାନ୍ତ ମୃତ

ବିଜୟୱାଡା: ଆନ୍ଧ୍ରପ୍ରଦେଶର ବିଜୟୱାଡା ସହରରେ ଥିବା ଏକ କୋଭିଡ୍ କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା । ଏଥିରେ ୭ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଜୟୱାଡା ସହରରେ ଥିବା ଏକ ହୋଟେଲକୁ…

ଅଗଷ୍ଟ କ୍ରାନ୍ତି ଦିବସ: ସ୍ୱାଧୀନତାର ଶେଷ ଲଢେଇ ପାଇଁ ଗାନ୍ଧିଜୀଙ୍କ ଶଙ୍ଖନାଦ

ଭୁବନେଶ୍ୱର: ଅଗଷ୍ଟ ମାସକୁ ଭାରତ ଇତିହାସରେ ସ୍ୱାଧୀନତା ସଂଗ୍ରାମର ଶେଷ ପର୍ଯ୍ୟାୟ ବୋଲି କୁହାଯାଏ। ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ ଏକ ସ୍ମରଣୀୟ ଦିନ। ସ୍ୱାଧୀନତା ପରଠୁ ଏହି ଦିନକୁ  ସାରାଦେଶରେ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ପାଳନ କରାଯାଉଛି। ଭାରତକୁ ସ୍ୱାଧୀନତା ପ୍ରଦାନ…

ମୋଦି ସରକାରଙ୍କ ଆଉ ଜଣେ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କରୋନା ପଜିଟିଭ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇ ଗୁରୁଗ୍ରାମର ମେଦାନ୍ତ…

ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ସଂଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଂଜୟ ଦତ୍ତ ଆଜି ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାକୁ ଅଣାଯାଇଛି । ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା…

‘ତେଜରାତି ଓ ପରିବା ଦୋକାନୀଙ୍କ ହେବ କୋଭିଡ ଟେଷ୍ଟ’

ନୂଆଦିଲ୍ଲୀ: ଏଣିକି ପରିବା ଓ ତେଜରାତି ଦୋକାନୀଙ୍କ ହେବ କୋଭିଡ ଟେଷ୍ଟି । କେବଳ ଏ ଦୁଇ ଦୋକାନୀଙ୍କ ନୁହେଁ ଫଳ ଦୋକାନୀଙ୍‌କ ସମେତ ଅନ୍ୟ ସୋକନୀଙ୍କ ମଧ୍ୟ କରୋନା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି । ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ…

ବ୍ରିଟିଶ ଗବେଷକଙ୍କ ମତରେ ଅଧିକ ଚାଉଳ ସେବନ ମୃତ୍ୟୁର କାରଣ ହୋଇପାରେ

ନୂଆଦିଲ୍ଲୀ: ଅଧିକ ଚାଉଳ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବ୍ରିଟିଶ ଗବେଷକମାନେ କହିଛନ୍ତି । ଚାଉଳରେ ଥିବା ଆର୍ସେନିକ୍ ମୃତ୍ୟୁର କାରଣ ସାଜିପାରେ ବୋଲି ସେମାନେ ସତର୍କ କରାଇଛନ୍ତି । ବ୍ରିଟେନର ମାଂଚେଷ୍ଟର ଓ ସଲଫର୍ଡ ୟୁନିଭରସିଟି ପକ୍ଷରୁ ମିଳିତ ଭାବେ ଏ ନେଇ ଗବେଷଣା…

ପାକିସ୍ତାନକୁ ଝଟକା ଦେଲା ସାଉଦି ଆରବ, ବାକିରେ ତେଲ ବନ୍ଦ

କାବୁଲ: ପାକିସ୍ତାନର ଅର୍ଥନୀତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏହି ଅବସରରେ ଶନିବାର ପାକିସ୍ତାନକୁ ଏକ ବଡ ଝଟକା ଦେଇଛି ସାଉଦି ଆରବ । ପାକିସ୍ତାନ ଉଧାରରେ ତେଲ (କ୍ର‌୍ୟୁଡ ଅଏଲ) ନେବା ପାଇଁ ସାଉଦି ଆରବ ସହ ୩ ବର୍ଷୀୟା ଚୁକ୍ତି କରିଥିଲା । ମାତ୍ର ସମୟ ପୂର୍ବରୁ ଏହି ଚୁକ୍ତି ବାତିଲ…