Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୋଝିକୋଡ୍ ବିମାନ ଟ୍ରାଜେଡି: ମୃତ୍ୟୁ ପୂର୍ବରୁ ଶେଷ ଫଟୋ !

କେରଳ: ଅଭିଶପ୍ତ ୨୦୨୦ । ଜାରି ରହିଛି ତା ବିଧ୍ୱଂସୀ ଯାତ୍ରା । କୋକୁଆ ଭୟରେ ସମଗ୍ର ବିଶ୍ୱ । କରୋନା କାୟାରେ ବିସ୍ଫୋରଣ, ଅଗ୍ନିକାଣ୍ଡ ଓ ବନ୍ୟାର ବୋଝ ତଳେ ଧନ୍ଦି ହେଉଛି ମାନବ ଜାତି । ଜଳ, ସ୍ଥଳ ଓ ବାୟୁ ଏବେ ମଣିଷ ଜାତିର ଶତ୍ରୁ ପାଲଟିଛି । କୋଝିକୋଡ ବିମାନ ଦୁର୍ଘଟଣାର ଛବି ଏବେ ବି…

ଅଧା ରହିଗଲା କ୍ୟାପଟେନ ସାଠେଙ୍କ ମାଆଙ୍କୁ ଜନ୍ମଦିନରେ ସରପ୍ରାଇଜ ଦେବା ସ୍ୱପ୍ନ

ମୁମ୍ବାଇ: ଆଜି ଥିଲା କେରଳ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାପଟେନ ଦୀପକ ସାଠେଙ୍କ ମାଆଙ୍କ ଜନ୍ମ ଦିନ । ତେଣୁ ଜନ୍ମଦିନରେ ନାଗପୁରରେ ଥିବା ମାଆଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଥିଲେ କ୍ୟାପଟେନ । କିନ୍ତୁ ନିୟତିର ନିୟମ ଥିଲା କିଛି ଭିନ୍ନ । କ୍ୟାପଟେନ ସାଠେଙ୍କ ଜଣେ…

ଭାଇରାଲ ଭିଡିଓ: ହସ୍ପିଟାଲ ଆଗରେ ବୟସ୍କ ମହିଳାଙ୍କୁ ଅମାନବୀୟ ମାଡ

ପ୍ରୟାଗରାଜ: ମାରିଗଲା ମାନବିକତା । ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଧୁମ ମାଡ । ଲାତ, ଗୋଇଠା ମାରି ଚାଲିଛନ୍ତି ସିକ୍ୟୁରିଟି ଗାର୍ଡ । ବୃଦ୍ଧା ଜଣକ ତଳେ ପଡି ଛଟପଟ ହୋଇ ଚିତ୍କାର କରୁଥିଲେ ସୁଦ୍ଧା କିଛି ଶୁଣୁ ନାହାନ୍ତି ସିକ୍ୟୁରିଟି ଗୋର୍ଡ । ଏଭଳି ଏକ ହୃଦୟ ବିଦାରକ ଘଟଣାର ଭିଡିଓ ଏବେ…

ବାପା ଡାକ ଶୁଣିପାରିଲେନି କୋ ପାଇଲଟ ଅଖିଳେଶ ଶର୍ମା ..

ଭୁବନେଶ୍ୱର : ନୀଳ ଆକାଶରେ ଘୁରି ବୁଲୁଥିଲେ ସେ । ସ୍ୱପ୍ନ ଥିଲା ଅନ୍ଧାରକୁ ଚିରି ନବଜାତ ଦୁନିଆର ଆଲୋକ ଦେଖିବା ପରେ ତାଙ୍କ ଭଳି ନୀଳ ଆକାଶରେ ଘୁରିବୁଲିଥାନ୍ତା । କିନ୍ତୁ ଆକାଶରୁ ଓହ୍ଲାଉ ଓହ୍ଲାଉ ବାପା ଚାଲିଗଲେ ଅନ୍ଧାର ଭିତରକୁ । ଆଉ ୧୫ ଦିନ ପରେ କେରଳରେ ଗତକାଲି ବିମାନ ଦୁର୍ଘଟଣାରେ…

ସରିଲା ୟୁଜବେନ୍ଦ୍ର ଚହଲଙ୍କ ନିର୍ବନ୍ଧ, ହେଲେ କାହା ସହ ?

ହରିୟାଣା: ଏନଗେଜମେଣ୍ଟ କଲେ କ୍ରିକେଟ୍ ଟିମ୍ ଇଣ୍ଡିଆର ଆଗଧାଡିର ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲ୍ । କରୋନା ସମୟରେ ନିର୍ବନ୍ଧ କରି ସେ ନିଜ ଫ୍ୟାନ ତଥା ସାଥିମାନଙ୍କୁ ଚକିତ କରିଛନ୍ତି । ତେବେ ଅନ୍ୟ କେହି ନୁହେଁ ବରଂ ଜଣେ ଜଣାଶୁଣା ୟୁ-ଟ୍ୟୁବରଙ୍କ ଗୁଗଲିରେ କ୍ଲିନ୍ ବୋଲ୍ଡ ହୋଇଛନ୍ତି…

ସୋସିଆଲ ମିଡିଆରେ ସଫେଇ ରଖିଲେ ରିୟା, ‘ମୁ ଟଙ୍କା ନେଇ ନାହିଁ’

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ରହସ୍ୟ ଏବେ ଆହୁରି ଘନେଇବାରେ ଲାଗିଛି । ଏହି ମାଢ଼ଲାରେ ଯାଂଜ ଚାଲିଛି । ପ୍ରତିଦିନ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି । ବର୍ତ୍ତମାନ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନଘେରରେ ରହିଛନ୍ତି। ସବୁ ପ୍ରକାରର…

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ନୋଟିସ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଚୂଡାନ୍ତ ହୋଇଥିବା ୩୬ଟି ପ୍ରସଙ୍ଗ ଉପରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ଶେଷ ହୋଇଛି । ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଶୁଣାଣି ହୋଇଛି । ଓଡ଼ିଶା ଓ ଛତିଶଗଡ଼ ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି…

ଗଗନଯାନରେ ମହାକାଶ ଯିବେ ଓଡି଼ଆ ପୁଅ ନିଖିଲ ରଥ

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋର ପ୍ରଥମ ମାନବ ମିଶନରେ ସାମିଲ ହେବେ ଓଡିଆ ପୁଅ । ଓଡିଶାର ବଲାଙ୍ଗୀରରେ ଜନ୍ମଲାଭ କରିଥିବା ନିଖିଲ ରଥ ଇସ୍ରୋର ପ୍ରଥମ ମାନବ ଯୁକ୍ତ ମହାକାଶ ମିଶନ ଗଗନଯାନ ପାଇଁ ମନୋନୀତ ହୋଇଛନ୍ତି । ୨୦୨୨ରେ ହେବାକୁ ଥିବା ଇସ୍ରୋର ଏହି ବହୁ ପ୍ରତୀକ୍ଷିତ…

ଅଶୁଭ ୨୦୨୦, ଗୁଜରାଟରେ ଭୟଙ୍କର ଅଗ୍ନିକାଣ୍ଡ !

ଗୁଜରାଟ: ଅଶାନ୍ତ ୨୦୨୦ରେ ଉଠିଲା ଆଉ ଏକ ଜୁଆର । ଗୁଜରାଟ ଭଲସାଦ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ଭାପି ସହରର ଭଲସାଦ୍‌ରେ ଏକ କେମିକାଲ୍ ଫ୍ୟାକ୍ଟ୍ରି ଅଜଣା କାରଣରୁ ନିଆଁ ଘେରରେ ଫସି ରହିଛି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି । ଏହି ଛାତି…

କରୋନାକୁ ମାତ୍ ଦେଲେ ଜୁନିଅର ବଚ୍ଚନ

ମୁମ୍ବାଇ: ସୁସ୍ଥ ହେଲେ ଜୁନିଅର ବଚ୍ଚନ । କରୋନା ଭୂତାଣୁକୁ ମାତ୍ ଦେଇଛନ୍ତି ଅଭିଷେକ ବଚ୍ଚନ । ଆଜି ତାଙ୍କ ରକ୍ତ ନମୁନା ନେଗେଟିଭ୍ ଆସିଥିବା ଟ୍ୱିଟ୍ କରି ଅଭିଷେକ ସୂଚନା ଦେଇଛନ୍ତି । ଟ୍ୱିଟ୍ କରି ଅଭିଷେକ ଲେଖିଛନ୍ତି ଯେ, ସେ କରୋନାକୁ ମାତ୍ ଦେଇଛନ୍ତି । ଆଜି ଅପରାହ୍ଣରେ ସେ କରୋନା…