Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୮୫ ବର୍ଷରେ ପଦାର୍ପଣ କଲେ ତିବ୍ଦତର ଧର୍ମଗୁରୁ ଦଲାଇ ଲାମା, ସୈନିକ ବେଶରେ ଆସି ଭାରତରେ ଶରଣ ନେଇଥିଲେ

ନୂଆଦିଲ୍ଲୀ: ତିବ୍ଦତ.. । ଭାରତର ଉତରରେ ପାହାଡ ଉପରେ ଅବସ୍ଥାପିତ ଏହି ସ୍ଥାନ ଏବେ ଚୀନ କବଜାରେ ରହିଛି । ଏଠାକାର ଟକଷ୍ଟର ନାମକ ସ୍ଥାନରେ ୬ ଜୁଲାଇ ୧୯୩୫ରେ ଦଲାଇ ଲାମାଙ୍କ ଜନ୍ମ ହୋଇଥିଲା । ସେତେବେଳେ ତାଙ୍କ ନାମ ଲ୍ୟାହମୋ ଦୌଡୁମ୍ବେ ଥିଲା । ପ୍ରକୃତରେ ସେ ଲ୍ୟାମୋ ଦୌଡୁମ୍ବେ ବୌଦ୍ଧଙ୍କ…

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର । କରୋନା ଭାଇରସ ଯୋଗୁଁ ଏହି ଫିଲ୍ମକୁ ଥିଏଟର ନୁହେଁ ବରଂ ଅନ୍‌ଲାଇନ୍ ଡିଜ୍‌ନୀ ପ୍ଲସ୍ ହଟ୍‌ଷ୍ଟାରରେ ଆସନ୍ତା ୨୪ ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମର…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟାକୁ ଅନେକ ଦିନ ବିତି ଗଲାଣି । ତଥାପି ତାଙ୍କ ମୃତ୍ୟୁ ଉପରୁ ହଟୁନି ସସ୍‌ପେନ୍ସ । ଏନେଇ ମୁମ୍ବାଇ ବାନ୍ଦ୍ରା ପୋଲିସ ଆଜି ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କୁ ଜେରା କରିଛି । ପୋଲିସ ତାଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ…

ନିରୀହ ଜନ୍ତୁଙ୍କ ମାଂସ କାରୋବାର କରି ରୋଗ କିଣୁଛି ଚୀନ : ଭୟ ସୃଷ୍ଟି କରାଉଛି ବ୍ୟୁବୋନିକ୍ ପ୍ଲେଗ୍‌

ବେଜିଂ: ଚୀନ ଲୋକଙ୍କ ନିରୀହ ଜନ୍ତୁଙ୍କୁ ମାରି ଖାଇବା ପ୍ରବୃତି ଏବେ ମାଂସ କାରୋବାରକୁ ସେଠାରେ ବଢ଼ାଇଦେଇଛି । ଆୟ କରିବା ଲୋଗରେ ଗୋଟିଏ ପରେ ଗୋଟିଏ ରୋଗ କିଣୁଛନ୍ତି ଚୀନବାସୀ । କରୋନା ମହାମାରୀ ଯାଇ ନ ଥିବା ବେଳେ ସେଠାରେ ଏବେ ମାରାତ୍ମକ ବ୍ୟୁବୋନିକ୍ ପ୍ଲେଗ୍ ରୋଗ ଦେଖାଦେଇଛି । ୨୭ ଓ ୧୭…

[ଭିଡ଼ିଓ]: ମାଙ୍କଡ଼ ଶିକାର ପାଇଁ ଗଛରେ ଚଢିଲା ବାଘ, ତାପରେ କ’ଣ ହେଲା ଦେଖନ୍ତୁ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନେକ ସମୟରେ ମଜାଦାର ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ। ଆଜି ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ଏପରି ଏକ ଭିଡ଼ିଓ ଯାହାକୁ ଦେଖି ଆପଣଙ୍କ ନିଶ୍ୱାସ କିଛି ସମୟ ପାଇଁ ଅଟକି ଯିବ । ହୃଦୟର ସ୍ପନ୍ଦନ ବଢିଯିବ । ଏହି ଭିଡ଼ିଓଟି ହେଉଛି ଏକ ମାଙ୍କଡ଼ ଓ ବାଘର। ଜଣେ ଖାଦ୍ୟ…

ଦେଶର ପାଞ୍ଚ ରାଜ୍ୟରେ ୬୮ ପ୍ରତିଶତ ସଂକ୍ରମିତ

ନୂଆଦିଲ୍ଲୀ: ବିଶ୍ୱରେ ତୃତୀୟ କରୋନା ପ୍ରଭାବିତ ଦେଶ ଭାରତ । ପ୍ରତିଦିନ ପଜିଟିଭ କେସ୍ ବଢି ଚାଲିଛି । ଚିନ୍ତା ବଢ଼ାଇଛନ୍ତି ପାଞ୍ଚଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜରାଟ ଓ ରାଜସ୍ଥାନ । ଏହି ପାଞ୍ଚଟି ରାଜ୍ୟରେ ଦେଶର ମୋଟ୍ ଆକ୍ରାନ୍ତଙ୍କ ପାଖାପାଖି ୬୮ ପ୍ରତିଶତ ଆକ୍ରାନ୍ତ…

ଦେଶରେ ବଢୁଛି କରୋନା ଚିନ୍ତା: ୭ ଲକ୍ଷ ପାଖାପାଖି ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ୨୪,୨୩୮ ଜଣ ସଂକ୍ରମିତ ହୋଇଥିବା ବେଳେ ୪୨୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬,୯୭,୪୧୩…

ସାମାଜିକ ଦୂରତା ଭିତରେ ମହାଦେବଙ୍କୁ ଜଳଲାଗି

କରୋନା କାଳ ଭିତରେ ଆଜି ଶ୍ରାବଣର ପ୍ରଥମ ସୋମବାର । ଶୈବପୀଠରେ ଭକ୍ତଙ୍କ ଭିଡ । ହର ହର ମହାଦେବ ଧ୍ୱନିରେ କମ୍ପୁଛି ଗଗନ ପବନ । ଓମ୍ କାରା ଶବ୍ଦରେ ଝଙ୍କୃତ ହେଉଛି ସାରା ପରିବେଶ । ଭୋଳାବାବାଙ୍କ ଆରତି କରୁଛନ୍ତି ଭକ୍ତ । ଜଳଲାଗି କରୁଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ମନ୍ଦିରରେ…

ଆଜିଠୁ ଖୋଲିବ ଐତିହ୍ୟ କୀର୍ତ୍ତିରାଜ, କରୋନା କଟକଣା ମାନି ବୁଲିବେ

ନୂଆଦିଲ୍ଲୀ: ଲକଡାଉନ୍ ହେବାର ପାଖାପାଖି ଶହେ ଦିନ ପରେ ଆଜି ଦେଶରେ ଖୋଲୁଛି ପର‌୍ୟ୍ୟଟନ ସ୍ଥଳୀ । ଐତିହ୍ୟ କୀର୍ତ୍ତିରାଜି ପୁଣି ଥରେ ବୁଲି ଦେଖି ପାରିବେ ପର୍ଯ୍ୟଟକ । ତେବେ ଯେଉଁସବୁ ପର୍ଯ୍ୟଟନ ସ୍ଥଳୀ କଣ୍ଟେନମେଣ୍ଟ ଜୋନ୍ ଭିତରେ ଆସୁ ନଥିବ ସେସବୁ ସର୍ବସାଧାରଣଙ୍କ ପାଇଁ ଆଜିଠୁ ଖୋଲାଯାଉଛି ।…

କରୋନାରେ ତୃତୀୟ ପ୍ରଭାବିତ ଦେଶ ଭାରତ, ଋଷକୁ କାଟିଲା

ନୂଆଦିଲ୍ଲୀ: ଦେଶରେ ମାଡି ଚାଲିଛି କରୋନା । ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଆଜି ସୁଦ୍ଧା ସାରା ବିଶ୍ୱରେ ଅଧିକ ପ୍ରଭାବିତ ଦେଶ ତାଲିକାରେ ଋଷିଆକୁ ପଛରେ ଛାଡ଼ି ଦେଇଛି ଭାରତ । ତୃତୀୟ ସ୍ଥାନକୁ ଉଠିଛି । ସନ୍ଧ୍ୟା ସୁଦ୍ଧା ନୂଆ ସଂକ୍ରମିତଙ୍କ ତାଲିକା ଜାରି କରିଛନ୍ତି କିଛି ରାଜ୍ୟ…