Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହାପି ବର୍ଥ ଡେ ମାହି: ୩୯ ବର୍ଷରେ ଧୋନି

୩୯ ବର୍ଷରେ ପାଦ ଥାପିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି । ଜନ୍ମଦିନରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଫ୍ୟାନଙ୍କ ସମେତ ଧୋନିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଦେଶ ବିଦେଶର କ୍ରିକେଟର । ସୋସିଆଲ୍ ମିଡିରେ ନିଜ ଫେଭରିଟ୍ କ୍ରିକେଟରଙ୍କୁ ଜନ୍ମଦିନରେ…

ସେପ୍ଟେମ୍ବର ସୁଦ୍ଧା ବିଶ୍ୱବିଦ୍ୟାଳୟର ଶେଷ ବର୍ଷ ପରୀକ୍ଷା, ୟୁଜିସିର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନା କାୟା ପାଇଁ ମାର୍ଚ୍ଚରୁ ସ୍ଥଗିତ ବିଶ୍ୱବିଦ୍ୟାଳୟ ଓ ଏହା ଅନ୍ତର୍ଗତ ଶିକ୍ଷାନୁଷ୍ଠାନର ଶେଷ ବର୍ଷ ପରୀକ୍ଷା କରାଯାଇପାରିବେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁମତି ଦେବା ପରେ ସଂଶୋଧିତ ଗାଇଡଲାଇନ୍ ଜାରି କରିଛି ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ସେପ୍ଟେମ୍ୱର ସୁଦ୍ଧା ସ୍ଥଗିତ…

ଦିଲ୍ଲୀ ଏମ୍ସ କୋଠାରୁ ଡେଇଁ ଜୀବନ ହାରିଲେ କୋଭିଡ୍ ପଜିଟିଭ୍ ସାମ୍ବାଦିକ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ସାମ୍ବାଦିକଙ୍କ ଆତ୍ମହତ୍ୟା । ଦିଲ୍ଲୀ ଏମ୍ସର ଚାରି ମହଲା କୋଠା ଉପରୁ ଡେଇଁ ଜୀବନ ହାରିଛନ୍ତି ଜଣେ ସାମ୍ବାଦିକ । ତାଙ୍କ ନାଁ ତରୁଣ ସିସୋଦିଆ । ବୟସ ୩୭ ବର୍ଷ । ଘର ଦିଲ୍ଲୀର ଭଜନପୁରାରେ । ସେ ଏକ ହିନ୍ଦୀ ପେପରରେ କାର‌୍ୟ୍ୟ କରୁଥିଲେ । ତେବେ ସେ କାହିଁକି…

ବିଶ୍ୱବିଦ୍ୟାଳୟ ପରୀକ୍ଷା କରାଇବାକୁ ଅନୁମତି ଦେଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଅନଲକ୍ ୨.୦ ବେଳେ ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ କି ନାହିଁ ? ଏହି ସସପେନ୍ସର ଅନ୍ତ ହୋଇଛି । ପରୀକ୍ଷା କରାଇବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟରୁ ଗ୍ରୀନ୍ ସିଗନାଲ ମିଳିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ର ଶିକ୍ଷା ସଚିବଙ୍କୁ ଚିଠି ଆସିଛି । ଯେଉଁଥିରେ ଉଲ୍ଲେଖ…

ଆସନ୍ତୁ ଜାଣିବା କେଉଁ ମଙ୍ଗୋଲିଆ ମହିଳାଙ୍କ ଗୋଡର ଲମ୍ବା ୫୨.୮ ଇଂଚ

ଚିକାଗୋ: ଚିକାଗୋରେ ରହୁଥିବା ମଙ୍ଗୋଲିଆର ରେଂଟସେନଖୋରୋଲୁ ରେନ୍ ବଡ ନାମକ ମହିଳା ଏବେ ସୋସିଆଲ ସାଇଟରେ ଚର୍ଚ୍ଚାର କାରଣ ସାଜିଛନ୍ତି । ୨୯ ବର୍ଷୀୟା ଏହି ମହିଳାଙ୍କ ଉଚ୍ଚତା ୬ଫୁଟ ୯ ଇଂଚ ହୋଇଥିବା ବେଳେ ତାଙ୍କ ଗୋଡ ଦୁଇଟିର ଲମ୍ବ ୫୨.୮ ଇଂଚ । ଏହି ଲମ୍ବା ଗୋଡ ଯୋଗୁ ସେ ଟିକଟକ ଏବଂ ଅନ୍ୟ…

ପ୍ଲାଜମା ଦାନ କଲେ ସମ୍ବିତ ପାତ୍ର

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ସୋମବାର ଦିନ ନିଜର ପ୍ଲାଜମା କରୋନା ରୋଗୀଙ୍କ ଚିକିତ୍ସା ନିମନ୍ତେ ଦାନ କରିଛନ୍ତି । Donated Plasma today after blessings of @BJP4India National President Sh @JPNadda Ji. PM Sh…

ନେପାଳର କେପି ଶର୍ମା ଓଲୀଙ୍କ ସରକାର ବଂଚାଇବା ପାଇଁ ଚୀନ ମୁଣ୍ଡ ପୂରାଇଲା

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଇସ୍ତଫା ସୋମବାର ଏକପ୍ରକାର ନିଶ୍ଚିତ ହୋଇଯାଇଥିଲା । ତେବେ ଶେଷ ମୂହର୍ତରେ ଚୀନ ମୁଣ୍ଡ ପୂରାଇବା ଫଳରେ ଏବେ ବୈଠକ ବୁଧବାରକୁ ଘୁଂଚାଇ ଦିଆଯାଇଛି । ଚୀନ ଦ୍ୱାରା ନିଯୁକ୍ତ ମହିଳା ଦୂତାବସ ଅଧିକାରୀ ହାଓ ୟାନକୀ ଏଥିରେ ମୁଖ୍ୟ ଭୂମିକା…

ଅଗଷ୍ଟରେ ଆରମ୍ଭ ହେବ ‘ବେଲ ବଟମ୍‌’ର ସୁଟିଂ

ମୁମ୍ବାଇ: ଦେଶରେ କାୟା ମେଲାଇଛି କରୋନା । ଏଥିଲାଗି କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ସବୁ କିଛି ବନ୍ଦ ରହିଛି । ତେବେ ଅନ୍‌ଲକ୍‌-୧ ଏବଂ ଅନ୍‌ଲକ୍‌-୨ରେ କିଛିଟା କୋହଳ ହୋଇଛି । ଫଳରେ ବନ୍ଦ ପଡିଥିବା ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇଛି । ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ…

ଚୀନକୁ ବେଖାତିର, ତାଇୱାନ-ସୋମାଲିଆଣ୍ଡ ହାତ ମିଳାଇଲେ

ତାଇପେଇ: ଆମେରିକା, ଭାରତ ସମେତ ଅନ୍ୟ ବଡ ଦେଶଗୁଡିକ ଚୀନ ବିରୁଦ୍ଧରେ ଏକତ୍ର ହେବା ଫଳରେ ତାଇୱାନ, ସୋମାଲିଆଣ୍ଡ ଭଳି ଦେଶଙ୍କ ମନରେ ସାହସ ଭରିଛି । ତାଇୱାନ ଏବେ ଚୀନର ଗୁଣ୍ଡାଗର୍ଦ୍ଦି ବିରୋଧରେ ମୁହଁ ଖୋଲିଛି । ତାଇୱାନ ଏବେ କେବଳ ଚୀନର ଚାପ ଯୋଗୁ ୧୫ ଦେଶ ସହ ସମ୍ପର୍କ ରଖିପାରିଛି । ଯାହା…

୨ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଚୀନ୍ ସେନା

ନୂଆଦିଲ୍ଲୀ: ଶେଷରେ ମୁଣ୍ଡ ନୁଆଁଇଲା ଡ୍ରାଗନ । ଗଲୱାନ ଘାଟିରୁ ପଛକୁ ହଟିଲା ଚୀନ୍ ସେନା । ଭାରତ ସହ ଏଲଏସିରେ ବିବାଦ ମଧ୍ୟରେ ଚୀନ ସେନା କିଛି ମାତ୍ରାରେ ପଛକୁ ହଟିଛି । ଗଲୱାନ ଘାଟିର ଘଟଣାସ୍ଥଳରୁ ଚୀନ ସେନା ପ୍ରାୟ ଗୋଟିଏ କିଲୋମିଟରରୁ ୨ କିଲୋମିଟର ଯାଏଁ ପଛକୁ ହଟିଥିବା ଜଣାଯାଇଛି ।…