Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେନ୍ଦ୍ରମନ୍ତ୍ରୀଙ୍କ ବେଲ୍ଟ ଫଣ୍ଡା, ସରକାରୀ କର୍ମଚାରୀଙ୍କୁ ଦେଲେ ଧମକ

ରାୟପୁର: ଦାଦାଗିରି ନେହିଁ ଚଲେଗି । ଅନ୍ଧେରୀ କୋଠରୀ ମେ ଲେଯାକେ ନା ମେଁ ବେଲ୍ଟ ଖୋଲକେ ଠୋକନା ଜାନତୀହୁଁ ବହତ୍ ଅଚ୍ଛେ ସେ । ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ । ଛତିଶଗଡ଼ର ଏକ କରୋନା କ୍ୱାରେଣ୍ଟାଇନ ସେଣ୍ଟରରେ ସରକାରୀ କର୍ମଚାରୀଙ୍କୁ ଏଭଳି ଧମକ୍ ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ…

ମା’ ପାଇଁ ଏକୁଟିଆ ବିମାନ ଯାତ୍ରା କଲା ୫ ବର୍ଷର ପୁଅ

ବେଙ୍ଗାଳୁରୁ: ଦିଲ୍ଲୀରୁ ବାଙ୍ଗାଲୋର । ଆକାଶ ପଥରେ ୧୭ ଶହ କିଲୋମିଟରରୁ ଅଧିକ ବାଟ । ସମୟ ୨ ଘଂଟାରୁ କମ୍ ଲାଗିବନି । ହେଲେ ଏହି ୧୭ ଶହ କିଲୋମିଟରର ରାସ୍ତା ଯେମିତି ତାକୁ ୧୭ ମିଟର ଲାଗିଥିଲା । ଏକା ଏକା ଉଡିଆସିଥିଲା ଦିଲ୍ଲୀରୁ ବାଙ୍ଗାଲୋର । ନା ସାଙ୍ଗରେ ବାପା-ମାଆ ଥିଲେ ନା ସମ୍ପର୍କୀୟ ।…

କରୋନା ଅପଡ଼େଟ୍‌: ଓଡ଼ିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଓଡ଼ିଶାରେ ସୋମବାର ଦିନ ୧୨ଟା ୩୦ମି. ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୫୫୦ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

କରୋନା ସହାୟତା: ଆଗାମୀ ବର୍ଷେ ଯାଏଁ ପ୍ରତି ମାସ ପିଏମ୍ କେୟାର ଫଣ୍ଡକୁ ୫୦,୦୦୦ ଲେଖାଏଁ ଦାନ କରିବେ ସେନା ମୁଖ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଙ୍କଟ । ପ୍ରତ୍ୟେକ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି । କରୋନା ମୁକାବିଲା ପାଇଁ ବର୍ତ୍ତମାନର ସେନା ମୁଖ୍ୟ ଜେନେରାଲ୍ ବିପିନ ରାୱତ୍‌ ଏକ ବଡ଼ ଘୋଷଣା କରିଛନ୍ତି । ନିଜ ଦରମାରୁ ପ୍ରତି ମାସରେ ୫୦ ହଜାର ଲେଖାଏଁ ଟଙ୍କା…

ଭାରତରେ ଉଦବେଗ ହେଉଛି ସ୍ଥିତି: ୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଆଶ୍ଚର୍ଯ୍ୟ! ୩୦ ହଜାର ଟଙ୍କାର ଆମ୍ବ ଚୋରି ହେବା ପରେ ୮ ଲକ୍ଷ ଟଙ୍କାର ସହାୟତା ମିଳିଲା ଏହି ଫଳ ବ୍ୟବସାୟୀଙ୍କୁ !

ନୂଆଦିଲ୍ଲୀ: ଶୁଣିବାକୁ ଟିକିଏ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ଏକଦମ ସତ। ଦିଲ୍ଲୀର ଜଣେ ଫଳ ବ୍ୟବସାୟୀଙ୍କର ୩୦ ହଜାର ମୂଲ୍ୟର ଫଳ ଚୋରି ହେବା ପରେ ତାଙ୍କୁ ମିଳିଛି ୮ ଲକ୍ଷ ଟଙ୍କାର ସହାୟତା । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା। ଉତ୍ତର ଦିଲ୍ଲୀ ସ୍ଥିତ ଜଗତପୁରୀର ଫଳ ବିକ୍ରେତା ଫୁଲ୍ ମିଆ…

ଆଜିଠୁ ଆରମ୍ଭ ଘରୋଇ ବିମାନ ସେବା: ଗାଇଡ଼ଲାଇନ ଅନୁସାରେ ଉଡିବ ଫ୍ଲାଇଟ୍

ନୂଆଦିଲ୍ଲୀ: ଆଜିଠୁ ଦେଶରେ ଆରମ୍ଭ ହେବ ଘରୋଇ ବିମାନ ସେବା । ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଗାଇଡଲାଇନ୍‌ ଅନୁସାରେ ଉଡ଼ିବ ଫ୍ଲାଇଟ୍‌ । ଏଥିପାଇଁ ପ୍ରସ୍ତୁତ ହୋଇଛି ଭୁବନେଶ୍ୱର ବିମାନ ବନ୍ଦର । ବିମାନ ବନ୍ଦର କର୍ତ୍ତୃପକ୍ଷ ଯାତ୍ରୀଙ୍କ ପ୍ରବେଶ ଠାରୁ ଆରମ୍ଭ କରି ବୋର୍ଡିଂ…

ଲଶ୍କର-ଏ-ତୋଇବାର ୪ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଲଶ୍ମର-ଏ-ତୋଇବାର ୪ ଆତଙ୍କବାଦୀଙ୍କୁ ବୁଡଗାମରେ ସ୍ଥାନୀୟ ପୋଲିସ ଗିରଫ କରିଛି । ସେନା ଓ ଜମ୍ମୁ-କଶ୍ମୀର ପୋଲିସ ମିଳିତ ଭାବେ ଏହି ଅପରେଶନ କରିଥିଲେ । ଏମାନେ ଲଶ୍ମରକୁ ଆବଶ୍ୟକୀୟ ସହଯୋଗ କରୁଥିଲେ । ସେମାନଙ୍କ ନାମ ହେଲା ୱାସିମ ଗାନି, ଫାରକୁ ଅହମ୍ମଦ ଦର, ମହମ୍ମଦ ୟାସିନ ଏବଂ…

ଚର୍ଚ୍ଚାରେ ‘ଦି ନ୍ୟୁୟର୍କ ଟାଇମ୍ସ’, ପ୍ରଥମ ପୃଷ୍ଠାରେ ଛାପିଲା ହଜାରେ କରୋନା ମୃତକଙ୍କ ତଥ୍ୟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ମହାମାରୀ କରୋନା । ଆମେରିକାରେ କରୋନା ତାର ତାଣ୍ଡବ ରଚିଛି । ଏହାର ପ୍ରଭାବ ରବିବାର ଦି ନ୍ୟୁୟର୍କ ଟାଇମ୍ସର ପ୍ରଥମ ପୃଷ୍ଠାରେ ଦେଖିବାକୁ ମିଳିଛି । କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ପ୍ରାଣ ହରାଇଥିବା ଲୋକଙ୍କ ଏକ ଲମ୍ବା ତାଲିକା…

କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା

ଉତ୍ତରପ୍ରଦେଶ: କରୋନା ରୋଗୀଙ୍କୁ ମୋବାଇଲ ଧରିବା ମନା । ସଂକ୍ରମିତ ବ୍ୟବହାର କରିପାରିବେନି ମୋବାଇଲ । ଉତ୍ତରପ୍ରଦେଶର କୋଭିଡ ହସ୍ପିଟାଲରେ ଜାରି ହୋଇଛି ଏଭଳି ନିଦ୍ଦେଶନାମା । ୟପିର ମେଡିକାଲ ଡିଜି କେ.କେ ଗୁପ୍ତା କହିଛନ୍ତି, କରୋନା ଆକ୍ରାନ୍ତମାନେ ମେଡିକାଲ ଭିତରେ ମୋବାଇଲ୍ ବ୍ୟବହାର…