Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ସଙ୍କଟ: ଦେଶରେ ୧୫ ଦିନରେ ଚିହ୍ନଟ ହେଲେଣି ୭୦ ହଜାର ଆକ୍ରାନ୍ତ !

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ହାର । ମହାରାଷ୍ଟ୍ର, ତାମିଲନାଡୁ ଏବଂ ଦିଲ୍ଲୀରେ ସଂକ୍ରମଣ ହାର ଅଧିକ ରହିଛି । ଏଠାକାର ସଂକ୍ରମିତଙ୍କ ସଂଖ୍ୟାକୁ ହିସାବକୁ ନେଲେ ମୋଟ ସଂକ୍ରମିତଙ୍କ ୧୧ ପ୍ରତିଶତ ଗତ ଦୁଇଦିନ ମଧ୍ୟରେ ଚିହ୍ନଟ ହୋଇଛନ୍ତି । ସେହିଭଳି ସାରା…

ଭାରତରେ ଗମ୍ଭୀର ହେଉଛି ସ୍ଥିତି: ୧ ଲକ୍ଷ ୪୫ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ମଦ ଦୋକାନରେ ପହଞ୍ଚାଇ ଦେବାକୁ ଟ୍ୱିଟ କରି ସୋନୁ ସୁଦଙ୍କୁ ଅନୁରୋଧ କଲେ ଯୁବକ; କ’ଣ ଉତ୍ତର ଦେଲେ ସୋନୁ, ଜାଣନ୍ତୁ

ମୁମ୍ବାଇ: ଲକଡାଉନ୍ ସମୟରେ ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ଫେରାଇ ଆଣିବାରେ ଅନେକ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ । ସୋନୁଙ୍କ ଏହି ବଦାନ୍ୟତା ଯୋଗୁଁ ସେ ସାରା ଦେଶରେ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ପରଦାରେ ଖଳନାୟକ ଭାବେ ନଜର ଆସୁଥିବା ସୋନୁ ସୁଦ…

କରୋନା ନିଆଁରେ ଝାସ ଦେଲେ କୋଭିଡ ଯୋଦ୍ଧା; ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଏମ୍ସର ପରିମଳ ମୁଖ୍ୟ

ନୂଆଦିଲ୍ଲୀ: କରୋନା ନିଆଁରେ ଝାସ ଦେଇଛନ୍ତି ଆଉ ଜଣେ ଆଗଧାଡ଼ିର କୋଭିଡ ଯୋଦ୍ଧା । ନୂଆଦିଲ୍ଲୀ ସ୍ଥିତ ଏମ୍ସର ବରିଷ୍ଠ ପରିମଳ ପର୍ଯ୍ୟବେକ୍ଷକ ହୀରା ଲାଲଙ୍କର ସୋମବାର ଦିନ କରୋନାରେ ସଂକ୍ରମିତ ହୋଇ ଦେହାନ୍ତ ଘଟିଛି। ହୀରା ଲାଲ ଗତ ମଙ୍ଗଳବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ…

ଖୁବ୍ ଶୀଘ୍ର ଭାରତକୁ ମିିଳିବ ରାଫାଲ ଲଢ଼ୁଆ ବିମାନ

ପ୍ୟାରିସ: ଭାରତକୁ ଖୁବ୍ ଶୀଘ୍ର ରାଫାଲ ଲଢ଼ୁଆ ବିମାନ ମିଳିବ ବୋଲି ଫ୍ରାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୩୬ ରାଫାଲ ବିମାନ (୩୦ଟି ଯୁଦ୍ଧ ବିମାନ, ୬ଟି ଟ୍ରେନର ବିମାନ) ନେଇ ଉଭୟ ଦେଶ ମଧ୍ୟରେ ୫୮ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା । ୨୦୨୦ ଏପ୍ରିଲ ସୁଦ୍ଧା ଏହା ଭାରତକୁ ମିଳିବ ବୋଲି…

ଭାରତ-ଚୀନ ସୀମାରେ ୫୦୦୦ ସେନା ମୁତୟନ

ଲଦାଖ: ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତେଜନାପୂର୍ଣ୍ଣ ସ୍ଥିତି ବଢ଼ିବାରେ ଲାଗିଛି । ଚୀନ ସୀମରେ ଆବଶ୍ୟକଠାରୁ ଅଧିକ ସେନା ମୁତୟନ କରିଥିଲା । ଭାରତ ଏହାର କଡା ଜବାବ ଦେଇଛି । ୫୦୦୦ ସେନା ଚୀନ ଉପରେ ନଜର ରଖିବା ପାଇଁ ମୁତୟନ କରିଛି । ପାଟ୍ରୋଲିଂ ଓ ସୁରକ୍ଷା ବ୍ୟବସ୍ଥାକୁ କଡାକଡି…

ନିରୀହ ପାରା ମାଧ୍ୟମରେ ଜାସୁସୀ କରୁଛି ପାକିସ୍ତାନ !

କଶ୍ମୀର: ଏବେ କିଛି ଦିନ ହେବ ପାକିସ୍ତାନ ଭାରତୀୟ ସୀମାରେ ଅଶାନ୍ତି ସୃଷ୍ଟି ପାଇଁ ଉଦ୍ୟମ ଜାରି ରଖିଛି । ଭାରତୀୟ ସେନା ଏହାର କଡା ଜବାବ ଦେଉଛି । ଏହି ଅବସରରେ ମଙ୍ଗଳବାର ଭାରତ-ପାକ୍ ଅନ୍ତର୍ଜାତୀୟ ସୀମ ନିକଟରେ ଥିବା ଗ୍ରାମ ମନିୟାରୀରେ ଏକ ଆହତ ପାରାକୁ ଲୋକମାନେ ଉଦ୍ଧାର କରିଥିଲେ । ପାରା…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ବିମାନର ମଝି ସିଟ୍ ଫାଙ୍କା ରଖ

ନୂଆଦିଲ୍ଲୀ: ଦୁଇ ମାସ ପରେ ଆଜିଠୁ ଆରମ୍ଭ ହୋଇଛି ବିମାନ ସେବା । ତେବେ ଏହାରି ଭିତରେ ବିମାନ ସେବାକୁ ନେଇ ଆସିଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆଗାମୀ ୧୦ ଦିନ ପର‌୍ୟ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ନିଜ ପୂର୍ଣ୍ଣକ୍ଷମତାରେ ଯାତ୍ରୀ ଆଣିପାରିବେ ଓ ୧୦ ଦିନ ପରେ ମଝି ସିଟ୍ ବୁକିଂ କରିବେ…

କେନ୍ଦ୍ରମନ୍ତ୍ରୀଙ୍କ ବେଲ୍ଟ ଫଣ୍ଡା, ସରକାରୀ କର୍ମଚାରୀଙ୍କୁ ଦେଲେ ଧମକ

ରାୟପୁର: ଦାଦାଗିରି ନେହିଁ ଚଲେଗି । ଅନ୍ଧେରୀ କୋଠରୀ ମେ ଲେଯାକେ ନା ମେଁ ବେଲ୍ଟ ଖୋଲକେ ଠୋକନା ଜାନତୀହୁଁ ବହତ୍ ଅଚ୍ଛେ ସେ । ଏହା କୌଣସି ଫିଲ୍ମର ଡାଏଲଗ୍ ନୁହେଁ । ଛତିଶଗଡ଼ର ଏକ କରୋନା କ୍ୱାରେଣ୍ଟାଇନ ସେଣ୍ଟରରେ ସରକାରୀ କର୍ମଚାରୀଙ୍କୁ ଏଭଳି ଧମକ୍ ଦେଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ…

ମା’ ପାଇଁ ଏକୁଟିଆ ବିମାନ ଯାତ୍ରା କଲା ୫ ବର୍ଷର ପୁଅ

ବେଙ୍ଗାଳୁରୁ: ଦିଲ୍ଲୀରୁ ବାଙ୍ଗାଲୋର । ଆକାଶ ପଥରେ ୧୭ ଶହ କିଲୋମିଟରରୁ ଅଧିକ ବାଟ । ସମୟ ୨ ଘଂଟାରୁ କମ୍ ଲାଗିବନି । ହେଲେ ଏହି ୧୭ ଶହ କିଲୋମିଟରର ରାସ୍ତା ଯେମିତି ତାକୁ ୧୭ ମିଟର ଲାଗିଥିଲା । ଏକା ଏକା ଉଡିଆସିଥିଲା ଦିଲ୍ଲୀରୁ ବାଙ୍ଗାଲୋର । ନା ସାଙ୍ଗରେ ବାପା-ମାଆ ଥିଲେ ନା ସମ୍ପର୍କୀୟ ।…