Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ସଂକ୍ରମିତଙ୍କ ଉପରେ ପ୍ଲାଜ୍‌ମା ଥେରାପି ପରୀକ୍ଷଣ କଲା ଦିଲ୍ଲୀ ସରକାର !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି ସମସ୍ତ ରାଜ୍ୟ ସରକାର । କିଏ ଲକ୍‌-ଡାଉନ୍ ଅବଧିକୁ ବଢାଇଛି ତ କିଏ ଚିକିତ୍ସାର ମାନ ବଢାଇବା ସହ କୋଭିଡ୍‌-୧୯ ହସ୍ପିଟାଲ ସ୍ଥାପନ କରିବାରେ ଲାଗିଛନ୍ତି । ଦିନ ବଢିବା ସହ ଅନେକ ରାଜ୍ୟ କରୋନା ସଂକ୍ରମିତଙ୍କ ଉପରେ ନୂତନ…

ଗୋଆ ପରେ କରୋନା ମୁକ୍ତ ହେଲା ଭାରତର ଏହି ଦୁଇ ରାଜ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ଭାରତରେ କରୋନା ଧୀରେ ଧୀରେ କାୟା ବିସ୍ତାର କରୁଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଏକ ଆଶ୍ବସ୍ତି ଜନକ ଖବର ସାମ୍ନାକୁ ଆସିଛି । ପୂର୍ବରୁ କରୋନାର କଳା ଛାୟାକୁ ଗୋଆ ନିଜ ଉପରୁ ହଟାଇବାରେ ସକ୍ଷମ ହୋଇଥିବା ବେକେ ବର୍ତ୍ତମାନ ଏହି ତାଲିକାରେ ସାମିଲ ହୋଇଛନ୍ତି ଭାରତର…

ସଚିନ @୪୭: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ୪୭ ବର୍ଷରେ ପାଦ ଦେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟର ଭଗବାନ ଭାବେ ବିବେଚନା କରାଯାଉଥିବା ସଚିନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଜଣା ଅଜଣା କଥା... ସଚିନଙ୍କ ସମ୍ପୂର୍ଣ୍ଣ ନାମ, ସଚିନ ରମେଶ ତେନ୍ଦୁଲକର । ପୂର୍ବତନ ଭାରତୀୟ…

୪୭ ବର୍ଷରେ ସଚିନ, କରୋନା ପାଇଁ ପାଳିବେନି ଜନ୍ମଦିନ

ଭୁବନେଶ୍ୱର : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର ଆଜି ୪୭ ତମ ଜନ୍ମଦିନ । କରୋନା ମହାମାରୀର ରୂପ ନେଇଥିବାରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ ବୋଲି ଆଗୁଆ ଘୋଷଣା କରିଥିଲେ । କରୋନା ଯୁଦ୍ଧରେ ଲଢେଇ କରୁତିବା ଡାକ୍ତର, ନର୍ସଙ୍କ , ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀଙ୍କୁ…

ଓଡିଆ ଘରୋଇ ସହାୟିକାଙ୍କ ଶେଷକୃତ୍ୟ କଲେ ସାଂସଦ ତଥା କ୍ରିକେଟର ଗୌତମ ଗାମ୍ଭୀର

ଭୁବନେଶ୍ୱର : ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗାମ୍ଭୀର ନିଜ ଘରୋଇ ସହାୟିକାଙ୍କର ଶେଷକୃତ୍ୟ କରିଛନ୍ତି । ଘରୋଇ ସହାୟିକା ଥିବା ସରସ୍ୱତୀ ପାତ୍ର ନାମକ ଏହି ମହିଳା ଜଣଙ୍କ ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ କୁସୁନପୁର ଗାଁର । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ତାଙ୍କୁ…

ଲକଡାଉନ ସମୟରେ ଖୋଲା ହୋଇପାରିବ ନାହିଁ ମଦ ଦୋକାନ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକଡାଉନ ସମୟରେ ରାଜ୍ୟରେ ମଦ ଦୋକାନ ଖୋଲିବାକୁ ପଞ୍ଜାବ ସରକାରଙ୍କ ଅନୁରୋଧକୁ ଗୃହ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଲକଡାଉନ ସମୟରେ ସରକାର ଅନ୍ୟ ଦ୍ରବ୍ୟ ମଧ୍ୟରେ ମଦ, ତମାଖୁ ଏବଂ ଗୁଟୁଖା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ। ନିର୍ଦ୍ଦେଶାବଳୀ ସତ୍ତ୍ୱେ କେନ୍ଦ୍ର…

କରୋନାରେ ସଂକ୍ରମିତ ୩୪ ପୋଲିସ କର୍ମଚାରୀ; ତାବଲିଗି ଜମାତିଙ୍କ ସଂସ୍ପର୍ଶରେ ଆସିଥିଲେ !

ମଧ୍ୟପ୍ରଦେଶ: ଗୁରୁବାର ଭୋପାଳର ୩୪ଜଣ ପୋଲିସ କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ପଜିଟିଭ ବାହାରିଛି । ଯେଉଁଥିରେ କିଛି ଉଚ୍ଚପଦସ୍ତ ଅଧିକାରୀ ବି ସାମିଲ ଅଛନ୍ତି । ଭୋପାଳର ଅତିରିକ୍ତ ମହାନିର୍ଦ୍ଦେଶକ ଉପେନ୍ଦ୍ର ଜୈନ କହିଥିଲେ ସଂକ୍ରମିତ ସମସ୍ତ ପୋଲିସ କର୍ମଚାରୀ ଦିଲ୍ଲୀର ନିଜାମୁଦ୍ଦିନ…

ଗୋଟିଏ ଦିନରେ ଭାରତରେ ୧୬୮୪ କରୋନା ଆକ୍ରାନ୍ତ, ୩୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ଦିନ ୨୩,୦୭୭ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଯାବତ୍ କରୋନା ସଂକ୍ରମଣର ପ୍ରାୟ ୧୭,୬୧୦ ସକ୍ରୀୟ ମାମଲା ରହିଥିବା ବେଳେ ପାଖାପାଖି ୭୧୮ ଜଣ…

ଆମେରିକାରେ ୫୦ ହଜାର ଛୁଇଁଲା କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା

ୱାଶିଂଟନ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ ବିଶ୍ୱବ୍ୟାପୀ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଆମେରିକାରେ ମୃତ୍ୟୁ ସଂଖ୍ୟା ୫୦,୦୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୮ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ରିପୋର୍ଟ ଅନୁଯାୟୀ କରୋନାଭାଇରସ୍…

ଓଡିଶା ସମ୍ବାଦ, ଓଡିଶା ବାଇଟ୍ସର ଲକ୍‌-ଡାଉନ୍ ରେସିପି: ପଠାନ୍ତୁ ଭିଡିଓ ଜିତନ୍ତୁ ଡାଇମଣ୍ଡ ଲକେଟ୍ !

ଭୁବନେଶ୍ୱର: ଘର ବସି ବୋର୍ ହେଉଛନ୍ତି କି ? ତେବେ ଲକ୍‌-ଡାଉନରେ ନିଜକୁ ଆଉ ଲକ୍ କରିି ରଖନ୍ତୁନି । କାହିଁକିନା ଓଡିଶାର ଅଗ୍ରଣୀ ଡିଜିଟାଲ୍ ନ୍ୟୁଜ୍ ୱବସାଇଟ୍ ଓଡିଶା ସମ୍ବାଦ ଓ ଓଡିଶା ବାଇଟ୍ସ ନେଇ ଆସିଛି ସ୍ପେଶାଲ କୁକରି କମ୍ପିଟିସନ୍ ଶୋ’ ଲକ୍‌-ଡାଉନ୍ ରେସିପି । ପ୍ରତିଯୋଗୀତାରେ ଭାଗ ନେବା…