Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓଡିଶା ସମ୍ବାଦ, ଓଡିଶା ବାଇଟ୍ସର ଲକ୍‌-ଡାଉନ୍ ରେସିପି: ପଠାନ୍ତୁ ଭିଡିଓ ଜିତନ୍ତୁ ଡାଇମଣ୍ଡ ଲକେଟ୍ !

ଭୁବନେଶ୍ୱର: ଘର ବସି ବୋର୍ ହେଉଛନ୍ତି କି ? ତେବେ ଲକ୍‌-ଡାଉନରେ ନିଜକୁ ଆଉ ଲକ୍ କରିି ରଖନ୍ତୁନି । କାହିଁକିନା ଓଡିଶାର ଅଗ୍ରଣୀ ଡିଜିଟାଲ୍ ନ୍ୟୁଜ୍ ୱବସାଇଟ୍ ଓଡିଶା ସମ୍ବାଦ ଓ ଓଡିଶା ବାଇଟ୍ସ ନେଇ ଆସିଛି ସ୍ପେଶାଲ କୁକରି କମ୍ପିଟିସନ୍ ଶୋ’ ଲକ୍‌-ଡାଉନ୍ ରେସିପି । ପ୍ରତିଯୋଗୀତାରେ ଭାଗ ନେବା…

କରୋନା ଟେଷ୍ଟ୍ ଲାଗି ପ୍ରସ୍ତୁତ ହେଲା ଡିଆରଡ଼ିଓ ଭ୍ରାମ୍ୟମାଣ ପରୀକ୍ଷାଗାର

ହାଇଦ୍ରାବାଦ: ହାଇଦ୍ରାବାଦସ୍ଥିତ ESIC ହସ୍ପିଟାଲ, ଘରୋଇ ଶିଳ୍ପାନୁଷ୍ଠାନ ଓ ଡିଆରଡିଓର ମିଳିତ ଉଦ୍ୟମରେ ବିକଶିତ ଭ୍ରାମ୍ୟମାଣ ଭୂତାଣୁ ଗବେଷଣା ଓ ରୋଗ ନିରୂପଣ ପରୀକ୍ଷାଗାର (ଏମଭିଆରଡିଏଲ)କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭିଡିଓ କନଫରେନ୍ସ ଜରିଆରେ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ…

ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ପୂନର୍ବାର ଏସିଆର ଏକ ନମ୍ବର ଶିଳ୍ପପତି ହୋଇଛନ୍ତି । ପେସବୁକ ସହ ଚୁକ୍ତି କରିବା ପରେ ସେ ଚୀନର ଆଲିବାବା ସଂସ୍ଥାପକଙ୍କୁ ପଛରେ ପକାଇଛନ୍ତି । ଫେସ୍‌ବୁକ୍ ସହିତ ରିଲାଏନ୍ସ୍ ଜିଓର ଚୁକ୍ତିପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି…

ଡବ୍ଲ୍ୟୁଏଚଓକୁ ଆର୍ଥୀକ ସହାୟତା ବଢ଼ାଇଲା ଚୀନ

ବେଜିଂ: କରୋନା ଭାଇରସ ନେଇ ଡବ୍ଲ୍ୟୁଏଚଓ ବିଶ୍ୱ ସମୁଦାୟ ନିକଟରେ ଠିକ୍ ତଥ୍ୟ ଯୋଗାଇ ନ ଥିଲା ବୋଲି ଆମେରିକା ଅଭିଯୋଗ ଆଣିବା ପରେ ଆର୍ଥୀକ ସହାୟତା ମଧ୍ୟ ବନ୍ଦ କରିଦେଇଛି । ଏହାର ଫାଇଦା ଉଠାଇ ଚୀନ ଡବ୍ଲ୍ୟୁଏଚଓକୁ ମୋଟା ଅଙ୍କର ଆର୍ଥୀକ ସହାୟତା ଯୋଗାଇଛି । ପ୍ରଥମେ ୨ କୋଟି ଏବେ ୩ କୋଟି ଡଲାର…

୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ

ନୂଆଦିଲ୍ଲୀ: ୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଏକ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ । ଏହି କ୍ଷୁଦ୍ର ଗ୍ରହର ବ୍ୟାସ ୪.୧ କିଲୋମିଟର । ୨୯ ତାରିଖ ସକାଳ ୪ଟା୫୬ରେ ୩୧୩୨୦ ପ୍ରତି କିଲୋମିଟର ଗତିରେ ଏହା ପୃଥିବୀର ନିକଟତର ହେବ । ତେବେ ଏହା ପୃଥିବୀରେ ମାଡ ହେବ ନାହିଁ…

ବକ୍ସର ଡିଙ୍ଗକୋ ସିଂଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ପାଲରୁ ଦିଲ୍ଲୀ ଅଣାଯିବ

ଇମ୍ଫାଲ: ଭାରତର ମହାନ ବକ୍ସର ଡିଙ୍କକୋ ସିଂ ଲିଭର କର୍କଟ ରୋଗରେ ଆକ୍ରାନ୍ତ । କରୋନା ଭାଇରସ ଲକଡାଉନ ଯୋଗୁ ପଦ୍ମ ଓ ଅର୍ଜୁନ ପୁରସ୍କାର ପାଇଥିବା ଡିଙ୍ଗକୋଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁ ନ ଥିଲା । ଏହି ଖବର ପ୍ରକାଶ ପାଇବା ପରେ ବକ୍ସରଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ଫାଲରୁ ଦିଲ୍ଲୀ…

କ୍ୱାରେଂଟାଇନରେ ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ

ହେଲସିଙ୍କ: କରୋନା ଭାଇରସ ମୁକାବିଲା ପାଇଁ ବିଶ୍ୱ ସମୁଦାୟ ଜୋରଦାର ପ୍ରୟାସ ଚଳାଇଛନ୍ତି । ତେବେ କିଲର କରୋନା ମଧ୍ୟ ତାର ପ୍ରାଧାନ୍ୟ ବଜାୟ ରଖିଛି । ବିବିସି ରିପୋର୍ଟ ମୁତାବକ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ ସନା ଗାରିନ କରୋନା ପଜିଟିଭ ହୋଇ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିକୋଣରୁ ନିଜକୁ…

କରୋନା ଲଢେଇ: ସାମ୍ୱାଦିକଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ଘୋଷଣା କଲେ ହରିୟାଣା ସରକାର

ହରିୟାଣା: କରୋନା ମୁକାବିଲା ପାଇଁ ସାରା ଦେଶ ଏକଜୁଟ । ଖାଲି ସ୍ୱାସ୍ଥ୍ୟକର୍ମୀ କିମ୍ବା ପ୍ରଶାସନ ନୁହେଁ ବରଂ ଏହି ଲଢେଇରେ କାନ୍ଧରେ କାନ୍ଧ ମିଶାଇ ଏହାର ମୁକାବିଲା କରୁଛନ୍ତି ଗଣମାଧ୍ୟମ ପ୍ରତିନିଧି ମାନେ । ଏହାକୁ ଦୃଷ୍ଟିରେ ରଖି କାର୍ଯ୍ୟରତ ସାମ୍ୱାଦିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି…

ମାତ୍ର ୬ ଦିନରେ କରୋନାକୁ ହରାଇଲା ୯ ମାସର ଶିଶୁ

ଡେରାଡୁନ: ହାରିଲା କରୋନା । ଜିତିଲା ୯ ମାସର ଶିଶୁ । ମାତ୍ର ୬ ଦିନ ଭିତରେ କରୋନା ଯୁଦ୍ଧରେ ବିଜୟୀ ହେଲା କୁନି ଶିଶୁ । ଏଭଳି ଏକ ଖୁସି ଖବର ଆସିଛି ଡେରାଡୁନରୁ । ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୯ ମାସର କରୋନା ସଂକ୍ରମିତ ଶିଶୁ ମାତ୍ର ୬ ଦିନରେ ସୁସ୍ଥ ହୋଇ ଘରକୁ…

ଭାରତରେ କରୋନା ସଂକ୍ରମଣର ଗତି ହ୍ରାସ ପାଇଛି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରେନାକୁ ନେଇ ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ଅଛି । ଭାତରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ଓ ସଂକ୍ରମିତ ସଂଖ୍ୟା ଦ୍ୱିଗୁଣିତ ହାରକୁ ବଢାଇବାରେ ସରକାର ସଫଳ ହୋଇଛନ୍ତି ବୋଲି କେନ୍ଦ୍ର ପରିବେଶ ସଚିବ ସି.କେ. ମିଶ୍ର କହିଛନ୍ତି । ସେ କହିଛନ୍ତି,…