Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଥମୁନି କରୋନା: ଦେଶରେ ୫୪୩ ମୃତ, ୨୪ ଘଣ୍ଟାରେ ୧୫୫୩ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୧୭,୨୬୫ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହାବ୍ୟତିତ ଗତ ୨୪ ଘଣ୍ଟାରେ ଭାରତରେ ପାଖାପାଖି…

କରୋନା ଆତଙ୍କ; ଗୋଟିଏ ଦିନରେ ଆମେରିକାରେ ୧୯୯୭ ମୃତ

ୱାସିଂଟନ: କରୋନାର କରାଳ ରୂପ ଆଗରେ ଅସହାୟ ସାରା ବିଶ୍ୱ। ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ପ୍ରାୟ ୧ ହଜାର ୯୯୭ ଜଣଙ୍କ ମୃତ୍ୟୁ ସହ ସର୍ବମୋଟ ମୃତ୍ୟୁ ସଂଖ୍ୟା ୪୦ ହଜାରରେ ପହଞ୍ଚିଛି ।…

ଆପ୍ ‌(AAP) ସରକାର ବିରୋଧରେ କପିଲ ମିଶ୍ରାଙ୍କ ଖାଦ୍ୟ ଅଭାବ ଅଭିଯୋଗ; ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଦିଲ୍ଲୀର ଏକ ଭିଡିଓ । ଜାହାଙ୍ଗିରପୁରି ମ୍ୟୁନିସିପାଲ ସ୍କୁଲରେ ଖାଦ୍ୟ ବଣ୍ଟନ ନେଇ ବ୍ୟାପକ ଅବ୍ୟବସ୍ଥା । ଏପରିକି ଲୋକେ ସ୍କୁଲ ଗେଟ୍ ଭାଙ୍ଗିବା ସହ ଦଳାଚକଟାର ସମ୍ମୁଖୀନ ହୋଇଥିଲେ । खाने के लिए भागते, गिरते, मरते लोग सीरिया,…

ଫସି ରହିଥିବା ଶ୍ରମିକଙ୍କ ପାଇଁ ଏସ୍‌ଓପି ଜାରି କଲେ ସରକାର

ନୂଆଦିଲ୍ଲୀ: ତାଲାବନ୍ଦ ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି କରି କୁହାଯାଇଛି ଯେ, ରାଜ୍ୟ ଭିତରେ ଦାଦନ ଶ୍ରମିକ ଅନ୍ୟ ସ୍ଥାନକୁ ଚାହିଁଲେ ଯିବା ଆସିବା କରିପାରିବେ । ଶ୍ରମିକଙ୍କୁ…

ବେଲଜିୟମ ବୈଜ୍ଞାନିକଙ୍କ ପରୀକ୍ଷଣ ଆଶ ସୃଷ୍ଟି କଲା, କାମେଲିଡ୍ସ ବ୍ଲଡ ମୋଲେକ୍ୟୁଲସ କରୋନା ଭାଇରସକୁ ଭଲ କରିବ !

ନୂଆଦିଲ୍ଲୀ: ବେଲଜିୟମର ଜଣେ ବୈଜ୍ଞାନିକ ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ରବିବାର ସାରା ବିଶ୍ୱକୁ ଆଶା ଦେଖାଇଛନ୍ତି । କାମେଲିଡ୍ସ ଶରୀରରେ ଥିବା ବ୍ଲଡ ମଲିକ୍ୟୁଲ କରୋନା ଭାଇରସକୁ ରୋକିବାରେ ସହାୟ ହେବ । ଏହା ସେ ପରୀକ୍ଷା କରିବା ପ୍ରମାଣ ମଧ୍ୟ କରିପାରିଛନ୍ତି । ଡେଲିମେଲ, ଦି…

୨ ମାସ ମଧ୍ୟରେ ଦକ୍ଷିଣ କୋରିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଛି

ସିଓଲ: ଚୀନ ପରେ ଦକ୍ଷିଣ କୋରିଆ କରୋନା ଭାଇରସ ଜାଲରେ ପଡି ଯାଇଥିଲା । ତେବେ ଉଚିତ ପଦକ୍ଷେପ ଯୋଗୁ ଦକ୍ଷିଣ କୋରିଆ କରୋନାକୁ ଜିତିବା ପାଇଁ ନିକଟତର ହେଲାଣି । ୨ ମାସ ପରେ ପ୍ରଥମ ଥର ପାଇଁ ଏଠାରେ ୨୦ରୁ କମ୍ ନୂଆ କେସ୍ ଆସିଛି । ପ୍ରତିଦିନ ୩୦ରୁ ଅଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ…

ସାମାଜିକ ଦୂରତା ରକ୍ଷା ବେଳେ ମନୁଷ୍ୟର ମନସ୍ଥିତି…

ପ୍ରଥମ ପର୍ଯ୍ୟାୟ ୨୧ ଦିନିଆ ତାଲାବନ୍ଦ ଘୋଷଣାର ଦି’ସପ୍ତାହ ଯିବା ପରଠୁ ଆମ ଦେଶରେ କିଛି ଲୋକଙ୍କ ଭିତରେ ଗୃହବନ୍ଦୀଜନିତ ବିରକ୍ତି ଦେଖାଦେଇଥିବା ବିଷୟ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା| ଏବେ ଏହା ଅବସାଦରେ ପରିଣତ ହୋଇଥିବା କୁହାଯାଉଛି| ସେମାନେ କୁଆଡ଼େ ଘୋର ମାନସିକ ଅଶାନ୍ତିରେ କାଳ…

ମଦ ବୋତଲ ସହ ସେଲଫି; ନିଲମ୍ବିତ ହେଲେ ୩ ରେଭେନ୍ୟୁ ଅଫିସର !

ମଧ୍ୟପ୍ରଦେଶ: ରାଇସେନ୍ ଜିଲ୍ଲାରେ ମଦ ବୋତଲ ଧରି ଫଟୋ ଉଠାଇବା ତିନିଜଣ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ମହଙ୍ଗା ପଡିଛି । ତିନି ଅଧିକାରୀ ମଦ ବୋତଲ ଧରି ଏକ ଫଟୋ ଉଠାଇ ପରେ ସୋସିଆଲ୍ ମିଡିଆରେ ଶେୟାର କରିଥିଲେ । Madhya Pradesh: 3 revenue department officials have been…

କେରଳର କେତେକ ଜିଲ୍ଲାରେ ଆସନ୍ତାକାଲିଠୁ ହେବ ଲକ୍‌ଡାଉନ କଟକଣା କୋହଳ

ଥିରୁଅନନ୍ତପୁରମ୍ : ଦେଶର ପ୍ରଥମ ରାଜ୍ୟ ଭାବେ ଲକ୍‌ଡାଉନ କଟକଣା କୋହଳ କରିବାକୁ ଯାଉଛି କେରଳ । କେରଳ ସରକାର କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାକୁ ୪ ଭାଗରେ ବିଭକ୍ତ କରିଛନ୍ତି । ଏଗୁଡିକ ହେଉଛି ରେଡ ଜୋନ, ଅରେଂଜ(ଏ) ଜୋନ୍‌, ଅଂରେଜ(ବି) ଜୋନ ଓ ଗ୍ରୀନ ଜୋନ । ରେଡ…

ମାସ୍କ ପିନ୍ଧିବାକୁ ମନା କରିବାରୁ ଦିବ୍ୟାଙ୍ଗ ପୁଅକୁ ଗଲା କାଟି ହତ୍ୟା

କୋଲକାତା: ମାସ୍କ ନ ପିନ୍ଧିବାରୁ ଦିବ୍ୟାଙ୍ଗ ପୁଅକୁ ଗଲା କାଟି ହତ୍ୟା କଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ପଶ୍ଚିମବଙ୍ଗରେ । ଏହାପରେ ହତ୍ୟାକାରୀ ବାପା ପୋଲିସ ଷ୍ଟେସନକୁ ଯାଇ ଆତ୍ମ ସମର୍ପଣ କରିଛି । ସୂଚନାମୁତାବକ, ଶନିବାର ଅପରାହ୍ନରେ ଅଭିଯୁକ୍ତ ବଂଶିଧର ମଲ୍ଲିକ ନିଜ ୪୫ ବର୍ଷୀୟ…