Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପାକିସ୍ତାନର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଯୁବଗୋଷ୍ଠୀ : ପାକ୍ ଅଧିକାରୀ

ଇସଲାମାବାଦ: ପାକିସ୍ତାନର ଅଧିକାଂଶ ଯୁବଗୋଷ୍ଠୀ କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ଅଛନ୍ତି । ପାକିସ୍ତାନର ୧ହଜାର କରୋନା ମାମଲା ମଧ୍ୟରେ ୨୧ରୁ ୩୦ ବର୍ଷ ବୟସର ଯୁବକ ସର୍ବାଧିକ ଅଛନ୍ତି । ଏନେଇ ପାକ ପ୍ରଧାନମନ୍ତ୍ରୀଙ୍କ ବିଶେଷ ସ୍ୱାସ୍ଥ୍ୟ ସହାୟକ ଜାଫର ମିର୍ଜା ସୂଚନା ଦେଇଛନ୍ତି ।…

କରୋନାରେ ବଢିଲା ପ୍ରେମ; ଆକାଶଛୁଆଁ ବୃଦ୍ଧି ପାଉଛି କଣ୍ଡୋମ ବିକ୍ରି !

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଲକ୍ ଡାଉନ୍ । ଜନସାଧାରଣ ଏବେ ଘରେ ରହିବା ଛଡ଼ା ଅନ୍ୟ ଉପାୟ କିଛି ନାହିଁ । ବିଭିନ୍ନ ଫାରମାଚ୍ୟୁଟିକାଲ୍ସ କମ୍ପାନୀ ଏବଂ କେତେକ ଇ-କମର୍ସ ସାଇଟର ସୂଚନାନୁଯାୟୀ ଲକଡ଼ାଉନ୍ ଆରମ୍ଭ ହେବା ଦିନଠୁଁ ହିଁ ଅତ୍ୟଧିକ ମାତ୍ରାରେ କଣ୍ଡୋମ୍ ଏବଂ ଗର୍ଭ ନିରୋଧକ ବଟିକାର…

ଲକ୍‌-ଡାଉନ୍ ପ୍ରଭାବ: ୧୩୫ କି.ମି ଚାଲି ଘରେ ପହଂଚିଲେ ଦିନ ମଜୁରିଆ !

ମହାରାଷ୍ଟ୍ର : ସାରା ଦେଶରେ ଲକ୍‌-ଡାଉନ୍ ନିର୍ଦ୍ଦେଶ । ଘରେ ପହଂଚିବା ପାଇଁ ମହାରାଷ୍ଟ୍ରର ଜଣେ ଦିନ ମଜୁରିଆଙ୍କୁ ଚାଲିବାକୁ ପଡିଛି ୧୩୫ କି.ମି । Maharashtra: Amid travel restrictions due to the #21daylockdown to contain the spread of #coronavirus, a…

୩ ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ଇପିଏଫ ଟଙ୍କା ଭରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସରକାର କରୋନାଭାଇରସ ପ୍ରଭାବର ମୁକାବିଲା କରିବା ପାଇଁ କୃଷକ ଓ ଅଭାବୀଙ୍କ ସମେତ ସଙ୍ଗଠିତ କ୍ଷେତ୍ରର କର୍ମଚାରୀଙ୍କ ଧ୍ୟାନ ମଧ୍ୟ ରଖିଛନ୍ତି । କେନ୍ଦ୍ର ସରକାର ଆସନ୍ତା ୩ମାସ ପର୍ଯ୍ୟନ୍ତ କର୍ମଚାରୀଙ୍କ ତରଫରୁ (୧୨+୧୨= ମୋଟ ୨୪) ପ୍ରତିଶତ ଇପିଏଫ ଭରିବେ । ଏହା ସେମାନଙ୍କ ଠାରେ…

ଚାଷୀଙ୍କ ପାଇଁ ଟଙ୍କା, ମହିଳା ଓ ବୟସ୍କଙ୍କୁ ମିଳିବ ଭତ୍ତା: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ୨୧ ଦିନିଆ ଲକ୍‌ଡାଉନ ଲାଗୁ ହୋଇଛି । ଏହି ସମୟରେ ନିର୍ମଳା ସୀତାରମଣ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ କୃଷକ, ମହିଳା ଓ ବୟସ୍କ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ । ଜନଧନ ଯୋଜନାରେ ମହିଳା ଖାତା ଧାରକଙ୍କୁ ଆଗାମୀ ୩ ମାସ ପାଇଁ ୫ଶହ ଟଙ୍କା ଲେଖାଏଁ ମିଳିବ । ଏଥିରେ ପ୍ରାୟ…

‘ୱାର୍କ ଫ୍ରମ ହୋମ’ ବେଳେ କମୁଛି କି ଇଣ୍ଟରନେଟ୍ ସ୍ପିଡ; ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: କରୋନାଭାଇରସ୍ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ଅନେକ ସରକାରୀ ତଥା ବେସରକାରୀ ସଂସ୍ଥା ‘ୱାର୍କ ଫ୍ରମ ହୋମ’କୁ ଗୁରୁତ୍ୱ ଦେଇଛନ୍ତି । ଯାହାଫଳରେ କର୍ମଚାରୀମାନେ ଘରେ ବସି କାମ କରୁଛନ୍ତି । ଘରେ ବସି କାମ କରିବା ବେଳେ ଯଦି ଆପଣଙ୍କ ଇଣ୍ଟରନେଟ୍ ସ୍ଲୋ…

କରୋନା ଲାଗି ସହାୟତାର ହାତ ବଢାଇଲେ ପାକିସ୍ତାନୀ ଓ ବଙ୍ଗଳାଦେଶୀ ଦଳ, ଏବେ ଭାରତୀୟଙ୍କ ପାଳି !

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟରଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି । ଗୋଟେପଟେ ପାକିସ୍ତାନୀ ଖେଳାଳୀ ୫୦ ଲକ୍ଷ ଓ ବଙ୍ଗଳାଦେଶୀ ନିଜ ଅଧା ଦରମା (୨୫ଲକ୍ଷ) ଦାନ କରିଛନ୍ତି । ଏପରି ସ୍ଥିତିରେ ଭାରତୀୟ କ୍ରିକେଟର ଅର୍ଥଦାନ କରିନଥିବାରୁ ଲୋକେ ସୋସିଆଲ ମିଡିଆରେ…

ବିଏସଏନଏଲ ଆଣିଲା ‘ୱାର୍କ ଫ୍ରମ ହୋମ’ ଫ୍ରି ପ୍ଲାନ, ଜାଣନ୍ତୁ

ଭୁବନେଶ୍ୱର: କରୋନାଭାଇରସ୍ ଭୟରେ ବିଭିନ୍ନ କମ୍ପାନୀ ପକ୍ଷରୁ ଘରେ ରହି କାମ କରିବା ଉପରେ ଗୁରୁତ୍ୱାରୋପ କରାଯାଉଥିବା ବେଳେ ଏବେ ବିଏସଏନଏଲ ଆଣିଛି ‘ୱାର୍କ ଫ୍ରମ ହୋମ’ ବ୍ରୋଡବ୍ୟାଣ୍ଡ ପ୍ଲାନ ବ୍ୟବସ୍ଥା । ପ୍ରାପ୍ତ ସୂଚନାନୁଯାୟୀ ଏହି ପ୍ଲାନ୍ ବର୍ତ୍ତମାନ ଲ୍ୟାଣ୍ଡଲାଇନ ଉପଭୋକ୍ତାଙ୍କ ଲାଗି…

କରୋନା ଲକଡାଉନକୁ କଂଗ୍ରେସର ସମର୍ଥନ; ମୋଦୀଙ୍କୁ ଚିଠି ଲେଖି ଜଣାଇଲେ ସୋନିଆ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମୁକାବିଲା ଲାଗି ଦେଶବ୍ୟାପୀ ଜାରି ରହିଥିବା ଲକଡାଉନକୁ କଂଗ୍ରେସର ସମ୍ପୂର୍ଣ୍ଣ ସମର୍ଥନ ରହିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ଚିଠି ଲେଖି ଜଣାଇଛନ୍ତି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ସୋନିଆ ଉକ୍ତ ଚିଠିରେ ଲେଖିଛନ୍ତି,…

୩ ମାସ ଯାଏଁ ମାଗଣାରେ ମିଳିବ ଗ୍ୟାସ୍ ସିଲିଣ୍ଡର: କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କରୋନାକୁ ନେଇ ଏବେ ସାରା ଦେଶ ଲଢ଼େଇ କରୁଥିବା ବେଳେ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଛନ୍ତି । ଏଥିପାଇଁ ୧.୭୦ ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ପ୍ୟାକେଜରେ ଗରିବ ବିପିଏଲ ପରିବାରଙ୍କୁ ମାଗଣାରେ ଗ୍ୟାସ୍ ଯୋଗଇ ଦେବାକୁ କେନ୍ଦ୍ର…