Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କ୍ୟାବିନେଟ ବୈଠକରେ ବି ସାମଜିକ ଦୂରତାର ବାର୍ତ୍ତା

ନୂଆଦିଲ୍ଲୀ: ମାହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ସାମଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଭାବ ବୁଧବାର ମୋଦୀଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ମଧ୍ୟ ଦେଖିବାକୁ…

ମଣିଷ ଏକାଠି ରହିଲା, ଏହି ମଉକା ଖୋଜୁଥିଲା ମହାମାରୀ…

ଆଦିମ ମଣିଷ ଯେତେବେଳେ ପଶୁ ଶିକାର ଏବଂ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ବଞ୍ଚୁଥିଲା ସେତେବେଳେ ମଧ୍ୟ ସଂକ୍ରାମକ ରୋଗ ଥିଲା । ହେଲେ ଏହା ମହାମାରୀ ରୂପ ନେଉନଥିଲା । ଆଜିକୁ ୧୦ହଜାର ବର୍ଷ ତଳେ ଯେତେବେଳେ ମଣିଷ କୃଷି ଆରମ୍ଭ କଲା, ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ରହିଲେ , ସେତେବେଳେ ସଂକ୍ରାମକ…

ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢୁଛି ଘାତକ କରୋନା; ଆକ୍ରାନ୍ତ ସଂଖ୍ୟା ୧୧୬ ଛୁଇଁଲା

ମୁମ୍ବାଇ: ସାରା ଦେଶରେ କରୋନାଭାଇରସକୁ ନେଇ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ବୁଧବାର ଦିନ କରୋନାଭାଇରସର ୯ଟି ନୂଆ ମାମଲା ଆସିଛି । ଏହା ସହିତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ରେ ପହଞ୍ଚିଛି ।…

କାବୁଲ୍ ଗୁରୁଦ୍ୱାରରେ ଆତ୍ମଘାତୀ ହମଲା: ୨୭ମୃତ, ୮ଆହତ

କାବୁଲ: ଆତଙ୍କବାଦକୁ ରୋକିପାରିନି କରୋନାଭାଇରସ୍ । ଆଫଗାନିସ୍ତାନ ରାଜଧାନୀ କାବୁଲର ଗୁରୁଦ୍ୱାରା ସାହିବରେ ଆତ୍ମଘାତୀ ହମ୍‌ଲା । ୨୭ ନିହତ, ୮ ଆହତ । #UPDATE 27 civilians killed and 8 wounded in a terror attack on a Gurudwara in Kabul, Afghanistan. All 4…

କନିକାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ; ଜାଣନ୍ତୁ କ’ଣ କହିଲେ ଡାକ୍ତର

ଲକ୍ଷ୍ନୌ: ବଲିଉଡ କଣ୍ଠଶିଳ୍ପୀ କନିକା କପୁର ଲଣ୍ଡନରୁ ଫେରିବା ପରେ ତାଙ୍କ କରୋନାଭାଇରସ ଟେଷ୍ଟ ପଜିଟିଭ ଆସିଥିଲା । ଏବେ ତାଙ୍କ ତୃତୀୟ କରୋନା ରିପୋର୍ଟ ମଧ୍ୟ ପଜିଟିଭ ଆସିଛି । ଏହି ଟେଷ୍ଟର ରିପୋର୍ଟ ମଙ୍ଗଳବାର ରାତିରେ ଆସିଛି । ରବିବାର ଦିନ କରାଯାଇଥିବା ଟେଷ୍ଟର ରିପୋର୍ଟ ମଧ୍ୟ ପଜିଟିଭ…

ବିନା ପରୀକ୍ଷାରେ ପାସ୍ କରିବେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ : କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ

ନୂଆଦିଲ୍ଲୀ: ପ୍ରଥମ ଶ୍ରେଣୀରୁ ଅଷ୍ଟମ । ସମସ୍ତ ଛାତ୍ରଛାତ୍ରୀଙ୍କୁ ବିନା ପରୀକ୍ଷାରେ ପାସ୍ କରାଇବ କେନ୍ଦ୍ରୀୟ ବିଦ୍ୟାଳୟ । ସାରା ଦେଶରେ ଲକ୍‌-ଡାଉନ୍ ପ୍ରୋଟୋକୋଲ୍ ଲାଗୁ ହେବା ପରେ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ କିଛି ଏପରି ପଦକ୍ଷେପ ନେଇଛି । କୌଣସି କାରଣ ଥାଉ ବା ନଥାଉ । ୨୦୧୯-୨୦ରେ…

ଘରୁ ବାହାରିଲେ ଗୁଳି: କେସିଆର୍‌

ତେଲେଙ୍ଗାନା: ଘରୁ ବାହାରିଲେ ଗୁଳି । କଟକଣା ନମାନିଲେ ସୁଟ୍ ଆଟ୍ ସାଇଟ୍ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ତେଲେଙ୍ଗାନା ସରକାର । ଲକ ଡାଉନ ନିୟମ ଉଲ୍ଲଂଘନ କଲେ ଆଉ ତ୍ରାହି ନାହିଁ । ଯେଉଁ ବ୍ୟକ୍ତି ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ଦେଖିଲା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…

କୋଭିଡ-୧୯: ସ୍ୱତନ୍ତ୍ର ବିମାନ ଯୋଗେ ଇରାନରୁ ଫେରିଲେ ୨୭୭ ଭାରତୀୟ

ନୂଆଦିଲ୍ଲୀ: ଇରାନରେ ଫସିରହିଥିବା ୨୭୭ଜଣ ଭାରତୀୟ ଏକ ବିଶେଷ ବିମାନ ଯୋଗେ ଯୋଧପୁରରେ ପହଞ୍ଚିଛନ୍ତି । ଏହି ଯାତ୍ରୀଙ୍କୁ ସୈନ୍ୟ ଶିବିରରେ କ୍ୱାରେଣ୍ଟାଇନରେ ରଖାଯିବ । ଡାକ୍ତରଙ୍କ ବିଶେଷ ଟିମ୍ ବିମାନ ବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ କରିଛନ୍ତି । ଇରାନ କରୋନା ପ୍ରଭାବିକ ଦେଶ ଗୁଡିକ…

ଋଷରେ ୭.୫ ତୀବ୍ରତାର ଭୂମିକମ୍ପ ଝଟକା; ସୁନାମୀ ୱାର୍ଣ୍ଣିଂ ଟଳିଲା

ମସ୍କୋ: ୟୁଏସ ଜିଓଲୋଜିକାଲ ସର୍ଭେ ମୁତାବକ, ବୁଧବାର ଦିନ ଋଷର ପୂର୍ବୋତ୍ତର କୁରିଲ ଦ୍ୱୀପରେ ୭.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପରେ କୌଣସି ଜନଜୀବନ କ୍ଷତି ହୋଇଥିବା ସୂଚନା ମିଳି ନାହିଁ । #Tsunami Watch Cancelled for Hawaii! Data shows no…

କୋଭିଡ-୧୯ ଲକଡାଉନ: ଅସ୍ଥାୟୀ ଭାବେ ସେବା ବନ୍ଦ କଲା ଫ୍ଲିପକାର୍ଟ

ନୂଆଦିଲ୍ଲୀ: କରୋନାଭାଇରସକୁ ନେଇ ସାରା ଦେଶରେ ସମ୍ପୁର୍ଣ୍ଣ ଲକଡାଉନ ଘୋଷଣା ହୋଇଛି । ସେଥିପାଇଁ ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ନିଜର ସେବାକୁ ଅସ୍ଥାୟୀ ରୂପେ ବନ୍ଦ କରିଛି । ଫ୍ଲିପକାର୍ଟ ୱେବସାଇଟକୁ ଖୋଲିବା ମାତ୍ରେ ଏକ ବ୍ୟାନର ରହିଛି, ଯେଉଁଠି ଏହି ମେସେଜ ଦିଆଯାଇଛି । ବ୍ୟାନରରେ…