Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହଂକଂରେ କରୋନା ଭାଇରସର ସେକେଣ୍ଡ ଇନିଂସ୍ !

ହଂକଂ: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ (କୋଭିଡ୍‌-୧୯) । ମଣିଷକୁ ବାଦ୍ ଦେଲେ ଏହି ମାରାତ୍ମକ ଭାଇରସ୍ କୌଣସି ଜୀବଜନ୍ତୁଙ୍କ ନିକଟରେ ଏଯାବତ ପରିଲକ୍ଷିତ ହୋଇନାହିଁ । ମଣିଷ ପରେ ଏବେ କୁକୁର ଭଳି ପଶୁର ନାଁ କରୋନା ଭାଇରସ୍ ସହ ଯୋଡି ହୋଇଛି । ନ୍ୟୁୟର୍କର ଦୈନକ ପତ୍ରିକା…

ବଲିଉଡ କଣ୍ଠଶିଳ୍ପୀ କନିକା କପୁରଙ୍କ କରୋନା ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ବଲିଉଡ କଣ୍ଠଶିଳ୍ପୀ କନିକା କପୁର କରୋନାଭାଇରସ ଦ୍ୱାରା ଆକ୍ରାନ୍ତ ଥିବା ଜଣାପଡିଛି । ଏହାପରେ ସାରା ବଲିଉଡ ଜଗତରେ ଆତଙ୍କ ସୃଷ୍ଟି ହୋଇଛି । କନିକା ମାର୍ଚ୍ଚ ୧୫ ତାରିଖରେ ଲଣ୍ଡନରୁ ଫେରିଥିଲେ । ଫେରିବା ପରେ ରବିବାର ଦିନ ସେ ଏକ ପାର୍ଟିର ଆୟୋଜନ କରିଥିଲେ । ସେଥିରେ ଅନେକ ବଡ ବଡ…

ନିର୍ଭୟା ଦୋଷୀଙ୍କ ଫାଶୀ ବ୍ୟତୀତ ତିହାର ଜେଲରେ ଦିଆଯାଇଥିବା ଅନ୍ୟ ଫାଶୀ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାଡ ଜେଲରେ ୪ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ଫାଶୀ ପରେ ନିର୍ଭୟାଙ୍କ ମାତା ପିତା ୨୦ ମାର୍ଚ୍ଚକୁ ନିର୍ଭୟା ଦିବସ ରୂପେ ପାଳନ କରିବାକୁ କହିଛନ୍ତି । ଏହା ପୂର୍ବରୁ…

ତିହାର ଜେଲ୍‌ ଇତିହାସରେ ପ୍ରଥମ ଥର ୪ ଦୋଷୀଙ୍କୁ ଏକକାଳୀନ ଫାଶୀ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ବଞ୍ଚାଇବା ପାଇଁ ସେମାନଙ୍କ ଓକିଲ ଏପି ସିଂହଙ୍କ ପକ୍ଷରୁ ସମସ୍ତ ଉପାୟ କରାଯାଇଥିଲା । ତଥାପି ମଧ୍ୟ ସାଢେ଼ ୭ବର୍ଷ ପରେ ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି । ମାର୍ଚ୍ଚ ୨୦ ତାରିଖ ସକାଳ ୫ଟା ୩୦ ମିନିଟରେ ତିହାର ଜେଲରେ ୪ଜଣ…

ଇସ୍ତଫା ଦେଲେ କମଳନାଥ; ଜ୍ୟୋତିରାଦିତ୍ୟ କହିଲେ ‘ସତ୍ୟମେବ ଜୟତେ’

ଭୋପାଳ: ମଧ୍ୟପ୍ରଦେଶରେ ଚାଲିଥିବା ମହାସଙ୍କଟର ମହାସମାପ୍ତି ଘଟିବାକୁ ଯାଉଛି । ଆଜି ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ପଠାଇଦେଇଛନ୍ତି ।…

କୋଭିଡ-୧୯ ପାଇଁ କେରଳ ସରକାର ଘୋଷଣା କଲେ ୨୦ ହଜାର କୋଟି ଟଙ୍କାର ପ୍ୟାକେଜ

କେରଳ: ସାରା ବିଶ୍ୱରେ ଏବେ କରୋନା ଭୂତାଣୁ ସଂକ୍ରମଣ ଚିନ୍ତାର ବିଷୟ ହୋଇଛି । ଏହି ମହାମାରୀର ମୁକାବିଲା ପାଇଁ ବିଭିନ୍ନ ଦେଶ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦ କ୍ଷେପ ନିଆଯାଉଛି । ଏହି କ୍ରମରେ କେରଳ ସରକାର ଜନସାଧାରଣଙ୍କ ପାଇଁ ୨୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା…

ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା; ଆମେରିକାରେ ଗୋଟିଏ ଦିନରେ ୧୫୦ ମୃତ

ୱାଶିଂଟନ: ଆମେରିକାର ରୋଗ ନିୟନ୍ତ୍ରଣ ଓ ନିରାକରଣ କେନ୍ଦ୍ର(ସିଡିସି) ଅନୁସାରେ ଗୁରୁବାର ଦିନ ଆମେରିକାରେ ୧୦,୪୯୧ଜଣ କରୋନାଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଆମେରିକାରେ ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୦୪ ବଢ଼ିଛି ଏବଂ ମୃତ୍ୟୁ ସଂଖ୍ୟା ୫୩ରୁ ୧୫୦କୁ ବୃଦ୍ଧି ପାଇଛି ।…

କରୋନା ପାଇଁ ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହର ଲକଡାଉନ୍

ମୁମ୍ବାଇ: ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଭାରତରେ କରୋନା ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୨୦୦ରେ ପହଞ୍ଚିଛି । ଯେଉଁଥିରେ ମହାରାଷ୍ଟ୍ରରେ ସର୍ବାଧିକ କରୋନା ରୋଗୀ ଅଛନ୍ତି । ରୋଗୀଙ୍କ ସଂଖ୍ୟା ବଢୁଥିବା ଦେଖି ମହାରାଷ୍ଟ୍ର ସରକାର ୪ଟି ସହରକୁ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଲା, ଜାଣନ୍ତୁ କେଉଁ ରାଜ୍ୟରେ କେତେ?

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ୨୦୬ ରେ ପହଞ୍ଚିଥିବା ନେଇ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ ଶୁକ୍ରବାର ଦିନ ପ୍ରକାଶ କରାଯାଇଛି । ଏହି ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୫୨ ଟି…

କରୋନାଭାଇରସ ମହାମାରୀ; ମୃତ୍ୟୁ ସଂଖ୍ୟାରେ ଚୀନକୁ ଟପିଲା ଇଟାଲୀ

ଇଟାଲୀ: କରୋନାଭାଇରସ ସଂକ୍ରମଣରେ ଚୀନରେ ୩,୨୪୮ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଇଟାଲୀ ଏହି ମୃତ୍ୟୁସଂଖ୍ୟାକୁ ଅତିକ୍ରମ କରିଛି । ଏବେ ଇଟାଲୀରେ ମୃତ୍ୟୁ ସଂଖ୍ୟା ମୋଟ୍ ୩,୪୦୫ରେ ପହଞ୍ଚିଥିବା ବେଳେ ବିଶ୍ୱବ୍ୟାପୀ ଏହି ସଂଖ୍ୟା ପ୍ରାୟ ୧୦,୦୦୦ ଛୁଇଁଛି । ଗଣମାଧ୍ୟମରେ…