Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କରୋନା ଭାଇରସ: ଶସ୍ତା ହେଲା ବିଦେଶକୁ ବିମାନ ଯାତ୍ରା, ଜାଣନ୍ତୁ ଟିକେଟ ମୂଲ୍ୟ

ନୂଆଦିଲ୍ଲୀ: କରୋନା ଭାଇରସର ଖରାପ ପ୍ରଭାବ ଅନ୍ତର୍ଜାତୀୟ ଏୟାରଲାଇନ୍ସ ଉପରେ ପଡିଛି । କରୋନା ଭାଇରସ ପାଇଁ ଲୋକମାନଙ୍କ ବିମାନ ଯାତ୍ରା କମିଯାଇଛି । ସେଥିପାଇଁ ଅନ୍ତର୍ଜାତୀୟ ଏୟାରଲାଇନ୍ସ ନିଜର ରୋଜଗାର ପନ୍ଥା ବାହାର କରିଛନ୍ତି । ନୂଆଦିଲ୍ଲୀରୁ ନ୍ୟୁୟର୍କକୁ ଯିବା ଆସିବା କରିବା ପାଇଁ ବିମାନ…

ପଂଜାବକୁ ବ୍ୟାପିଲା କରୋନା, ଅମୃତସରରେ ୨ ପଜିଟିଭ

ଅମୃତସର: ଦିଲ୍ଲୀ ପରେ ପଂଜାବକୁ ବ୍ୟାପିଲା ମାରାତ୍ମକ ଭୂତାଣୁ କରୋନା । ଶନିବାର ପଂଜାବର ମୃତସରରେ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ରକ୍ତ ଏବଂ ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏହାପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଉଭୟଙ୍କୁ ଆଇସୋଲେଶନରେ ରଖି ଚିକିତ୍ସା କରାଯାଉଛି ।…

ରାଜଦ୍ରୋହ ଅଭିଯୋଗରେ ୩ ଯୁବରାଜ ଅଟକ

ରିୟାଦ୍‌: ସାଉଦି ଆରବ ରାଜା ମେହମ୍ମଦ ବିନ ସଲମାନ (ଏମବିଏସ)ଙ୍କ ନିର୍ଦ୍ଦେଶକ୍ର ରାଜଦ୍ରୋହ ଅଭିଯୋଗରେ ସାଉଦି କର୍ତ୍ତୃପକ୍ଷମାନେ ଦୁଇ ଜଣ ବରିଷ୍ଠ ଯୁବରାଜ ସମେତ ରାଜପରିବାରର ତିନିଜଣ ସଦସ୍ୟଙ୍କୁ ଅଟକ ରଖିଛନ୍ତି। ଆମେରିକା ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ରାଜ ପରିବାରର…

କରୋନାକୁ ନେଇ ହେଉଥିବା ଗୁଜବରୁ ଦୂରେଇ ରୁହନ୍ତୁ: ମୋଦୀ

ନୂଆଦିଲ୍ଲୀ: ଦିନକୁ ଦିନ ମାରାତ୍ମକ ହେଉଛି କରୋନା ଭୂତାଣୁ । ସାରା ବିଶ୍ୱରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭୂତାଣୁକୁ ନେଇ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ଭୂତାଣୁ ଯେମିତି ବ୍ୟାପୁଛି ଠିକ୍‌, ସେମିତି ଏହାକୁ ନେଇ…

ଶସ୍ତା ଓ ସୁବିଧାରେ ଲୋକଙ୍କୁ ମିଳୁଛି ଔଷଧ: ମୋଦୀ

ନୂଆଦିଲ୍ଲୀ: ଲୋକଙ୍କୁ ଶସ୍ତା ଓ ସୁବିଧାରେ ଔଷଧ ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଥିବା ଜନଔଷଧୀ ଯୋଜନା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସାରାଦେଶରେ ୬ ଜହାର ଜନଔଷଧୀ କେନ୍ଦ୍ର ଖୋଲାଯାଇଛି । ଏହି ସବୁ କେନ୍ଦ୍ରରେ ୫୦ରୁ ୭୦ ପ୍ରତିଶତ ଯାଏଁ ଶସ୍ତାରେ ଔଷଧ ମିଳୁଥିବା ନେଇ…

ୟେସ ବ୍ୟାଙ୍କ: ସଙ୍କଟ ଦୂର କରିପାରେ ଏସବିଆଇ

ନୂଆଦିଲ୍ଲୀ: ଗୁରୁବାର ଦିନ ୟେସ ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଲଗାଇବା ପରେ ୟେସ ବ୍ୟାଙ୍କର ଟଙ୍କା ଜମାକାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ୟେସ ବ୍ୟାଙ୍କରେ ନିଜ ଟଙ୍କାକୁ ନେଇ ଜମାକାରୀ ଆଶା ଆଶଙ୍କାରେ ରହିଛନ୍ତି । ଗ୍ରାହକଙ୍କ ଟଙ୍କା ସୁରକ୍ଷିତ…

ବିହାରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୧ ମୃତ, ୪ ଗୁରୁତର

ବିହାର: ବିହାରର ମୁଜାଫରପୁରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ଜଣ ଗୁରୁତର ଆହତ ହୋଇଛନ୍ତି । ମୁଜାଫରପୁରର କାଣ୍ଟି ପ୍ରଖଣ୍ଡରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କର୍ପିଓ ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ମୃତ୍ୟୁ ସଂଖ୍ୟା…

କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି ହୋଇଛି । ସରକାରଙ୍କୁ କରୋନା ମୁକାବିଲା ନେଇ ଚିନ୍ତା ଘାରିଛି । କରୋନା ଭାଇରସର ମୁକାବିଲା କରିବା ପାଇଁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିବେ । ପ୍ରଧାନମନ୍ତ୍ରୀ…

ଜାଣନ୍ତୁ, ଶିଖ୍ ପଗଡ଼ି ପିନ୍ଧି କାହିଁକି ବାହାହେଲେ ଏହି ମୁସଲିମ୍ ବର !

ଚଣ୍ଡିଗଡ଼: ପଞ୍ଜାବର ଅବଦୁଲ୍ ହାକିମ ନାମକ ଜଣେ ଯୁବକଙ୍କ ଏକ କାର୍ଯ୍ୟକୁ ସବୁ ମହଲରୁ ଏବେ ପ୍ରଶଂସାର ସୂଅ ଛୁଟିବାରେ ଲାଗିଛି । ପଞ୍ଜାବ ରାଜ୍ୟ ଗିଦେରବାହା ନିବାସୀ ଏହି ମୁସଲିମ ଯୁବକ ଜଣକ ନିଜ ବାହାଘରରେ ଶିଖ୍ ପଗଡ଼ି ପିନ୍ଧି ଚର୍ଚ୍ଚାର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଥିଲେ, ମାତ୍ର କାହିଁକି…

୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ପାଳିବେନି

ନୂଆଦିଲ୍ଲୀ: କରୋନା ଭାଇରସ ପ୍ରଭାବକୁ ଆଖି ଆଗରେ ରଖି ଭାରତୀୟ ସେନାର ୧୧ ଲକ୍ଷ ସିଆରପିଏଫ ଯବାନ ହୋଲି ମିଳନ ସମାରୋହରେ ଅଂଶଗ୍ରହଣ କରିବେ ନାହିଁ । ଏକତ୍ର ହୋଇ ହୋଲି ନ ପାଳିବା ପାଇଁ ନିଦେ୍ର୍ଧଶନାମା ଜାରି କରାଯାଇଛି । ଗତ ଥର ମଧ୍ୟ ପୁଲୱାମା ଆତଙ୍କବାଦୀ ଘଟଣାରେ ୪୦ ଯବାନ ଶହୀଦ ହୋଇଥିବାରୁ…