Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହିନ୍ଦୁ-ମୁସଲମାନଙ୍କୁ ଏକ ହେବାକୁ ପଡିବ: ବିବେକ ଅଗ୍ନିହୋତ୍ରୀ

ମୁମ୍ବାଇ: ବଲିଉଡର ଫିଲ୍ମମେକର ବିବେକ ଅଗ୍ନିହୋତ୍ରର ଦିଲ୍ଲୀ ହିଂସା ଏକ ଦଙ୍ଗା ନ ଥିଲା । ଯୋଜନା ମୁତାବକ ଭାରତ ଓ ହିନ୍ଦୁଙ୍କ ବିରୋଧରେ ଏହା ଯୁଦ୍ଧ ଥିଲା ବୋଲି ଟୁଇଟ କରିଛନ୍ତି । ମୁଁ ପୂର୍ବରୁ ଏ ନେଇ ଚେତାଇ ଥିଲି । ୨୦୨୦ରେ କଶ୍ମୀର-୨ର ପୁନରାବୃତି ହୋଇଛି କହିଲେ ଭୁଲ ହେବ ନାହିଁ । ଏହି…

କହ୍ନେୟାଙ୍କ ଉପରେ ଦେଶଦ୍ରୋହ କେସ୍ ଚଲାଇବାକୁ କେଜ୍ରିୱାଲ ଦେଲେ ଅନୁମତି

ନୂଆଦିଲ୍ଲୀ: ଦିଲ୍ଲୀର ଜବାହାର ଲାଲନେହରୁ ୟୁନିଭର୍ସିଟି(ଜେଏନୟୁ)ର ପୂର୍ବତନ ଛାତ୍ରସଂଘ ଅଧ୍ୟକ୍ଷ କହ୍ନେୟା କୁମାରଙ୍କ ସମେତ ୧୦ଜଣଙ୍କ ଉପରେ ଦେଶଦ୍ରୋହ କେସ୍ ଚଲାଇବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନୁମତି ଦେଇଛନ୍ତି । ସ୍ପେଶାଲ ସେଲକୁ ଏହି ମାମଲାରେ ମଞ୍ଜୁରୀ ଦେବାର ଫାଇଲ…

ଲାଲୁଙ୍କ ଦୁଇ ପୁଅ ପୁଣି ଏକାଠି ହେଲେ, ଦୋଷା ଖାଇଲେ

ପାଟନା: ଲାଲୁ ଯାଦବ ପରିବାରରେ ସର୍ବଦା ଭିନ୍ନ ଭିନ୍ନ ନାଟକ ଦେଖିବାକୁ ମିଳିଥାଏ । ଗତ ବିହାର ନିର୍ବାଚନ ପରଠାରୁ ତେଜସ୍ୱୀ ଓ ତେଜପ୍ରତାପ ଯାଦବ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିଲା । ଏବେ ଉଭୟ ରାଗରୁଷା ଭୁଲି ପୁନଃ ଏକତ୍ର ହୋଇଛନ୍ତି । ଦୀର୍ଘ ଦିନ ପରେ  ତାଙ୍କ ପାଖରେ ଦେଖିବାକୁ ମିଳିଛି…

ସମୁଦ୍ର ନାବିକ ତିଆରି କଲେ ୭୦ ହଜାର ଦିଆସିଲି କାଠିରେ ୪୦୦ ବର୍ଷ ତଳର ଜାହଜ

ସାଉଥାମ୍ପଟନ: ବ୍ରିଟେନର ପୂର୍ବତନ ସମୁଦ୍ର ନାବିକ ଡେଭିଡ ରେନାଲ୍ଡ ୭୦ ହଜାର ଦିଆସିଲି କାଠିରେ ୪୦୦ ବର୍ଷ ତଳର ଏକ ଜାହାଜର ପ୍ରତିକୂର୍ତି କରିଛନ୍ତି । ଏହି ୭.୨ କିଲୋଗ୍ରାମର ଜାହଜର ଅବିକଳ ନକଲ ପ୍ରସ୍ତୁତ କରିବାକୁ ତାଙ୍କୁ ୯୦୦ ଘଂଟା ସମୟ ଲାଗିଥିଲା । ଦିଆସିଲି କାଠି, ଅଠା ଓ ଦଉଡିରେ ସେ…

କରୋନା ଯୋଗୁ ମୁକେଶ ହରାଇଲେଣି ୫୦୦ କୋଟି ଡଲାର

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରଭାବ ଏବେ ଭାରତୀୟ ଶେୟାର ବଜାର ଉପରେ ପଡ଼ିଥିବା ଦେଖିବାକୁ ମିଳିଛି।   ୬ ଦିନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶକ ହରାଇଥିବା ଦେଖିବାକୁ ମିଳିଛି। ଯେଉଁଥିରେ ଅନେକ ବଡ଼ ବଡ଼ କମ୍ପାନୀ ମଧ୍ୟ ରହିଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ୱାନୀ…

ହିଂସା ପୀଡିତଙ୍କ ପାଇଁ କେଜ୍ରିୱାଲଙ୍କ ବଡ ଘୋଷଣା; କ୍ଷତିପୂରଣ ବାବଦକୁ ଦିଆଯିବ ୨୫ ହଜାର ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ପୀଡିତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଦିନ କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛନ୍ତି । ସେ ପ୍ରେସମିଟରେ କହିଛନ୍ତି, “ଯେଉଁ ବ୍ୟକ୍ତିଙ୍କ ଘର ଜଳିଯାଇଛି, ସେମାନଙ୍କୁ ୨୫ହଜାର ଟଙ୍କା ନଗଦ ରାଶି ଦିଆଯିବ । ଯାହାକୁ ବି ସହାୟତା ଦରକାର,…

ଦିଲ୍ଲୀ ହିଂସା: ୧୮ ବର୍ଷରେ ତୃତୀୟ ବଡ ସାମ୍ପ୍ରଦାୟିକ ଦଙ୍ଗା

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ୧୮ ବର୍ଷ ମଧ୍ୟରେ ତୃତୀୟ ବଡ ସାମ୍ପ୍ରଦାୟିକ ଦଙ୍ଗା । ଏହା ପୂର୍ବରୁ ୨୦୧୩ରେ ଗୁଜରାଟର ଭଦୋଦରାରେ ଦରଗା ନେଇ ଦୁଇ ସାମ୍ପ୍ରଦାୟିକ ଗୋଷ୍ଠି ମଧ୍ୟରେ ବିବାଦ ଉପୁଜିଥିଲା । ଏଥିରେ ୬୨ ଲୋକ ପ୍ରାଣ ହରାଇଥିଲେ । ୨୦୧୭ରେ ହରିୟାଣାର ପଚଂକୂଳାରେ ଦୁଇ ଗୋଷ୍ଠୀ (ରାମ ରହିମ…

ଯେତିକି ମନୋରମ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ସେତିକି ପ୍ରଶଂସନୀୟ ଏହାର ହସ୍ତକଳା; ଜାଣନ୍ତୁ ଏହି ଗ୍ରାମ ସମ୍ପର୍କରେ

ଭୁବନେଶ୍ୱର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ହିମାଚଳ ପ୍ରଦେଶ । ଏହାକୁ ଦେଖିଲେ ଏମିତି ଲାଗେ ଯେପରି ପ୍ରକୃତି ଏହାର ସବୁତକ ସୌନ୍ଦର୍ଯ୍ୟ ଏଇଠି ଅଜାଡି ଦେଇଛି । ହିମାଚଳର ଧୋଲଧାର ପାହାଡ଼ରେ ଅବସ୍ଥିତ ଏକ ଗ୍ରାମ । ଏହାର ନାମ ହେଉଛି ଆଣ୍ଡ୍ରେଟ୍ଟା । ଯାହା ନିଜର ସୌନ୍ଦର୍ଯ୍ୟ ଓ ନିଜର କଳା…

ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କଲା ନିର୍ଭୟା ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ: ନିର୍ଭୟା ଦୋଷୀଙ୍କ ଫାଶି ଦଣ୍ଡାଦେଶ ଘୁଂଚି ଘୁଂଚି ଯାଉଛି । ଏବେ ଦୋଷୀ ପବନ ଗୁପ୍ତା ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ଏହି ପିଟିସନରେ ପବନ ଗୁପ୍ତା ଫାଶି ଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି । ସୂଚନାଯୋଗ୍ୟ, ନିର୍ଭୟା…

ଦିଲ୍ଲୀରେ ହିଂସା ପାଇଁ କିଏ କରୁଛି ଅର୍ଥ ଯୋଗାଣ? କେନ୍ଦ୍ର, ରାଜ୍ୟ ସରକାର ଓ ଦିଲ୍ଲୀ ପୋଲିସକୁ ହାଇକୋର୍ଟର ନୋଟିସ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ଅଂଚଳରେ ବ୍ୟାପିଥିବା ହିଂସା ସହିତ ଜଡିତ ପିଟିସନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହୋଇଛି । ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହିନବାଗ ସମେତ ଅନ୍ୟ ୮ଟି ସ୍ଥାନରେ କରାଯାଉଥିବା ପ୍ରଦର୍ଶନ ଉପରେ ଦିଲ୍ଲୀ ପୋଲିସ,…