Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏଣିକି ଏନ୍‌ସିଇଆରଟି ସହିତ ଅନ୍ୟ ପ୍ରକାଶନ ପୁସ୍ତକ ମଧ୍ୟ ସିବିଏସ୍‌ଇ ବିଦ୍ୟାଳୟରେ ପଢାଯାଇ ପାରିବ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ଦ୍ୱାରା ପରିଚାଳିତ ସ୍କୁଲ୍ ଗୁଡ଼ିକରେ ପୂର୍ବଭଳି ଅନ୍ୟ ପ୍ରକାଶିତ ପୁସ୍ତକଗୁଡ଼ିକ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇ ପାରିବ । ଓଡ଼ିଶା ପ୍ରାଇଭେଟ ସ୍କୁଲ୍ ଆସୋସିଏସନର ଆବେଦନ ପତ୍ରର ବିଚାର କରି ଓଡ଼ିଶା ଉଚ୍ଚତମ ନ୍ୟାୟାଳୟ ଆଜି ତାଙ୍କ…

ହିଂସା ଉସକାଉଥିବା ଅଭିଯୋଗରେ କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉଂସିଲର ଗିରଫ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉଂସିଲ ଇଶରତ ଜହାଁକୁ ପୋଲିସ ଗିରଫ କରିଛି । ହିଂସାକୁ ଉସ୍‌କାଉଥିବା ଅଭିଯୋଗରେ ଶନିବାର ପୋଲିସ ତାଙ୍କୁ ଗିରଫ କରିଛି । ଗତ ସୋମବାର ଓ ମଙ୍ଗଲବାର ଜଗତପୁରୀ ଅଂଚଳରେ ହୋଇଥିବା ସାମ୍ପ୍ରଦାୟିକ ହିଂସାରେ ଇଶରତ ସାମିଲ ଥିବା ଅଭିଯୋଗ ହୋଇଛି ।…

କହ୍ନେୟା କୁମାରଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାରଙ୍କ ପାଇଁ ବଢ଼ିଲା ଅଡୁଆ । ଦେଶ ବିରୋଧୀ ସ୍ଲୋଗାନ ମାମଲାରେ ତାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା । କହ୍ନେୟାଙ୍କ ସମେତ ଅନ୍ୟ ୭ଜଣଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ମୋକଦ୍ଦମା ଚାଲିବ । ଏନେଇ…

ପାକିସ୍ତାନକୁ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମର ଚେତାବନୀ

ଇସଲାମାବାଦ: ପାକିସ୍ତାନକୁ ଧମକ ଦେଲେ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ । ସୋସିଆଲ ମିଡିଆର ଲୋକପ୍ରିୟ ପ୍ଲାଟଫର୍ମ ଫେସବୁକ୍‌, ଟ୍ୱିଟର, ଗୁଗୁଲ ଭଳି ଅନେକ କମ୍ପାନୀ ପାକିସ୍ତାନ ବିରୋଧରେ ଏବେ ସ୍ୱର ଉଠାଇଛନ୍ତି । ପାକିସ୍ତାନରେ ସେବା ବନ୍ଦ କରିବାକୁ ସେମାନେ ଧମକ ଦେଇଛନ୍ତି । ପାକିସ୍ତାନର…

ଜାଣନ୍ତୁ, ଭାରତର ୪ର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ସମ୍ପର୍କରେ…

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ଭାରିର ଚତୁର୍ଥ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କର ଆଜି ହେଉଛି ୧୨୪ ତମ ଜନ୍ମଦିନ । ୧୮୯୬ ମସିହା ଫେବୃଆରୀ ଆଜିର ଦିନରେ ଗୁଜୁରାଟର ଭଦେଲୀରେ ସେ ଜନ୍ମ ଗ୍ରହଣ କରିଥିଲେ । ଏହି ଅବସରରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା...…

କରୋନା ଭାଇରସ: ୨୪ ଘଣ୍ଟାରେ ଚୀନରେ ୪୭ ମୃତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୨୮୩୫ରୁ ଅଧିକ ଟପିଲାଣି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ…

‘ସର୍ଭେ ଅଫ ଇଣ୍ଡିଆ’ ଦ୍ୱାରା ପ୍ରକାଶିତ ହେଲା ନୂଆ ସଂସ୍କୃତ ମାନଚିତ୍ର

ନୂଆଦିଲ୍ଲୀ: ଜାତୀୟ ବିଜ୍ଞାନ ଦିବସ ପାଳନ ଅବସରରେ ୧୮ ବର୍ଷ ମଧ୍ୟରେ ପ୍ରଥମ ହୋଇଥିବା ସର୍ଭେ ଅଫ୍ ଇଣ୍ଡିଆ ସଂସ୍କୃତ ଭାଷାରେ ଭାରତର ଏକ ଅପଡେଟ୍ ରାଜନ କ୍ଟ୍ରକ୍ଟକ୍ଷସଗ୍ଧସମବକ୍ଷ ତିକ ମାନଚିତ୍ର ପ୍ରକାଶ କରିଛି। ଶେଷ ଥର ପାଇଁ ଏଭଳି ମାନଚିତ୍ର ୨୦୦୨ ରେ ପ୍ରକାଶିତ ହୋଇଥିଲା ଯେତେବେଳେ ଅଟଳ…

ଓଡ଼ିଶା ସମେତ ୧୭ଟି ରାଜ୍ୟରେ ଅଧିକ ଗ୍ରୀଷ୍ମ ପ୍ରବାହ; ଆଇଏମଡ଼ିର ସତର୍କ ସୂଚନା

ଭୁବନେଶ୍ୱର: ଚଳିତ ବର୍ଷ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସରେ ଦେଶର ୧୬ଟି ଗ୍ରୀଷ୍ମ ପ୍ରବାହ ଜୋନ ମଧ୍ୟରୁ ଓଡ଼ିଶା ସମେତ ୧୬ଟି ରାଜ୍ୟରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଅଧିକ ଗ୍ରୀଷ୍ମ ପ୍ରବାହ ହେବାନେଇ ସତର୍କ ସୂଚନା ପ୍ରଦାନ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)…

କେମିକାଲ ଫ୍ୟାକ୍ଟ୍ରିରେ ବଏଲର ଫାଟି ୪ ମୃତ; ୩୦ରୁ ଅଧିକ ଆହତ

ବହାଦୁରଗଡ: ଦିଲ୍ଲୀ ସ୍ଥିତ ବହାଦୁରଗଡର ଏକ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ଦିନ ବଏଲର ଫାଟି ଯାଇଛି । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ସହରର ଟ୍ରାମା ସେଣ୍ଟର ଓ ଘରୋଇ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି । ବଏଲର ଫାଟିଯିବା…

ପୁଲୱାମା ଆକ୍ରମଣ: ମାଷ୍ଟରମାଇଣ୍ଡର ମୋବାଇଲରୁ ମିଳିଲା ବୋମା ତିଆରି କରିବାର ଭିଡିଓ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ସିଆରପିଏଫଙ୍କ ଶିବିରରେ ଆତଙ୍କବାଦୀ ଆକ୍ରମଣ ମାମଲାରେ ଖୁଲାସା ହୋଇଛି । ଆକ୍ରମଣରେ ମାଷ୍ଟରମାଇଣ୍ଡ କାମରାନ ଓରଫ ଗାଜି ରଶିଦର ମୋବାଇଲରୁ କିଛି ତଥ୍ୟ ହାସଲ ହୋଇଛି । ଆକ୍ରମଣର ୪ଦିନ ପରେ କାମରାନକୁ ଗୁଳି କରି ହତ୍ୟା କରାଯାଇଥିଲା । କାମରାନର…