Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ନମସ୍ତେ ଟ୍ରମ୍ପ’ରେ କମ୍ପିଲା ମୋଟେରା ଷ୍ଟାଡିୟମ

ଗୁଜରାଟ: ଲକ୍ଷଧିକ ଲୋକଙ୍କ ମଧ୍ୟରେ ‘ନମସ୍ତେ ଟ୍ରମ୍ପ’ରେ କମ୍ପି ଉଠିଲା ମୋଟେରା ଷ୍ଟାଡିୟମ୍‌ । ରୋଡ୍ ଶୋ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ଅହମ୍ମଦାବାଦ ସ୍ଥିତ ମୋଟେରେ ଷ୍ଟାଡିୟମ୍‌ରେ ପହଂଚିଥିଲେ । ପରେ ମୋଦୀ…

ଦେଶଦ୍ରୋହୀଙ୍କୁ ଗୁଳି କରାଯାଉ: ବିସି ପାଟେଲ

କର୍ଣ୍ଣାଟକ: ପାକିସ୍ତାନ ସମର୍ଥନରେ ନାରାବାଜି କରୁଥିବା ଦେଶଦ୍ରୋହୀଙ୍କୁ ଘଟଣା ସ୍ଥଳରେ ହିଁ ଗୁଳି କରିବାକୁ ଦାବି କଲେ କର୍ଣ୍ଣାଟକର କୃଷିମନ୍ତ୍ରୀ ବିସି ପଟେଲ । ଦେଶ ବିରୋଧରେ ନାରାବାଜୀ କରୁଥିବା ଏବଂ ପାକିସ୍ତାନର ନାରା ଲଗାଉଥିବା ଲୋକଙ୍କୁ ଗୁଳି କରାଯିବା ଆବଶ୍ୟକତା ରହିିଛି । ଭାରତର…

ସାବରମତୀର ଭିଜିଟର ବୁକ୍‌ରେ ‘ଗ୍ରେଟ୍ ଫ୍ରେଣ୍ଡ ମୋଦି’ ଲେଖିଲେ ଟ୍ରମ୍ପ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାବରମତୀ ଆଶ୍ରମରେ ପହଂଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳୀ ଦେଇଛନ୍ତି । ଗାନ୍ଧିଜୀଙ୍କ ଆଶ୍ରମକୁ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି, ଟ୍ରମ୍ପ ଏବଂ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ଟ୍ରମ୍ପ ଦମ୍ପତ୍ତି…

ସାବରମତୀରେ ଚରଖା ଚଲାଇଲେ ଟ୍ରମ୍ପ-ମେଲାନିଆ

ଅହମ୍ମଦାବାଦ: ସାବରମତୀ ଆଶ୍ରମରେ ଚରଖା ଚଳାଇଲେ ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ । କେବଳ ସେତିକି ନୁହେଁ ଏହାର କାର୍ଯ୍ୟଶୈଳୀ ମଧ୍ୟ ପଚାରି ବୁଝିଛନ୍ତି । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ମେଲାନିଆ ଟ୍ରମ୍ପ ଅହମ୍ମଦାବାରେ…

ସିଏଏକୁ ନେଇ ମୋଦୀଙ୍କ ଉପରେ ବର୍ଷିଲେ ଚିଦାମ୍ବରମ

ଚେନ୍ନାଇ: ନାଗରିକ ସଂଶୋଧନ ଆଇନକୁ ନେଇ ଦେଶବ୍ୟାପି ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି । ସିଏଏକୁ ନେଇ ସେ କହିଛନ୍ତି ଏହା ଇସଲାମିକ୍ ଓ କେନ୍ଦ୍ର ସରକାର ଭିତରର ଯୁଦ୍ଧ ନୁହେଁ । ବରଂ ଭାରତର ଜନସାଧାରଣ…

ଟ୍ରମ୍ପଙ୍କୁ ସ୍ୱାଗତ କରିବା ପାଇଁ ପ୍ରୋଟୋକଲ ଭାଙ୍ଗିଲେ ମୋଦୀ !

ଅହମଦାବାଦ୍:ବହୁ ପ୍ରତୀକ୍ଷାର ଅନ୍ତ କରି ଭାରତ ପହଞ୍ଚିଛନ୍ତି ଶକ୍ତିଶାଳୀ ଆମେରିକାର ରାଷ୍ଟ୍ରପତି ଡୋନାଲଡ଼ ଟ୍ରମ୍ପ । ତାଙ୍କ ସହ ଅଛନ୍ତି ପତ୍ନୀ, ଝିଅ ଓ ଜ୍ୱାଇଁ । ଅହମଦାବାଦର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରୋଟୋକଲ ଭାଙ୍ଗି ଟ୍ରମ୍ପଙ୍କୁ ଆଲିଙ୍ଗନ କରି ସ୍ୱାଗତ…

କାଶ୍ମୀରକୁ ନେଇ ଇମରାନଙ୍କ ଛାଡୁନି ମୋହ

ଜମ୍ମୁ-କାଶ୍ମୀର: କାଶ୍ମୀର ପ୍ରସଙ୍ଗକୁ ନେଇ ସମ୍ପୁର୍ଣ୍ଣ ଭାବେ ହାର ମାନିଛି ପାକିସ୍ତାନ । ତଥାପି କାଶ୍ମୀରକୁ ଛାଡ଼ି ପାରୁନି ପାକିସ୍ତାନ । ଅନ୍ତଜାର୍ତିକ ସ୍ତରରେ ଏହି ପ୍ରସଙ୍ଗକୁ ପାକ୍ ପ୍ରଧାନମନ୍ତ୍ରୀ ଇମରାନ ଉଠାଇଥିଲେ ମଧ୍ୟ କୌଣସି ଲାଭ ହୋଇନଥିଲା । କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା…

ଅହମଦାବାଦରେ ପହଞ୍ଚିଲେ ଟ୍ରମ୍ପ

ଅହମଦାବାଦ : ଦୁଇ ଦିନିଆ ଭାରତ ଗସ୍ତରେ ଆସି ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ ଅହମଦାବାଦ୍ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମାନ…

ନିର୍ଭୟା ମାମଲା: ଫାଶୀ ଟାଳିବା ପାଇଁ ଏହି ଯୋଜନା କରିଥିଲା ଦୋଷୀ ବିନୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀରେ ଚଢ଼ାଇବା ପାଇଁ ତୃତୀୟ ଡେଥ୍‌ ୱାରେଣ୍ଟ୍‌ ମାର୍ଚ ୩ରେ କାର୍ଯ୍ୟକାରୀ ହେବା ନେଇ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫାଶୀରୁ ଖସି ଯିବା ପାଇଁ ଆଇନଗତ ବିଭିନ୍ନ ବିକଳ୍ପ ଆପଣାଇ ସାରିଛନ୍ତି ସମସ୍ତ ଦୋଷୀ…

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ଗସ୍ତ ସୂଚୀନୁଯାୟୀ, ଟ୍ରମ୍ପ ଦିନ ୧୧ଟା ୪୦ମି.ରେ ଅହମ୍ମଦାବାଦରେ ଆସି ପହଞ୍ଚିବେ । ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ତଥା ତାଙ୍କ ପତ୍ନୀ…