Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅଯୋଧ୍ୟାର ୫ଏକର ଜମି ଗ୍ରହଣ କଲା ସୁନ୍ନି ୱକଫ ବୋର୍ଡ; ମସଜିଦ ସହିତ ନିର୍ମାଣ କରିବ ହସ୍ପିଟାଲ

ଲକ୍ଷ୍ନୌ: ସୁନ୍ନି ସେଣ୍ଟ୍ରାଲ ୱକଫ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସରକାରଙ୍କ ତରଫରୁ ମସଜିଦ ନିର୍ମାଣ ପାଇଁ ଦିଆଯାଇଥିବା ୫ଏକର ଜମିକୁ ଗ୍ରହଣ କରିଛି । ବୋର୍ଡ ଏହି ଜମିରେ ମସଜିଦ ନିର୍ମାଣ ସହିତ ଚେରିଟେବୁଲ ହସ୍ପିଟାଲ ଓ ଏକ ଲାଇବ୍ରେରୀର ନିର୍ମାଣ କରିବ । ସୁନ୍ନି ସେଣ୍ଟ୍ରାଲ ୱକଫ…

ପୁଣି ଦିଲ୍ଲୀରେ ସିଏଏ ବିରୋଧୀ ହିଂସା; ଜଣେ କନେଷ୍ଟବଳ ମୃତ, ଡିସିପି ଆହତ

ନୂଆଦିଲ୍ଲୀ: ଦିଲ୍ଲୀର ଗୋକୁଳପୁରୀରେ ସିଏଏ ସମର୍ଥକ ଓ ବିରୋଧୀ ମୁହାମୁହିଁ ହୋଇଛନ୍ତି । ଦୁଇ ଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବା ବେଳେ ଜଣେ କନେଷ୍ଟବଳଙ୍କ ମୃତ୍ୟୁ ହୋଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ଜଣେ ଡିସିପି ମଧ୍ୟ ଆହତ ହୋଇଛନ୍ତି । ଦିଲ୍ଲୀର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ…

ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିଃରେ ୩୦୭ ଟ୍ରେନି ପଦବୀ ଲାଗି ନିଯୁକ୍ତି ସୂଚନା

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ନର୍ଦର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡ଼ (ଏନସିଏଲ)ମଧ୍ୟପ୍ରଦେଶର ସିଙ୍ଗରାଉଲି ଜିଲ୍ଲା ଓ ଉତ୍ତରପ୍ରଦେଶ ସୋନଭଦ୍ରା ଜିଲ୍ଲାରେ ସ୍ଥିତ ୧୦ଟି ହାଇ ମେକାନାଇଜଡ଼ ଓପନ କାଷ୍ଟ ମାଇନ୍ସ ଲାଗି ବିଭିନ୍ନ ପଦବୀ ଲାଗି ରେଗୁଲାର୍ ନିଯୁକ୍ତି ଲାଗି ଅନଲାଇନ…

ଟ୍ରମ୍ପ ଭାଷଣରେ ୫୦ ଥର ଇଣ୍ଡିଆ, ମୋଦି ୨୯ ଥର ଆମେରିକା କହିଲେ

ଅହମ୍ମଦାବାଦ: ସାରା ବିଶ୍ୱର ନଜର ଏବେ ରହିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଉପରେ । ପ୍ରଥମ ଦିବସରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଟ୍ରମ୍ପଙ୍କ ବନ୍ଧୁତା ସମସ୍ତେ ଅନୁଭବ କରିଥିଲେ । ୩ ଘଂଟା ମଧ୍ୟରେ ମୋଦି ଏବଂ ଟ୍ରମ୍ପ ୭ ଥର କୁଣ୍ଢାକୁଣ୍ଢି ହୋଇଥିବା…

ଟ୍ରମ୍ପ କହିଲେ ଭାରତ ପାଖରେ ସଚିନ,କୋହଲି ଅଛନ୍ତି

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ଭାରତୀୟ କ୍ରୀଡା ବିଶେଷ କରି କ୍ରିକେଟର ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଭାରତ ପାଖରେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ପରି ମହାନ କ୍ରିକେଟର ଅଛନ୍ତି । ଗୋଟିଏ ଷ୍ଟାଡିୟମ ମଧ୍ୟରେ…

ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀରଙ୍କ ଅଚାନକ ଇସ୍ତଫା

ନୂଆଦିଲ୍ଲୀ: ମାଲେସିଆ ପ୍ରଧାନମନ୍ତ୍ରୀ ମହାତୀର ମହମ୍ମଦ ସୋମବାର ଅଚାନକ ଇସ୍ତଫା ଦେଇଛନ୍ତି । ୯୪ ବର୍ଷୀୟ ମହାତୀର ସକାଳ ୫ଟା ସମୟରେ ଇସ୍ତଫା ଘୋଷଣା କରିଥିଲେ । ରବିବାର ଚର୍ଚ୍ଚା ହୋଇଥିଲା ଯେ ଖୁବ ଶୀଘ୍ର ମହାତୀର ନୂଆ ଦଳ ଗଠନ କରିବେ କିନ୍ତୁ ସବୁ ଚର୍ଚ୍ଚାକୁ ମାତ ଦେଇ ଇସ୍ତଫା ଦେଇଛନ୍ତି ।…

ଆତଙ୍କବାଦକୁ ନେଇ ପାକିସ୍ତାନକୁ ଚେତାବନୀ ଦେଲେ ଟ୍ରମ୍ପ

ଅହମ୍ମଦାବାଦ: ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ପାକିସ୍ତାନକୁ ଟାର୍ଗେଟ୍ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ବିପଦ । ଆତଙ୍କବାଦ ବିରୋଧରେ ଲଢେ଼ଇ ଜାରି ରହିବ । ଦୁଇ ଦେଶ ଆତଙ୍କବାଦ ବିରୋଧରେ ମିଳିତ ଭାବେ ଲଢେ଼ଇ…

ଟ୍ରମ୍ପଙ୍କ ବଲିଉଡ ପ୍ରେମ: ମନେ ପକାଇଲେ ସୋଲେ ଓ ଡିଡିଏଲ୍‌ଜେ ଫିଲ୍ମ

ଅହମ୍ମଦାବାଦ: ବଲିଉଡ ଫିଲ୍ମକୁ ପ୍ରଂଶସା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ହିନ୍ଦୀ ସିନେମା ବିଷୟରେ ଚର୍ଚ୍ଚା କରିଛନ୍ତି । ଶାହାରୁଖ ଏବଂ କାଜୋଲଙ୍କ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘ଦିଲ୍‌ୱାଲେ…

ଦିଲ୍ଲୀ ବିଧାନସଭାରେ ରାମବୀର ବିପକ୍ଷ ଦଳର ନେତା ନିର୍ବାଚିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ରାମବୀର ସିଂ ବିଧୁଡିଙ୍କୁ ବିଜେପି ବିପକ୍ଷ ଦଳର ନେତା ନିର୍ବାଚିତ କରିଛି । ବିପକ୍ଷର ନେତା ହେବା ପରେ ବିଧୁଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହ ଓ ଜେପି ନଡ୍ଡାଙ୍କୁ ଧନ୍ୟବାଦ ଦେଇଥିଲେ । ଆମ ଆଦମୀ ପାର୍ଟି ଦିଲ୍ଲୀକୁ ସବୁଠାରୁ ସୁନ୍ଦର ରାଜ୍ୟ…

ଟ୍ରମ୍ପଙ୍କ ମୁହଁରେ ମୋଦୀ ଓ ଭାରତର ପ୍ରଶଂସା

ଅହମ୍ମଦାବାଦ: ଟ୍ରମ୍ପଙ୍କ ମୁହଁରେ ଭାରତ ଓ ମୋଦୀଙ୍କ ଭୁରି ଭୁରି ପ୍ରଶଂସା । ମୋଦୀ ତାଙ୍କର ଜଣେ ଭଲ ବନ୍ଧୁ । ଭାରତ ଆସିବା ତାଙ୍କ ପାଇଁ ଏକ ଗର୍ବର କଥା । ଅହମ୍ମଦାବାର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି…