Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଯୁବତୀ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖପୁରରେ ଚାଂଚଲ୍ୟକର ଘଟଣା । ଜଣେ ଯୁବତୀ ୨ଜଣ ପୋଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକ ଅଭିଯୋଗ ଆଣିଛନ୍ତି କି, ତାଙ୍କୁ ଦୁଇ ଜଣ ପୋଲିସକର୍ମୀ ଅପହରଣ କରିନେଇ ବହୁତ ସମୟ ବାନ୍ଧି କି ରଖିଥିଲେ । ଏନେଇ ପୋଲିସ ମାମଲା ରୁଜୁ…

ଦାମିକିଆ ଷ୍ଟାର୍ଟଅପ ଆପ୍‌ରେ ବାଜି ମାରିଲା ଟିକ୍‌ଟକ୍, ୧୨୪୮ କୋଟି ଆୟ

ନୂଆଦିଲ୍ଲୀ: ଦାମିକିଆ ଷ୍ଟାର୍ଟଅପ ଆପ୍‌ରେ ବାଜି ମାରିଛି ଟିକ୍‌ଟକ୍ । ନନ ଗେମିଂ ଆପରେ ଏହା ଏକ ନମ୍ବର ସ୍ଥାନ ହାସଲ କରିଛି । ଏହାକୁ ଯୁବ ପିଢ଼ୀ ବେଶ୍ ପସନ୍ଦ କରୁଛନ୍ତି । ୧୦.୪ କୋଟି ଏହାକୁ ଡାଉନଲୋଡ କରିଛନ୍ତି । ଦ୍ୱିତୀୟ ସ୍ଥାନରେ ହ୍ୱାଟସଆପ୍ ରହିଛି । ବର୍ଷକ ମଧ୍ୟରେ ଏହାର ଡାଉନଲୋଡ…

ଦିଲ୍ଲୀ ସିଆର ପାର୍କରେ ଭୁଶୁଡିଲା କୋଠା; ୨ ଚାପି ହୋଇଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀର ସିଆର ପାର୍କରେ ଏକ କୋଠା ଭୁଶୁଡିଥିବା ଘଟଣା ସମାନାକୁ ଆସିଛି । ସେହି ଭଙ୍ଗା କୋଠା ତଳେ ୨ଜଣ ଫସିରହିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରୁ ଭଙ୍ଗା କୋଠାର ଅଂଶବିଶେଷକୁ ହଟାଇବା କାମ ଚାଲିଛି । Delhi: A house collapses in CR Park (Chittaranjan Park),…

ବିବାହ ନିମନ୍ତ୍ରଣ ରକ୍ଷା କଲେ ମୋଦୀ, ରିକ୍ସା ଚାଳକଙ୍କୁ ଆସିଲା ପିଏମ୍ଓରୁ ଚିଠି

ବାରଣାସୀ: ରିକ୍ସା ଚାଳକଙ୍କ ପାଖକୁ ଆସିଲା ପିଏମ୍ଓରୁ ଚିଠି । ବାରଣାସୀର ରିକ୍ସା ଚାଳକ ମଙ୍ଗଳ କେୱଟଙ୍କ ପାଖକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଠାଇଲେ ଶୁଭକାମନା ବାର୍ତ୍ତା । ଝିଅ ବାହାଘର ପାଇଁ ବାରଣାସୀରେ ରିକ୍ସା ଚଳାଉଥିବା ମଙ୍ଗଳ ଦିଲ୍ଲୀ ଯାଇ ପିଏମଓ ଅଫିସରେ ପ୍ରଧାନମନ୍ତ୍ରୀଙ୍କ…

ୟେମେନ୍‌ରେ ସାଉଦୀର ଏୟାର ଷ୍ଟ୍ରାଇକ୍‌, ୩୧ ମୃତ

ରିୟାଦ: ୟେମେନ୍‌ରେ ସାଉଦୀ ବଡ ଧରଣର ଏୟାର ଷ୍ଟ୍ରାଇକ୍ କରିଛି । ଶନିବାର ବିଳମ୍ବିତ ରାତିରେ ଏହି ଏୟାର ଷ୍ଟ୍ରାଇକ୍ ହୋଇଛି । ଏଥିରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ସାଉଦୀ ଆରବ ହୁତୀ ବିଦ୍ରୋହୀଙ୍କ ଶିବିର ଉପରେ ବୋମା ବର୍ଷଣ କରିଛି । ସାଉଦୀ ନିଜ ଲଡୁଆ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏହି…

ଛାତ୍ରଙ୍କ ଉପରେ ପୋଲିସର ବର୍ବରତା; ଜାମିଆ ହିଂସା ବେଳର ଭିଡିଓ ହେଲା ରିଲିଜ୍

ନୂଆଦିଲ୍ଲୀ: ଜାମିଆ ମିଲିୟା ଇସଲାମିଆରେ ୧୫ ଡିସେମ୍ବରରେ ହୋଇଥିବା ହିଂସା ସମ୍ବନ୍ଧିତ ଏକ ଭିଡିଓ ସାମନାକୁ ଆସିଛି । ଜାମିଆ ସମନ୍ୱୟ କମିଟି ଏହି ଭିଡିଓ ଜାରି କରିଛି । ଯେଉଁଥିରେ ସୁରକ୍ଷାବଳ ଲାଇବ୍ରେରୀରେ ଉପସ୍ଥିତ ଛାତ୍ରଙ୍କ ଉପରେ ଲାଠିଚାର୍ଜ କରୁଥିବା ନଜର ଆସିଛି । Exclusive…

ଚୀନ: କରୋନା ରୋଗୀଙ୍କ ଉପରେ ୩୦୦୦ବର୍ଷ ପୁରୁଣା ଔଷଧର ପ୍ରୟୋଗ

ବେଜିଂ: କରୋନା ଭାଇରସର ପ୍ରକୋପ ବଢ଼ି ବଢ଼ି ଚାଲିଛି । ଚୀନର ଉହାନ ସହରରୁ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ ଏପର୍ଯ୍ୟନ୍ତ ୧୬୬୫ଜଣଙ୍କ ଜୀବନ ନେଇସାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ସଂକଟ ମଧ୍ୟ ଘୋଷଣା କରିସାରିଛି । ଏହି ଭାଇରସକୁ ମୂଳପୋଛ କରିବା ପାଇଁ ବିଭିନ୍ନ ଦେଶର…

ତୃତୀୟ ଥର ପାଇଁ ଦିଲ୍ଲୀର ଦାୟିତ୍ୱ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ର ବଡ ବିଜୟ ପରେ ରାମଲୀଲା ମୈଦାନରେ ସେ ବିଧିବଦ୍ଧ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ…

ଟ୍ରମ୍ପଙ୍କ ପାଇଁ ଅଭେଦ ସୁରକ୍ଷା ବ୍ୟବସ୍ଥା; ୭ ବିମାନ, ୧୦ହଜାର ଯବାନ, ୨୫ ଆଇପିଏସ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଫେବୃଆରୀ ଭାରତ ଗସ୍ତରେ ଆସିବେ । ଟ୍ରମ୍ପ ୨୪ ଫେବୃଆରୀକୁ ସର୍ବପ୍ରଥମେ ଗୁଜରାଟର ଅହମଦାବାଦ ଆସିବେ । ଅହମଦାବାଦର ମୋଟେରା ଷ୍ଟାଡିୟମରେ ଟ୍ରମ୍ପଙ୍କ ଭବ୍ୟ ସ୍ୱାଗତ କାର୍ଯ୍ୟକ୍ରମ ହେବ । ଏହି ସମୟରେ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥାର…

ଚଳଚଞ୍ଚଳ ରାମଲୀଳା ମଇଦାନ: ତୃତୀୟ ଥର ଲାଗି ଶପଥ ନେବେ କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଦିନ ଠିକ୍ ୧୨ଟା ୧୫ ମିନିଟ ସମୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଅରବିନ୍ଦ କେଜ୍ରିୱାଲ ୩ୟ ଥର ଲାଗି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଦିନ ପ୍ରାୟ ୧୦ଟା ସମୟରେ ଏହି ଶପଥଗ୍ରହଣ ଉତ୍ସବ ଆରମ୍ଭ ହେବ । ଏହି ଶପଥ ଗ୍ରହଣ ଉତ୍ସବ ଦିଲ୍ଲୀର…