Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉତର କୋରିଆରେ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଗୁଳି କରି ହତ୍ୟା

ପ୍ୟୋନ୍‌ଗ୍ୟାଙ୍ଗ:ଉତର କୋରିଆ ସରକାରଙ୍କ କରୋନା ନେଇ କଠୋର ନିଷ୍ପତିକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏକଚ୍ଛତ୍ରବାଦ ନୃଶଂସ ଶାସକ କିମ ଜୋଙ୍ଗ କରୋନା ଆକ୍ରାନ୍ତଙ୍କ ପାଇଁ ଏଠାରେ ସ୍ଥାନ ନାହିଁ ବୋଲି କହିଛନ୍ତି । ସରକାର ଚୀନରୁ ଫେରିଥିବା ନିଜର ଜଣେ ଅଧିକାରୀଙ୍କୁ ଏଥିନେଇ…

କରୋନା ଭାଇରସ: ଉହାନରୁ ଫେରିଥିବା ୪୦୬ ଭାରତୀୟଙ୍କ ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ: ଚୀନର କରୋନା ବ୍ୟାପିଥିବା ସହର ଉହାନରୁ ଭାରତ ଫେରିଥିବା ୪୦୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉହାନରୁ ଭାରତ ଫେରିବା ପରେ ସମସ୍ତଙ୍କୁ ଆଇଟିବିପିର ଏକ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଂଚ ପରେ ସମସ୍ତ ଭାରତୀୟ କରୋନା ମୁକ୍ତ ବୋଲି…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୧୭୫୦ ଛୁଇଁଲା, ୭୦ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୧୭୦୦ରୁ ଅଧିକ ଟପିଲାଣି । ଏହାବ୍ୟତିତ ୭୦,୪୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪…

ଆପଲ, ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ଏହି ଆପ୍ସ !

ସାନ ଫ୍ରାନ୍ସିସ୍କୋ: ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗୁଲ ଜଣାଶୁଣା ମେସ୍ସେଜିଙ୍ଗ ଆପ୍ସ "ଟୁ ଟକ" କୁ ପୁଣିଥରେ ପ୍ଲେ ଷ୍ଟୋରରୁ ହଟାଇଦେଇଛନ୍ତି | ଏହା କୁହାଯାଉଥିଲା ଯେ ଏହାର ବ୍ୟବହାର ୟୁଏଇ ସରକାର ଦ୍ୱାରା ନଜର ରେ ରଖାଯାଉଥିଲା | ଏହି ଆପ୍ସ କୁ ପୂର୍ବରୁ ଡିସେମ୍ବର ରେ…

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ମାଗଣାରେ ଦେବ ୫ ଲକ୍ଷ ଟଙ୍କାର ଜମା ବୀମା, ବଜେଟରେ ବିତ୍ତମନ୍ତ୍ରୀ କରିଥିଲେ ଘୋଷଣା

 ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଜମା ବୀମା ପାଇଁ ସାଧାରଣ ଗ୍ରାହକଙ୍କ ଠାରୁ କୌଣସି ଚାର୍ଜ ନେବନାହିଁ | ଏହି ଭରସା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର ଚେୟାରମ୍ୟାନ ରଜନିଶ କୁମାର ଦେଇଛନ୍ତି | ଏହି ମାସ ଆରମ୍ଭ ରେ ଆଗତ ବଜେଟ ରେ ବିତ୍ତମନ୍ତ୍ରୀ ନିର୍ମଳା…

ମନ୍ତ୍ରୀ,ବିଧାୟକଙ୍କ ହୃଦୟ ଜିତିଲେ ଜୁନିୟର କେଜ୍ରିୱାଲ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି(ଆପ୍)ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ରାମଲୀଳା ମୈଦାନରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହି ସମାରୋହରେ ଅଧିକ ସଂଖ୍ୟାରେ ଲୋକ ଆସିଥିଲେ । ଏହି ଜନ ସମାଗମ ଭିତରେ ଜୁନିୟର କେଜ୍ରିୱାଲ ଲୋକଙ୍କ ଧ୍ୟାନ ନିଜ ଆଡକୁ ଟାଣିଥିଲେ ଓ ଲୋକଙ୍କ ମନ…

ତ୍ରାଲ ହେବାକୁ ଯାଉଛି ଆତଙ୍କବାଦୀ ମୁକ୍ତ ଅଂଚଳ

ପୁଲୱାମା: ପୁଲୱାମାର ତ୍ରାଲ ଅଂଚଳ ଖୁବ୍ ଶୀଘ୍ର ଆତଙ୍କବାଦୀ ମୁକ୍ତ ହେବାକୁ ଯାଉଛି ବୋଲି ସେନା ପକ୍ଷରୁ କୁହାଯାଇଛି । ୨୦୧୯ ଆରମ୍ଭରୁ ଏଠାରେ ୩୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଥିଲେ । ଲଶ୍କର, ଜୈଶ, ହିଜବୁଲ ଓ ଆଇଏସଜେକେ ସଂଗଠନ ସହ ସେମାନେ ଜଡିତ ଥିଲେ । ଏମାନଙ୍କ ସଂଖ୍ୟା ଏବେ କମି ୬କୁ…

ଦିଲ୍ଲୀକୁ ଦେଲେ ଧନ୍ୟବାଦ, ବିକାଶ ପାଇଁ ମାଗିଲେ ମୋଦୀଙ୍କ ଆଶୀର୍ବାଦ

ନୂଆଦିଲ୍ଳୀ: ଆମ୍ ଆଦ୍‌ମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ସମ୍ବୋଧନ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇିଛି । ଏ ବିଜୟ ମୋର…

ପାକିସ୍ତାନରେ ଜାତୀୟ ପତାକା ଅଧିନରେ ଭାରତ କବାଡି ଟିମ୍ ଖେଳିପାରିବନି

ନୂଆଦିଲ୍ଲୀ: ବିନା ଅନୁମତିରେ ପାକିସ୍ତ୍‌ନ ଗସ୍ତରେ ଯାଇଥିବା ଭାରତୀୟ କବାଡି ଟିମ୍ ଉପରେ ସରକାର ଅସନ୍ତୋଷ ବ୍ୟକ୍ତ କରିଛି । ଫଳସ୍ୱରୂପ ଭାରତୀୟ କବାଡି ଫେଡେରେଶନ ପାକିସ୍ତାନକୁ ପତ୍ର ଲେଖି ଜଣାଇଛି ଯେ, ଜାତୀୟ ପତାକା ଅଧିନରେ ଭାରତ ଟିମକୁ ବିଶ୍ୱକପ ଖେଳିବାକୁ ଅନୁମତି ନ ଦିଆଯାଉ ।…

ପଛକୁ ହଟିବନି ନାଗରିକତା ସଂଶୋଧନ ଆଇନ: ମୋଦୀ

ୟୁପି: ଦେଶବ୍ୟାପୀ ବିରୋଧ ସତ୍ୱେ ପଛକୁ ହଟିବନି ନାଗରିକତା ସଂଶୋଧନ ଆଇନ । ଦେଶରେ ଲାଗୁ ହେବ ସିଏଏ । ଏଭଳି ଦୃଢ଼କ୍ତି ବାଢ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉତର ପ୍ରଦେଶ ଚନେ୍ଦାଲିରେ ଜନସଭାକୁ ସମ୍ବୋଧିତ କରି ସିଏଏ ପ୍ରସଙ୍ଗରେ କିଛି ଏଭଳି କହିଛନ୍ତି ମୋଦୀ । ଆଜି ବାରାଣାସୀ…