Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପଂଜାବ ମୋହାଲିରେ ଭୁଶୁଡିଲା ୩ ମହଲା କୋଠା, ଉଦ୍ଧାର କାର୍ଯ୍ୟ ଜାରି

ପଂଜାବ: ପଂଜାବ ମୋହାଲିର ଖରଡ-ଲାଣ୍ଡରା ରୋଡରେ ବଡ ଧରଣ ଦୁର୍ଘଟଣା ଘଟିଛି । ଏକ ୩ ମହଲା କୋଠା ଭୁଶୁଡି ପଡିଛି । ଫଳରେ ଅନେକ ଲୋକେ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସର କହିବା ଅନୁଯାୟୀ,…

ପଂଜାବ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍‌ଟକ୍ ବ୍ୟାନ୍‌

ପଂଜାବ: ସ୍ୱର୍ଣ୍ଣ ମନ୍ଦିରରେ ବ୍ୟାନ୍ ହେଲା ଟିକ୍‌ଟକ୍ । ପଂଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ଟିକ୍‌ଟକ୍ ଭିଡିଓ ବ୍ୟାନ୍ କରିବା ପାଇଁ ନୋଟିସ୍ ଲଗାଯାଇଛି । ଏହି ନୋଟିସ୍‌ରେ ଟିକ୍‌ଟକ୍ ବ୍ୟାନ୍ କରାଯାଇଥିବା ଉଲ୍ଲେଖ ରହିଛି । ଶିରାମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି ଶ୍ରୀହରମନ୍ଦିର…

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ନେତା, ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଳୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା । ମୋଟ ୭୦ଟି ଆସନରେ ମତଦାନ ଚାଲିଛି । ମତଦାନ ପାଇଁ କେବଳ ସାଧାରଣ ଜନତା ନୁହଁନ୍ତି ନେତା ମନ୍ତ୍ରୀଙ୍କ ମଧ୍ୟରେ ଭୋଟ ଦେବା ପାଇଁ ଉତ୍ସାହ ଦେଖାଦେଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ…

ଦିଲ୍ଲୀ ନିର୍ବାଚନ: ଦିନ ୧୨ ସୁଦ୍ଧା ୧୫.୬୮ % ମତଦାନ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବିଧାନସଭାର ୭୦ଟି ଆସନ ଲାଗି ୧.୫ କୋଟି ଯୋଗ୍ୟ ଭୋଟର୍ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । କୋହଲା ପାଗ ସତ୍ୱେ ଦିଲ୍ଲୀରେ ଆଜି ସକାଳୁ ଶାନ୍ତି ଶୃଙ୍ଖଳାର ସହିତ ଲମ୍ବା ଧାଡ଼ିରେ ଭୋଟର୍ ମାନେ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି । 15.68 % voter turnout in…

ମତଦାନ କେନ୍ଦ୍ରରେ ଆପ୍‌-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏହାରି ଭିତରେ ଚାନ୍ଦନୀ ଚୌକରୁ ଆସିଛି ଏକ ଚାଂଚଲ୍ୟକର ଖବର । ଏଠି ମତଦାନ କେନ୍ଦ୍ରରେ ଆପ୍ କର୍ମୀ ଓ କଂଗ୍ରେସ ପ୍ରାର୍ଥୀ ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା…

ଶିକାରା ଫିଲ୍ମ ଦେଖି କାନ୍ଦି ପକାଇଲେ ଆଡଭାନୀ

ନୂଆଦିଲ୍ଲୀ: କଶ୍ମୀର ପଣ୍ଡିତଙ୍କ ଉପରେ ଆଧାରିତ ବିଧୁ ବିନୋଦ ଚୋପ୍ରାଙ୍କ ଶିକାରା ଫିଲ୍ମ ଇତି ମଧ୍ୟରେ ରିଲିଜ ହୋଇଯାଇଛି । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏହି ଫିଲ୍ମ ଦେଖିବାକୁ ଯାଇଥିଲେ । ଫିଲ୍ମ ଦେଖି ଆଡଭାନୀ କାନ୍ଦି ପକାଇଥିଲେ । ଡାଇରେକ୍ଟର ବିଧୁ ବିନୋଦ ଚୋପ୍ରା…

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୭୧୯କୁ ବୃଦ୍ଧି, ଆମେରିକାର ସହାୟତା ଘୋଷଣା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୭୧୯କୁ ଛୁଇଁଛି । ଏଥିସହିତ ୩୦,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଏହି ଭାଇରସର ମୁକାବିଲା କରିବା ଲାଗି ଚୀନ ଓ ଅନ୍ୟାନ୍ୟ ଦେଶକୁ…

ଟ୍ରମ୍ପଙ୍କ ଭାରତ ଗସ୍ତ: ଅହମ୍ମଦାବାଦରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ରୁ ୨୭ ଫେବୃୟାରୀ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି । ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ ଓ ଗାନ୍ଧୀ ଆଶ୍ରମ ବୁଲିବାକୁ ଯିବେ । ସେଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି । ଶାବରମତି ଅଂଚଳର ପ୍ରତ୍ୟେକ…

ଚ୍ୟାଲେଂଜ ସହ ଟ୍ୱିଟ୍ଟର-ଇନଷ୍ଟାଗ୍ରାମରେ ଫେସବୁକ୍ ଆକାଉଂଟ ହ୍ୟାକ କଲା ହ୍ୟାକର

ସନ୍ ଫ୍ରାନସିସ୍କୋ: ଟ୍ୱିଟ୍ଟର ଏବଂ ଇନଷ୍ଟାଗ୍ରାମରେ ଫେସବୁକର ଅଫିସିଆଲ ଆକାଉଂଟ ହ୍ୟାକ କରିଛି ଏକ ହ୍ୟାକର ଗୋଷ୍ଠୀ । ସବୁଠାରୁ ବଡ କଥା ଚ୍ୟାଲେଞ୍ଜ ସହ ସେମାନେ ଏହାକୁ ହ୍ୟାକ କରିଛନ୍ତି । ଏହା ପଛରେ ଅବରମାଇନ ନାମକ ସାଇବର କ୍ରିମିନାଲ ସଂଗଠନର ହାତ ଥିବା ଅନୁମାନ କରାଯାଉଛି । ହ୍ୟାକ…

ଦିଲ୍ଲୀ ନିର୍ବାଚନ: ଆରମ୍ଭ ହେଲା ୭୦ଟି ବିଧାନସଭା ଆସନ ଲାଗି ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହେଉଛି ନିର୍ବାଚନ । ଦିଲ୍ଲୀର ସମୁଦାୟ ୧.୫ କୋଟି ଯୋଗ୍ୟ ଭୋଟର୍ ଏହି ନିର୍ବାଚନରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଦିଲ୍ଲୀ ବିଧାନସଭାର ମୋଟ ୭୦ଟି ଆସନ ଲାଗି ସମୁଦାୟ ୬୭୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । A…