Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟ୍ ୨୦୨୦: ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ôଥକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ହେଉଛି ଦ୍ୱିତୀୟ ବଜେଟ୍ । ଏହି ଅବସରରେ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ ମତ୍ସ୍ୟ ପାଳନ ଠାରୁ ଆରମ୍ଭ କରି…

ସାଧାରଣ ବଜେଟ୍‌: ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଦ୍ୱିତୀୟ ସାଧାରଣ ବଜେଟ୍ ଲୋକସଭାରେ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ସ୍ୱାସ୍ଥ୍ୟକ୍ଷେତ୍ରକୁ ଅଧିକ ମଜବୁତ କରିବା ପାଇଁ ସାଧାରଣ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି । -ସ୍ୱାସ୍ଥ୍ୟ ପାଇଁ ୭୦ ହଜାର କୋଟି ଟଙ୍କାର…

ଖୋଲିଲା ବଜେଟ ପେଡ଼ି, ଫୋକସ୍‌ରେ ଗାଁ ଓ କୃଷି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପ୍ରଥମ ପୂର୍ଣ୍ଣାଙ୍ଗା ବଜେଟ ଲୋକସଭାରେ ଉପସ୍ଥାପନ କରୁଛନ୍ତି । ବଜେଟ ଅଭିଭାଷଣର ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ଓ କୃଷି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।-କୃଷି କ୍ଷେତ୍ରର ବିକାଶ ଲାଗି ୨.୩୮ ଲକ୍ଷ କୋଟି…

ନିର୍ଭୟା ଗଣଦୁଷ୍କର୍ମ ମାମଲା: ବିନୟର ରାଜକ୍ଷମା ଖାରଜ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ବିନୟର ରାଜକ୍ଷମା ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପ୍ରାପ୍ତ ସୂଚନାନୁଯାୟୀ ସୁପ୍ରିମକୋର୍ଟରୁ ଫାଶୀଦଣ୍ଡ ମିଳିବା ପରେ ସେ ରାଜକ୍ଷମା ଲାଗି ଗତ ବୁଧବାର ଦିନ ରାଷ୍ଟ୍ରପତିଙ୍କ ନିକଟରେ…

ବଜେଟ୍ ୨୦୨୦: ଜେଟ୍‌ଲୀଙ୍କୁ ମନେପକାଇଲେ ସୀତାରମଣ

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ୨.୦ର ଦ୍ୱିତୀୟ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି । ତେବେ ବଜେଟ ଅଭିଭାଷଣ ଆରମ୍ଭରୁ ସୀତାରମଣ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ସରକାରଙ୍କୁ ବହୁମତ ମିଳିଛି ବୋଲି କହିଛନ୍ତି । ଲୋକେ ଆମ ସରକାରଙ୍କ ଉପରେ…

କରୋନା ଭାଇରସ ଆତଙ୍କ; ଚୀନରୁ ଫେରିଲେ ୩୨୪ ଭାରତୀୟ

ନୂଆଦିଲ୍ଲୀ: କରୋନା ଭାଇରସର ଆତଙ୍କକୁ ଦେଖି ଚୀନରେ ଫସିଥିବା ୩୨୪ ଭାରତୀୟଙ୍କୁ ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯାଇଛି । ଚୀନରେ କରୋନା କାୟା ବିସ୍ତାର କରୁଥିବାରୁ ଏୟାର ଇଣ୍ଡିଆର ଡବଲ ଡେକର ଜମ୍ବୋ ୭୪୭ ବିମାନ ଭାରତୀୟଙ୍କୁ ଆଣି ଦିଲ୍ଲୀରେ ପହଂଚିସାରିଲାଣି । ୪୨୩…

ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିବେ । ପ୍ରାପ୍ତ ସୂଚନାନୁଯାୟୀ, ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ମଧ୍ୟ ଦ୍ୱିତୀୟ ବଜେଟ୍ । ଆଜି ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବା ପାଇଁ…

ରାଜଧାନୀ ଏକ୍ସପ୍ରେସରେ ସିଟିଆଇଙ୍କ ମହତ କାର୍ଯ୍ୟ; ଯାତ୍ରୀଙ୍କୁ ଫେରାଇଲେ ଜ୍ୟାକେଟ ସହ ୯୨ ହଜାର ଟଙ୍କା !

ଭୁବନେଶ୍ୱର: ରାଜଧାନୀ ଏକ୍ସପ୍ରେସରେ ଜନୈକ ଯାତ୍ରୀ ଛାଡ଼ିଯାଇଥିବା ଏକ ଜ୍ୟାକେଟ୍ ଓ ସେଥିରେ ଥିବା ନଗଦ ୯୨ ହଜାର ଟଙ୍କା ଫେରିପାଇଛନ୍ତି । ଏତେ ପରିମାଣର ନଗଦ ଟଙ୍କା ଓ ଜ୍ୟାକଟଟିକୁ ଫେରାଇ ବହୁ ମହଲରେ ପ୍ରଶଂସିତ ହୋଇଛନ୍ତି ମୁଖ୍ୟ ଟିକେଟ ଇନିସପେକ୍ଟର (ସିଟିଆଇ) ଏସ କେ ବେହେରା ।…

ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦: ପ୍ରମୁଖ ବୈଶିଷ୍ଟ୍ୟ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ୨୦୧୯-୨୦ ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏହି ରିପୋର୍ଟର ପ୍ରମୁଖ ବୈଶିଷ୍ଟ୍ୟ ନିମ୍ନରେ ଉଲ୍ଲେଖ କରାଗଲା : ସମ୍ପତି ସୃଷ୍ଟି : ଅଦୃଶ୍ୟ ହାତକୁ ମିଳିଲା…

ଆକର୍ଷଣର କେନ୍ଦ୍ର ସାଜିଛି ଛେନାର ହୋଟେଲ !

ଲଣ୍ଡନ: ପ୍ରତ୍ୟେକ ବଡ ହୋଟେଲ ଚେନ୍ ଗ୍ରୁପ୍ ନିଜସ୍ୱ ଏକ ସ୍ୱତନ୍ତ୍ର ଥିମ୍ ରଖିଥାନ୍ତି । ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଯଥା ସମ୍ଭବ ଉଦ୍ୟମ କରାଯାଇଥାଏ । ଲଣ୍ଡନରେ ଏବେ ଖୋଲିଥିବା ନୂତନ ହୋଟେଲ ଦି ଚିଜ୍ ସୁଟ୍ ଏବେ ଚର୍ଚ୍ଚାରେ । ଗ୍ରାହକଙ୍କ ବୁକିଂ ଦିନକୁ ଦିନ ବଢ଼ିବାରେ ଲାଗିଛି ।…