Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଜେଟ ୨୦୨୦: ପରିବେଶ ସୁରକ୍ଷା ଉପରେ ଅର୍ଥମନ୍ତ୍ରୀଙ୍କ ଫୋକସ

ନୂଆଦିଲ୍ଲୀ: ଚଳିତ ୨୦୨୦-୨୧ ବର୍ଷର ସାଧାରଣ ବଜେଟରେ ବିତ୍ତମନ୍ତ୍ରୀ ପରିବେଶ ସୁରକ୍ଷା ଉପରେ ମଧ୍ୟ ନିଜ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ନିର୍ମଳ ବାୟୁ ନୀତି ବାବଦରେ ୪୪୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି।…

କରୋନା ଭାଇରାସ ପ୍ରଭାବ: ଅନ୍ତର୍ଜାତୀୟ ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା

ବେଜିଂ: କରୋନା ଭାଇରସ ପ୍ରଭାବ ଯୋଗୁ ଚାଇନାରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରୀଡା ଟୁର୍ନାମେଂଟ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଇତି ମଧ୍ୟରେ ୨୫ ଫେବୃୟାରୀରେ ହେବାକୁ ଥିବା ବ୍ୟାଡମିଂଟନ ମାଷ୍ଟର୍ସ ଟୁର୍ନାମେଂଟକୁ ଘୁଂଚାଇ ଦିଆଯାଇଛି । ଆସନ୍ତା ୩ ମାସ ମଧ୍ୟରେ ୭ଟି ବଡ…

ବଲିଉଡରେ କରୋନା ଭୟ !

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସର ଆତଙ୍କ ଖେଳିଯାଇଛି । ଚୀନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ବଢ଼ି ୨୫୯ ହୋଇଯାଇଛି । ଯେବେକି ୩୧ଟି ପ୍ରାନ୍ତରେ ୧୧,୭୯୧ ଲୋକ କରୋନା ସଂକ୍ରମିତ ଅଛନ୍ତି । ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି କି, “୧,୭୯୫ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା…

ବଜେଟ୍ ୨୦୨୦: କ’ଣ ହେଲା ମହଙ୍ଗା ଓ କ’ଣ ହେଲା ଶସ୍ତା ଜାଣନ୍ତୁ

ମହଙ୍ଗା -ସିଗାରେଟ୍‌, ଟବାକୋ, ଇମ୍ପୋଟେଡ୍ ଜୋତା ମହଙ୍ଗା -ଫର୍ଣ୍ଣିଚର, ଚିକିତ୍ସା ଉପକରଣ ଓ କାନ୍ଥ ଫ୍ୟାନ୍ ମହଙ୍ଗା -ଚୀନା ମାଟିରେ ତିଆରି ରୋଷୋଇ ସରଂଜାମ ମହଙ୍ଗା -ଅଟୋ ମୋବାଇଲ୍ ଏବଂ ଅଟୋ ପାର୍ଟସ୍ ମହଙ୍ଗା -ମୋବାଇଲ୍ ଫୋନ୍‌, ଇଲେକ୍‌ଟ୍ରିକ ବାହାନ ମହଙ୍ଗା ଶସ୍ତା -ନ୍ୟୁଜ୍…

ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଡ଼ ଘୋଷଣା: ୫ ଗୁଣ ବଢିଲା ଇନସ୍ୟୁରାନ୍ସ ଗ୍ୟାରେଣ୍ଟି

ନୂଆଦିଲ୍ଲୀ: ବ୍ୟାଙ୍କ ଜମାକାରୀଙ୍କ ପାଇଁ ବଜେଟରେ ବଡ଼ ଘୋଷଣା କରିଛନ୍ତି ବିତ୍ତ ମନ୍ତ୍ରୀ ନିର୍ମଳା ସୀତାରମଣ । ପୂର୍ବରୁ ବ୍ୟାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ଏହାର ଖାତାଧାରକଙ୍କୁ ଇନସ୍ୟୁରାନ୍ସ ଗ୍ୟାରେଣ୍ଟି ଭାବେ ସର୍ବାଧିକ ୧ ଲକ୍ଷ ଟଙ୍କାର ଅର୍ଥରାଶି ସରକାରଙ୍କ ତରଫରୁ…

ବଜେଟ୍‌ ୨୦୨୦: କେଉଁ ଯୋଜନା ପାଇଁ କେତେ ଟଙ୍କା ଜାଣନ୍ତୁ

-ଜଳଜୀବନ ମିଶନ ୩.୬ ଲକ୍ଷ କୋଟି ଟଙ୍କା -ଗ୍ରାମାଂଚଳରେ ସ୍ୱଚ୍ଛ ଭାରତ ପାଇଁ ୧୨ ହଜାର ୩ଶହ କୋଟି ଟଙ୍କା -ଶିକ୍ଷାକ୍ଷେତ୍ର ପାଇଁ ୯୯ହଜାର ୩୦୦ କୋଟି ଟଙ୍କା -ଦକ୍ଷତା ବିକାଶ ପାଇଁ ୩ ହଜାର କୋଟି ଟଙ୍କା -ପାଇପ ପାଣି ଯୋଗାଣ ପାଇଁ ୩.୬ ଲକ୍ଷ କୋଟି -କୃଷି ଓ ଜଳ ସେଚନ ପାଇଁ ୨.୩୮ ଲକ୍ଷ…

‘ଏଲ୍‌ଆଇସି’କୁ ନେଇ ବଜେଟ୍‌ରେ ବଡ ଘୋଷଣା, କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣ ବଜେଟରେ ଅର୍ଥମନ୍ତ୍ରୀ ଭାରତୀୟ ଜୀବନ ବୀମା ନଗମକୁ (ଏଲଆଇସି)କୁ ନେଇ କରିଛନ୍ତି ଏକ ବଡ଼ ଘୋଷଣା । 'ଏଲଆଇସି'ରୁ ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ସୀତାରମଣ ବଜେଟରେ ଘୋଷଣା କରିଛନ୍ତି । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ ।…

ବଜେଟରେ ପର୍ଯ୍ୟଟନକୁ ଫୋକସ୍‌; ପ୍ରତିଷ୍ଠା ହେବ ଆଇକନିକ୍ ମ୍ୟୁଜିୟମ, ୨୫୦୦ କୋଟି ବ୍ୟୟ ବରାଦ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୦-୨୧ ଆର୍ଥିକ ବଜେଟ ଉପସ୍ଥାପନ କରୁଥିବା ବେଳେ ଏଥର ପର୍ଯ୍ୟଟନକୁ ମଧ୍ୟ ବେଶ୍ ଗୁରୁତ୍ୱ ଦେଇଛନ୍ତି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ବଜେଟରେ ୨୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । କୌଶଳ ବିକାଶ ଲାଗି ୯୯.୩୦୦ କୋଟି…

ଆୟକରରେ ରିହାତି, ଜାଣନ୍ତୁ ନୂଆ ଟିକସ ସ୍ଲାବ

ନୂଆଦିଲ୍ଲୀ: ବଜେଟ ୨୦୨୦-୨୧ରେ ଆୟକର ସ୍ଲାବରେ ବଡ ଧରଣ ରିହାତି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବକୁ ୪ଟି ସ୍ଲାବରେ ବିଭାଗ କରାଯାଇଛି । ୫ଲକ୍ଷ ଯାଏଁ ଆୟ ଉପରେ ସମ୍ପୂର୍ଣ୍ଣ ଆୟକର ରିହାତି ଘୋଷଣା କରିବା ସହ ସର୍ବାଧିକ ୩୦ପ୍ରତିଶତ ଟିକସ ପ୍ରସ୍ତାବ…

ଶିକ୍ଷାକ୍ଷେତ୍ରରେ ୯୯,୩୦୦ କୋଟିର ବଜେଟ୍‌; ଆସିବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ଦେଶର ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ଶିକ୍ଷାକ୍ଷେତ୍ର ପାଇଁ ସରକାର ଏଥର ୯୯,୩୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଅର୍ଥମନ୍ତ୍ରୀ ଶିକ୍ଷାକ୍ଷେତ୍ରରେ କ’ଣ ସବୁ ନୀତି ଅଣାଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।…