Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୦ ମୃତ, ୨୩ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶସ୍ଥିତ ରେୱା ସହର ନିକଟରେ ଥିବା ଏକ ବାଇପାସ୍ ରୋଡ୍ ଠାରେ ଗୁରୁବାର ସକାଳେ ଏକ ବସ୍-ଟ୍ରକ୍ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ୨୩ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…

ଏବେ ଏସଏସସି-ଆରଆରବି ଓ ଆଇବିପିଏସ ଲାଗି ହେବ ଗୋଟିଏ ପରୀକ୍ଷା

ଭୁବନେଶ୍ୱର: ଏସଏସସି, ଆରଆରବି, ଆଇବିପିଏସରେ ଗ୍ରୁପ ବି , ଗ୍ରୁପ ସି ଚାକିରୀ ପାଇଁ ହେବ ନାହିଁ ଅଲଗା ଅଲଗା ପରୀକ୍ଷା । ଗୋଟିଏ ଏକକ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଗୋଟିଏ ଅନଲାଇନ ରେଜିଷ୍ଟ୍ରେସନ କରିବାକୁ ପଡିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଅଲଗା ଅଲଗା ପରୀକ୍ଷା ଆୟୋଜନ କରାଯିବ ।…

ସୁଦାନ: କାରଖାନାରେ ବିସ୍ଫୋରଣ ଘଟି ୧୮ ଭାରତୀୟଙ୍କ ସମେତ ୨୩ ମୃତ

ନୂଆଦିଲ୍ଲୀ: ସୁଦାନର ସାଲୁମି ନାମକ ଏକ କାରଖାନାରେ ବୁଧବାର ଦିନ ବିସ୍ଫୋରଣ ଘଟି ୧୮ ଜଣ ଭାରତୀୟଙ୍କ ସମେତ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୁଡାନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । FIRE INCIDENT : SEELA CERAMIC FACTORY, BAHRI,…

ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ: ଭାଗନେଲେ ଦୁଇ ଓଡିଆ ଝିଅ

ଭୁବନେଶ୍ୱର: ଜାତିସଂଘର ଶିଶୁ ଅଧିକାର ଘୋଷଣା ନାମାର ୩୦ ବର୍ଷ ପୂର୍ତ୍ତିକୁ ସାରା ବିଶ୍ଵ ପାଳନ କରୁଛି । ଏହି ଅବସରରେ ବ୍ୟାଙ୍କକ୍ ଏସୀୟ ଶିଶୁ ସମ୍ମିଳନୀ ଭାଗ ନେଇଛନ୍ତି ଦୁଇ ଓଡିଆ ଝିଅ । ସାଇଭାକ୍ ଆଞ୍ଚଳିକ ସଚିବାଳୟ (ଏସଆରଏସ), ସିଆରସି ଏସିଆ, ଏସିଡବ୍ଲୁସି ଥାଇଲାଣ୍ଡ ମିଳିତ ସହଯୋଗରେ…

ନାରୀ ସୁରକ୍ଷା ଦିଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ, ଜାଣନ୍ତୁ କ’ଣ

ଚଣ୍ଡିଗଡ଼: ଦେଶରେ ପ୍ରାୟତଃ ସମସ୍ତ ସ୍ଥାନ ଦିନକୁ ଦିନ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି । ନାରୀ ନିର୍ଯ୍ୟାତନା ତଥା ଦୁଷ୍କର୍ମ ଘଟଣା ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି । ଏଭଳି କ୍ଷେତ୍ରରେ ପଞ୍ଜାବ ସରକାର ନାରୀଙ୍କ ସୁରକ୍ଷା ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ…

ସୋସିଆଲ ନେଟୱର୍କରେ ୬୭ ଲକ୍ଷ ପ୍ରଶଂସକ ଜୁଟାଇଥିବା ଲିଲ୍ ବବ୍ ବିଲେଇର ଦେହାନ୍ତ !

ନ୍ୟୁୟର୍କ: ସୋସିଆଲ ନେଟୱର୍କର ସବୁଠାରୁ ଲୋକପ୍ରିୟ ବିଲେଇ ଲିଲ୍ ବବର ୮ ବର୍ଷ ବୟସରେ ମୃତ୍ୟୁ ଘଟିଛି । ଆମେରିକାର ଏହି ଗେଡା ବିଲେଇର ଫେସବୁକ୍, ଇଂଷ୍ଟ୍ରାଗ୍ରାମ, ଟୁଇଟର ଓ ୟୁଟ୍ୟୁବରେ ୬୭ ଲକ୍ଷ ପ୍ରଶଂସକ ରହିଛନ୍ତି । ସାଧାରଣ ବିଲେଇଙ୍କଠାରୁ ଏହାର ରୂପ ଭିନ୍ନ ହୋଇଥିବାରୁ ଖୁବ୍ ଶୀଘ୍ର ସେ…

ଝାଡ଼ଖଣ୍ଡରେ ୨ୟ ପର୍ଯ୍ୟାୟ ମତଦାନ ଡ଼ିସେମ୍ବର ୭ରେ, ୨୦ଟି ଆସନରେ ହେବ ଭୋଟଗ୍ରହଣ

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ଲାଗି ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେବ ୨ୟ ପର୍ଯ୍ୟାୟ ଭୋଟଗ୍ରହଣ । ଏହି ନିର୍ବାଚନ ଲାଗି ନିର୍ବାଚନ ପ୍ରଚାର ପହଞ୍ଚିଛି ଚୂଡ଼ାନ୍ତ ପର୍ଯ୍ୟାୟରେ । ଅଧିକାଂଶ ପ୍ରାର୍ଥୀମାନେ ଘରଘର ବୁଲି ଭୋଟ ସମର୍ଥନ ସଂଗ୍ରହ କରୁଥିବା ବେଳେ କେତେକ ନିର୍ବାଚନ ମଣ୍ଡଳୀରେ…

ପି.ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ଦିନ ସୁପ୍ରିମୋକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଚିଦାମ୍ବରମଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା…

ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’; ଜାଣନ୍ତୁ କାହିଁକି ହୁଏ ପାଳିତ

ଭୁବନେଶ୍ୱର: ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଇଆସୁଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ…

ମୂହୁର୍ତ୍ତକରେ ମିଳିବ ୧ ଲକ୍ଷ ପର୍ଯ୍ୟନ୍ତ ଋଣ; ଭାରତରେ ଲଞ୍ଚ ହେଲା ସାଓମିର ‘ଏମଆଇ କ୍ରେଡିଟ’ ଲୋନ…

ଭୁବନେଶ୍ୱର: ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମି ମଙ୍ଗଳବାର ଦିନ ଭାରତୀୟ ବଜାରରେ ଲଞ୍ଚ କଲା ନିଜର ପର୍ସନାଲ ଲୋନ ସର୍ଭିସ 'ଏମଆଇ କ୍ରେଡିଟ' | ଏହା ହେଉଛି ଏମଆଇ ପେ ପରେ ଦ୍ୱିତୀୟ ଫାଇନାନସିଆଲ ସର୍ଭିସ ଯାହା ଭାରତୀୟ ବଜାରରେ ଲଞ୍ଚ କରିଛି | ଅନଲାଇନ କ୍ରେଡିଟ ଲ୍ୟାଣ୍ଡିଙ୍ଗ…