Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାରାଷ୍ଟ୍ର ରାଜନୀତି: ଆଜି ସାଢ଼େ ୧୦ ଟାରେ ସୁପ୍ରିମକୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ମହାରାଷ୍ଟ୍ର ରାୟ । ତେବେ ସୋମବାର ମହାରାଷ୍ଟ୍ରର ରାଜନୈତିକ ସମ୍ବନ୍ଧୀୟ ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ପୂର୍ବାହ୍ଣ ୧୦ଟା ୩୦ରେ ଏହି ରାୟ ପ୍ରକାଶ ପାଇବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ…

ରାଜ୍ୟର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳରୁ ବାୟୋଡିଜେଲ ପ୍ରସ୍ତୁତ ହେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡିଶାର ୫ଟି ସ୍ଥାନରେ ବ୍ୟବହୃତ ରନ୍ଧନ ତୈଳ(ୟୁସିଓ)ରୁ ବାୟୋଡିଜେଲ ଉତ୍ପାଦନ କରିବା ପାଇଁ ତୈଳ ବିପଣନ କମ୍ପାନୀମାନଙ୍କ ପକ୍ଷରୁ ଏକ୍ସପ୍ରେସନ୍ ଅଫ୍ ଇନ୍ଟ୍ରେଷ୍ଟ୍(ଇଓଆଇ) ପ୍ରଦାନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଲୋକସଭାରେ ଲିଖିତ…

ଡିସେମ୍ବର ପ୍ରଥମ ସପ୍ତାହରେ ଇଜିପ୍ଟରୁ ଆସି ପହଁଚିବ ୬୦୯୦ ମେଟ୍ରିକ ଟନ୍ ପିଆଜ !

ନୂଆଦିଲ୍ଲୀ: କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଶ୍ରୀ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ଏଥିପୂର୍ବରୁ ଗତ ୨୩ ତାରିଖରେ ସଚିବଙ୍କ ପକ୍ଷରୁ ଏ…

ମହାରାଷ୍ଟ୍ରକୁ ନେଇ ଲୋକସଭାରେ ପ୍ରବଳ ହଟ୍ଟଗୋଳ; ଗଣତନ୍ତ୍ରର ହତ୍ୟା ବୋଲି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମହାସଙ୍କଟ ଦେଇ ଗତି କରୁଛି ଏବେ ମହାରାଷ୍ଟ୍ରର ରାଜନୀତି । ମହାରାଷ୍ଟ୍ର ବିଧାନସଭା ଏବଂ ରାଜଭବନ ଅତିକ୍ରମ କରିବା ପରେ ସକାଳେ ସୁପ୍ରିମକୋର୍ଟରେ ଦେବେନ୍ଦ୍ର ଫଡ଼ନାଭିସଙ୍କ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ନେଇ ଶୁଣାଣି ଚାଲିଥିଲା । ତେବେ ଏହି ରାଜନୈତିକ ଉଷ୍ମତାର ଗରମାଗରମ…

ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ: ଆସନ୍ତାକାଲି ସୁପ୍ରିମକୋର୍ଟ ଦେବେ ଚୂଡ଼ାନ୍ତ ରାୟ

ନୂଆଦିଲ୍ଲୀ: ସୋମବାର ସକାଳ ୧୦ଟା ୩୦କୁ ସମସ୍ତେ ଅପେକ୍ଷା କରିଥିଲେ ମଧ୍ୟ ସୁପ୍ରିମକୋର୍ଟ ତାଙ୍କର ରାୟକୁ ଆସନ୍ତାକାଲି ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି । ଅର୍ଥାତ ମଙ୍ଗଳବାର ଦିନ ୧୦ଟା ୩୦ ସମୟରେ ମହାରାଷ୍ଟ୍ର ବିଧାନସଭାର ସଂରକ୍ଷିତ ଶୁଣାଣି ତାଙ୍କର ଚୂଡ଼ାନ୍ତ ରାୟରେ ପ୍ରକାଶିତ କରିବେ ।…

ଫିଲ୍ମ ଷ୍ଟାଇଲରେ ଫ୍ଲାଏଓଭରରୁ ହଠାତ୍ ଉଡି ଆସିଲା କାର୍; ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା

ହାଇଦ୍ରାବାଦ: ହାଇଦ୍ରାବାଦର ରାଏଦୁର୍ଗମ ଅଞ୍ଚଳସ୍ଥିତ ନ୍ୟୁ ବାୟୋଡାଇଭର୍ସିଟି ଫ୍ଲାଏଓଭରରେ ଆସୁଥିବା ଏକ ଦ୍ରୁତଗାମୀ କାର୍ କୌଣସି କାରଣବଶତଃ ଭାରସାମ୍ୟ ହରାଇ ହଠାତ୍ ତଳକୁ ଖସିପଡୁଛି । ଏହି ଘଟଣାରେ ଜଣେ ପଥଚାରୀ ମୃତ୍ୟୁବରଣ କରିଥିବା ବେଳେ କାର୍ ଡ୍ରାଇଭର୍ ଓ ଅନ୍ୟ୨ଜଣ ଆହତ ହୋଇଥିବା ନେଇ…

ପୁଣି ଇତିହାସ ରଚିବ ଇସ୍ରୋ; ୨୭ ଡ଼ିସେମ୍ବରରେ ଲଞ୍ଚ କରିବ ୧୪ ସାଟେଲାଇଟ୍

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଆଉଥରେ ୨୭ ଡ଼ିସେମ୍ବରରେ ଇତିହାସ ରଚିବାକୁ ଯାଉଛି | ଇସ୍ରୋ ୨୭ ଡ଼ିସେମ୍ବର ଏକାଥରକେ ୧୪ଟା ସ୍ୟାଟେଲାଇଟ ଲଞ୍ଚ କରିବାକୁ ଯାଉଛି | ସକାଳ ୯ଟା ବାଜି ୨୮ ମିନିଟରେ ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟା ରକେଟ ଲଚିଂ ପ୍ୟାଡ଼ରୁ ଏହିସବୁ…

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲା: ସମସ୍ତ ପକ୍ଷକୁ ନୋଟିସ ଜାରି କଲେ କୋର୍ଟ, ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ଶନିବାର ସକାଳୁ ନାଟକୀୟ ଢଙ୍ଗରେ ରାଜନୈତିକ ପରିବର୍ତ୍ତନ ଉପରେ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣି କରିଛନ୍ତି । ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ଶିବସେନା, ଏନସିପି ଓ କଂଗ୍ରେସ ପକ୍ଷରୁ ସୁପ୍ରିମ…

ଆଧାର ପକ୍ଷରୁ ଲଞ୍ଚ ହେଲା ନୂଆ ମୋବାଇଲ ଆପ୍ସ…

ଭୁବନେଶ୍ୱର: ଆଧାର ସମ୍ବନ୍ଧୀୟ ନିଜର ସବୁ ଦରକାରୀ ଡାଟା ଡାଉନଲୋଡ ପାଇଁ ୟୁ.ଆଇ.ଡି.ଏ.ଆଇ ଆଧାର ଲଞ୍ଚ କଲା ତାର ନୂଆ ମୋବାଇଲ ଆପ୍ସ ଜ୍ଝ ଫଳରେ ପୁରୁଣା ଆପ୍ସ ଆଉ କାମ କରିବନି । ଏନେଇ ୟୁ.ଆଇ.ଡି.ଏ.ଆଇ ତାର ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ କରିଛି ।…

୨୦୨୫ ସୁଦ୍ଧା ପ୍ରତିରକ୍ଷା ବିଭାଗରେ ୨୦ରୁ ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ: କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୦୨୫ ମସିହା ସୁଦ୍ଧା ଦେଶରେ ୨୦ରୁ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି । ଏସମ୍ପର୍କରେ ସୂଚନା ଦେବାକୁ ଯାଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର…