Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପ୍ରଦୂଷଣ ରୋକିବାକୁ ବିଶ୍ୱପ୍ରସିଦ୍ଧ ‘ତାଜମହଲ’ରେ ଲାଗିଲା ଏୟାର୍ ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଏବେ ପ୍ରଦୂଷିତ ବାୟୁରେ କବଳିତ । ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ଦୁଇଟି ଏୟାର୍ ପ୍ୟୁରିଫାୟର ସଂଯୋଗ…

ଭାରତରେ ୬ ବର୍ଷରେ ୯୦ ଲକ୍ଷ ବେକାରୀ !

ଭୁବନେଶ୍ୱର: ଦେଶରେ ଚାକିରିର ମାତ୍ରା ଦୃତଗତିରେ ହ୍ରାସ ପାଇବାରେ ଲାଗିଛି । ଏପରିକି ୨୦୧୧ରୁ ୨୦୧୮ ମଧ୍ୟରେ ଦେଶରେ ୯୦ଲକ୍ଷ ଲୋକ ଚାକିରି ହରାଇଲେଣି । ଏଭଳି ତଥ୍ୟ ରଖିଛନ୍ତି, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ମହେରୋତ୍ରା ଓ ଜଜାତି କେ ପରିଡ଼ା । ଅଜିମ୍ ପ୍ରେମ୍ ଜି…

ଜମ୍ମୁ-କାଶ୍ମୀରରେ ଗ୍ରେନେଡ଼ ଆକ୍ରମଣ; ଜଣେ ମୃତ ୧୫ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ଦିନ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଶ୍ରୀନଗରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ଆକ୍ରମଣ କରିଥିଲେ। ତେବେ ଏଥିରେ କୌଣସି ସୁରକ୍ଷାକର୍ମୀଙ୍କର…

ଆଜି ଶିବସେନା-ବିଜେପି ବୈଠକ; ବିଜେପି ଉପରେ ଚାପ ପ୍ରୟୋଗ କରିବେ ଉଦ୍ଧବ ଠାକରେ !

ମୁମ୍ବାଇ: ମହାରାଷ୍ଟ୍ରରେ ଶାସନ କ୍ଷମତାକୁ ନେଇ ବିଜେପି-ଶିବସେନା ମହାମେଣ୍ଟରେ ଯେଉଁ ଫାଟ ସୃଷ୍ଟି ହୋଇ ସମସ୍ୟା ସୃଷ୍ଟି ହୋଇଛି ତାହାର ସ୍ଥାୟୀ ସମାଧାନ ଲାଗି ଆଜି ନୂଆଦିଲ୍ଲୀଠାରେ ଏହି ଦୁଇ ଦଳର ୨ଟି ଲଗାତର ବୈଠକ ଅନୁଷ୍ଠିତ ହେଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ପ୍ରକାଶ । ମହାରାଷ୍ଟ୍ର…

ଦିଲ୍ଲୀରେ ଅସମ୍ଭାଳ ପ୍ରଦୂଷଣ: ଆଜିଠୁ ଅଡ୍-ଇଭନ୍ ନିୟମ ଲାଗୁ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅସମ୍ଭାଳ ହୋଇଥିବା ବେଳେ ସୋମବାର ଠାରୁ ଅଡ୍-ଇଭନ୍ ଗାଡି ଚଳାଚଳ ହେବା ନେଇ କେଜ୍ରିୱାଲ୍ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ନେଇ ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୦୦ରୁ ଅଧିକ ଟ୍ରାଫି୍ ପୋଲିସ ସଜାଗ ହୋଇ ରହିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ…

ମାର୍ଚ୍ଚ ୨ରୁ ଆରମ୍ଭ ହେବ ସିବିଏସଇ ବୋର୍ଡ଼ ପରୀକ୍ଷା !

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ୨୦୨୦ ବୋର୍ଡ଼ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ସିବିଏସଇ ପକ୍ଷରୁ ଶନିବାର ଦିନ ପ୍ରକାଶିତ ହୋଇଥିବା ବାର୍ଷିକ ୨୦୧୯-୨୦ କ୍ୟାଲେଣ୍ଡରରୁ ଏହା ଜଣାପଡ଼ିଛି । ମାର୍ଚ୍ଚ ୧ମ ସପ୍ତାହରେ ପରୀକ୍ଷା…

କାଶ୍ମୀରର ସରକାରୀ ସ୍କୁଲରେ ନିଆଁ ଲଗାଇଲେ ଆତଙ୍କବାଦୀ

କାଶ୍ମୀର: ଦକ୍ଷିଣ କାଶ୍ମୀରର ସୋଫିଆନ ଜିଲ୍ଲା ଅନ୍ତର୍ଗତ କୁମୁଦଲାନ ଗ୍ରାମର ସରକାରୀ ସ୍କୁଲରେ ଏକ ଆତଙ୍କବାଦୀ ଦଳ ଶୁକ୍ରବାର ବିଳମ୍ୱିତ ରାତିରେ ନିଆଁ ଲଗାଇଦେଇଛନ୍ତି । ଏହି ସ୍କୁଲରେ ଶନିବାର ସକାଳୁ ଛାତ୍ରଛାତ୍ରୀ ମାନଙ୍କର ବୋର୍ଡ ପରୀକ୍ଷା ହେବାର ଥିଲା । ଆତଙ୍କବାଦୀ ମାନେ ସ୍କୁଲ ଘର…

ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ର କର୍ପୋରେଟ ବିଭାଗର ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ

ଭୁବନେଶ୍ୱର: ଓଡ଼ିଆ ଆଇଇଏସ ଅଧିକାରୀ ନନ୍ଦିତା ମିଶ୍ରଙ୍କୁ କେନ୍ଦ୍ର ସରକାରଙ୍କ କର୍ପୋରେଟ ବିଭାଗରେ ଅର୍ଥ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଅର୍ଥନୈତିକ ପରାମର୍ଶଦାତା ଭାବେ ଏହି ପୂର୍ବତନ ଆଇଇଏସ ଅଧିକାରୀ ଦାୟିତ୍ୱ ବହନ କରି କାର୍ଯ୍ୟରତ ଥିଲେ…

ସୁୁପ୍ରିମକୋର୍ଟଙ୍କ ଏହି ୪ଟି ଗୁରୁତ୍ୱପୂର୍ଣ୍ଣ ରାୟକୁ ଅପେକ୍ଷା; କ’ଣ ଏହି ମାମଲା ଜାଣନ୍ତୁ…

ନୂଆଦିଲ୍ଲୀ: ଆଗାମୀ ୧୦ ଦିନ ମଧ୍ୟରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କେତେକ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ରାୟ ପ୍ରଦାନ କରିବାକୁ ଯାଉଛନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଯେଉଁସବୁ ରାୟ ସୁପ୍ରିମକୋର୍ଟ ପ୍ରକାଶ କରିବେ ସେଥିମଧ୍ୟରେ ୪ଟି ଅତ୍ୟନ୍ତ ସମ୍ବେଦନଶୀଳ ମାମଲା ରହିଛି…

ବିପଦପୂର୍ଣ୍ଣ ହେଲା ଦିଲ୍ଲୀ ପ୍ରଦୂଷଣ ପରିସ୍ଥିତି; ବଣ୍ଟନ ହେବ ୫୦ ଲକ୍ଷ ମାସ୍କ !

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ପରିସ୍ଥିତି ଏବେ ଚିନ୍ତାଜନକ ପାଲଟିଛି । ବିଷାକ୍ତ ବାୟୂ ଯୋଗୁଁ ଦିନରେ ମଧ୍ୟ ଦିଲ୍ଲୀ ଆକାଶ ଧୁଆଁମୟ ହୋଇ ପଡ଼ିଛି । ଇପିସିଏ କର୍ତ୍ତୃପକ୍ଷଙ୍କ ସର୍ବେକ୍ଷଣ ଅନୁଯାୟୀ ଶୁକ୍ରବାର ଦିନ ଦିଲ୍ଲୀରେ ପିଏମ ୨.୫ ୫୦୦ ସ୍ତର ଅତିକ୍ରମ କରିସାରିଛି, ଯାହାକି…