Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶ୍ରୀନଗର ଚେକ୍ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ; ୧ ଯବାନ ସହିଦ

ଜାମ୍ମୁ-କଶ୍ମୀର: ଜାମ୍ମୁ-କାଶ୍ମୀର ପରିମପୋରା ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଏହି ଲଢ଼େଇରେ ସିଆରପିଏଫର ଜଣେ ଯବାନ ସହିଦ ହୋଇଛନ୍ତି । ସେପଟେ ଭାରତୀୟ ସେନାଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଶ୍ରୀନଗରର ଲାଭେପୋରା…

ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ ସଦସ୍ୟ: ଅମିତ ଶାହା

ନୂଆଦିଲ୍ଳୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପାଇଁ ଗଠନ ହୋଇଥିବା ଟ୍ରଷ୍ଟରେ ରହିବେ ୧୫ ଜଣ ସଦସ୍ୟ । ଏହି କମିଟିରେ ସର୍ବଦା ଜଣେ ଦଳିତ ସମାଜର ସଦସ୍ୟ ମଧ୍ୟ ରହିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ବୁଧବାର ଅମିତ ଶାହା ଟ୍ୱିଟ୍ କରି ରାମ ମନ୍ଦିରକୁ ନେଇ…

ଦିଲ୍ଲୀ ନିର୍ବାଚନ: ଜୋର ଧରିଲା ନିର୍ବାଚନ ପ୍ରଚାର, ମୈଦାନକୁ ଓହ୍ଲାଇଲେ ବିହାରର ବଡ ନେତା

ନୂଆଦିଲ୍ଲୀ: ଦିଲ୍ଲୀରେ ଡେରା ପକାଇଲେ ବିହାର ମନ୍ତ୍ରୀ । ଦିଲ୍ଲୀ ବିଧାନସଭା ଆସନ ହାତେଇବାକୁ ନେତା କରୁୂଛନ୍ତି କସରତ । ତେବେ ଫେବୃଆରୀ ୮ରେ ହେବାକୁ ଥିବା ନିର୍ବାଚନରେ ଜେଡିୟୁ ଦିଲ୍ଲୀର ୭୦ଟି ବିଧାନସଭା ସିଟରୁ ୨ଟିରେ ଲଢୁଛି । ସେମିତି ଆରଜେଡି ୪ଟି ସିଟରେ ନିଜର ଭାଗ୍ୟ ପରୀକ୍ଷା କରୁଛି ।…

ରାମ ମନ୍ଦିର ଟ୍ରଷ୍ଟକୁ କେନ୍ଦ୍ର କ୍ୟାବିନେଟର ମଂଜୁରୀ

ମୋଦି କ୍ୟାବିନେଟରେ ଆଜି ରାମ ମନ୍ଦିର ଟ୍ରଷ୍ଟକୁ ମଂଜୁରୀ ମିଳିଯାଇଛି । ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ଟ୍ରଷ୍ଟର ନାଁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ହେବ । କ୍ୟାବିନେଟ ବୈଠକରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ସଂସଦରେ କହିଛନ୍ତି,…

ପକ୍ଷୀ ପରି ଆକାଶରେ ଉଡିବାକୁ ଚାହୁଁଥିଲେ ଯାଆନ୍ତୁ ଏହି ସ୍ଥାନକୁ…

ଭୁବନେଶ୍ୱର: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ । ତେବେ ଆପଣଙ୍କ ଆକାଶରେ ଉଡ଼ିବାର ଇଚ୍ଛାକୁ ପୁରଣ କରିବାକୁ ଚାହୁଁଥଲେ କରନ୍ତୁ ପାରାଗ୍ଲାଇଡ଼ିଙ୍ଗ । ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ।…

ତାଜମହଲକୁ ମଧ୍ୟ ବିକ୍ରି କରିଦେବ ବିଜେପି: ରାହୁଲ

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଜୋରସୋରରେ ଚାଲିଛି ପ୍ରଚାର । ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧାଇବାକୁ ଲାଗିପଡ଼ିଛନ୍ତି ଷ୍ଟାର ପ୍ରଚାରକ । ଦିଲ୍ଳୀ ଶାସନ ଗଦିରେ ବସିବା ପାଇଁ ପ୍ରତ୍ୟେକ ଦଳ ବିରୋଧୀଙ୍କୁ ଟାର୍ଗେଟ କରିବାରେ ଲାଗିପଡ଼ିଛନ୍ତି । ଏହାରି ଭିତରେ ଆଜି କଂଗ୍ରେସ…

କରୋନା ଆତଙ୍କ: ଜାହାଜରେ ଫସି ରହିଲେ ୩୭୦୦ ଯାତ୍ରୀ

ୟୋକୋହାମା : ଜାପାନରେ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଏକ ଜାହାଜରେ ଥିବା ୩ହଜାର ୭୧୧ ଯାତ୍ରୀଙ୍କୁ ଅଲଗ।। ରଖିବାର ବ୍ୟବସ୍ଥା କରାଯାଇଛି । ସୂଚନା ମୁତାବକ, ୟୋକୋହାମାରେ ସୋମବାର ଦିନ ପହଂଚିଥିବା ଏକ ଜାହାଜରେ ୮ଜଣଙ୍କ ଠାରେ ଜ୍ୱରର ଲକ୍ଷଣ ଦେଖାଯାଇଥିଲା । ଏହାପରେ ୟୋକୋହାମା କୂଳରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର‌୍ୟାପର୍ ବାଦଶାହ

ମୁମ୍ବାଇ:ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବଲିଉଡ ସିଙ୍ଗର ତଥା ର‌୍ୟାପର ବାଦଶାହ । ପଂଜାବ ଲୁଧିଆନାଠାରେ ତାଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରୁ ବାଦ୍‌ଶାହ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେ ପୁରାପୁରି ସୁରକ୍ଷିତ ଥିବା ଜଣାପଡିଛି । ତେବେ ଦୁର୍ଘଟଣାରେ ତାଙ୍କ ଗାଡି…

୩୭୦ ହଟିବା ପରେ ଆତଙ୍କବାଦୀ ସଂଗଠନଠାରୁ ଦୂରେଇ ରହୁଛନ୍ତି ଯୁବପିଢ଼ୀ

ନୂଆଦିଲ୍ଲୀ: ଭାରତ ସରକାର ୩୭୦ ଧାରା ହଟାଇବା ପରେ ଏହାର ପ୍ରଭାବ ଜମ୍ମୁ-କଶ୍ମୀରରେ ଏବେ ଦେଖିବାକୁ ମିଳୁଛି । ସୁରକ୍ଷା ଏଜେନ୍ସିର ଏକ ଆଭ୍ୟନ୍ତରୀଣ ତଥ୍ୟ ଅନୁସାରେ ୨୬ ଜାନୁୟାରୀ ୨୦୧୯ରୁ ଜାନୁୟାରୀ ୨୦୨୦ ମଧ୍ୟରେ କେବଳ ୨୮ ଜଣ ଯୁବକ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି । ସେହିପରି ୧…

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ, ଜଣେ ନାଗରିକ ମୃତ

ଜମ୍ମୁ-କାଶ୍ମୀର: ସୁଧୁରୁନି ପାକିସ୍ତାନ । ସୀମାରେ ବାରମ୍ବାର କରୁଛି ଅସ୍ତ୍ର ବିରତି ଉଲଂଘନ । ଜମ୍ମୁ-କଶ୍ମୀର କୁପୱାଡାରେ ଥିବା ତଙ୍ଗଧାର ସେକ୍ଟରରେ ସୋମବାର ରାତିରେ ପାକିସ୍ଥାନ ଗୁଳିମାଡ କରିଛି । ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି । ସେପଟେ…