Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦ ମାମଲା: ଜାଣନ୍ତୁ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି କରି ସୁପ୍ରିମକୋର୍ଟ ଶନିବାର ଦିନ ଐତିହାସିକ ରାୟ ପ୍ରକାଶ କରିଛନ୍ତି । ଏହି ଅବସରରେ ଶୁଣାଣି କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି…

ଅଯୋଧ୍ୟା ଜମି ବିବାଦ ଶୁଣାଣି: ରାଜସ୍ଥାନରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଜୟପୁର: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି ଶନିବାର ଦିନ ପ୍ରକାଶ ପାଇବ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିବାଦ ହୋଇଥିବାରୁ କୌଣସି ପ୍ରକାର ଅପ୍ରିତିକର ଘଟଣାକୁ ଏଡାଇବାକୁ ଯାଇ ରାଜସ୍ଥାନ…

ଅଯୋଧ୍ୟା ମାମଲା: ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ପାଇଁ ନବୀନ ଓ ମୋଦିଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦେଶର ସମ୍ବେଦନଶୀଳ ତଥା ବହୁ ଚର୍ଚ୍ଚିତ ଅଯୋଧ୍ୟାରେ ରାମଜନ୍ମ ଭୂମି ଓ ବାବ୍ରୀ ମସଜିଦକୁ ନେଇ ବିବାଦୀୟ ଜମି ମାମଲାର ଚୂଡାନ୍ତ ଶୁଣାଣି ଶନିବାର ଦିନ ପ୍ରକାଶ ପାଇବ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ମାମଲାର ଚୂଡାନ୍ତ…

ପାକିସ୍ତାନର ଅସ୍ତ୍ର ବିରତି ଉଲଂଘନ; ଜଣେ ଭାରତୀୟ ଯବାନ ସହିଦ

ପୁଞ୍ଚ: ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା କେଜି ସେକ୍ଟରଠାରେ ଶୁକ୍ରବାର ସକାଳୁ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ର ବିରତି ଉଲଂଘନ କରାଯାଇ ଗୁଳି ଚଳାଇବା ସହ ସେଲିଙ୍ଗ ନିକ୍ଷେପ କରାଯାଇଛି । ଏଥିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ଭାରତୀୟ ସେନା ମଧ୍ୟ ଏହାର କଡା ଜବାବ…

ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ହାଇ ଆଲର୍ଟ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ତଥା ସମ୍ବେଦନଶୀଳ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଭାରତର ସମସ୍ତ ରାଜ୍ୟ ଗୁଡ଼ିକୁ ହାଇ ଆଲର୍ଟ ଜାରି କରିଛନ୍ତି ବୋଲି ଏନଡ଼ିଟିଭିରେ ରିପୋର୍ଟ ପ୍ରକାଶ ପାଇଛି । ବିଶେଷକରି ସୋସିଆଲ୍ ମିଡ଼ିଆ…

ଉଚ୍ଚସ୍ତରୀୟ ବୈଠକରେ ‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର…

ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ ୟୁନିଟି; ବର୍ଷକୁ ରୋଜଗାର କଲା ଏତିକି ଟଙ୍କା , ଜାଣନ୍ତୁ

ନୂଆଦିଲ୍ଲୀ: ଶହଶହ ବର୍ଷ ଧରି ଭାରତର ରାଜଧାନୀରେ ଦେଶର ଗରିମା ସାରା ବିଶ୍ୱରେ ବଜାଇ ରଖିଥିବା ତାଜମହଲକୁ ପଛରେ ପକାଇ ଦେଇଛି ଗୁଜରାଟର କେବାଡିଆର ସର୍ଦ୍ଦାର ସରୋବର ବନ୍ଧ ନିକଟରେ ନିର୍ମିତ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟରର ପ୍ରତିମୂର୍ତ୍ତି 'ଷ୍ଟାଚ୍ୟୁ ଅଫ୍‌ ୟୁନିଟି' ।…

ଭାରତୀୟ ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ପ୍ରଦର୍ଶନୀ

ଅହମ୍ମଦାବାଦ: ଭାରତର ପ୍ରାଚୀନ ଜନଜାତି ଗଣ୍ଡ୍ ସମ୍ପ୍ରଦାୟର କଳା ଓ ପରମ୍ପରାକୁ ଏକ ସୃଜନାତ୍ମକ ପରିଚୟ ଦେବା ନିମନ୍ତେ ଆଦାନୀ ଗ୍ରୂପ ପକ୍ଷରୁ ଆରମ୍ଭ କରାଯାଇଛି ଏକ ଅଭିନବ ତଥା ନୂତନ ପ୍ରୟାସ । ପ୍ରାୟ ୫୫୦ ନିୟୁତ ବର୍ଷ ପୂର୍ବେ ପୃଥିବୀ ପୃଷ୍ଠର ଏକ ବିଶାଳ ଭୂଖଣ୍ଡ ଗଣ୍ଡୱାନା ଲାଣ୍ଡ କୌଣସି…

ପୋଲିସଙ୍କୁ ଓକିଲଙ୍କ ଆକ୍ରମଣ ଘଟଣା: ନ୍ୟାୟ ଦାବିରେ ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ଦିଲ୍ଲୀର ତୀସ ହଜାରୀ କୋର୍ଟ ବାହାରେ ପୁଲିସ ଏବଂ ଆଇନଜୀବୀଙ୍କ ମଧ୍ୟରେ ହୋଇଥିବା ଖଣ୍ଡଯୁଦ୍ଧ ଘଟଣା ମଙ୍ଗଳବାର ଦିନ ଏକ ନୂଆମୋଡ଼ ନେଇଛି । ଏହାକୁ ପ୍ରତିବାଦ କରି ଗତ ତିନି ଧରି ଆଇନଜୀବୀମାନେ ଏଠାରେ ଧାରଣକୁ ଓହ୍ଲାଇ ଥିବାବେଳେ ଆଜି ପୁଲିସ କର୍ମୀମାନେ…

ପ୍ରଦୂଷଣ ରୋକିବାକୁ ବିଶ୍ୱପ୍ରସିଦ୍ଧ ‘ତାଜମହଲ’ରେ ଲାଗିଲା ଏୟାର୍ ପ୍ୟୁରିଫାୟର୍

ନୂଆଦିଲ୍ଲୀ: ଉତ୍ତର ଭାରତର ଅଧିକାଂଶ ଅଞ୍ଚଳ ଏବେ ପ୍ରଦୂଷିତ ବାୟୁରେ କବଳିତ । ଦେଶର ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶରେ ବାୟୁ ପ୍ରଦୂଷଣ ଯୋଗୁଁ ଏବେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱପ୍ରସିଦ୍ଧ ତାଜମହଲ ପରିସରରେ ଦୁଇଟି ଏୟାର୍ ପ୍ୟୁରିଫାୟର ସଂଯୋଗ…