Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଆଲିବାବା’ ଅଧ୍ୟକ୍ଷ ପଦ ଛାଡିଲେ ଜ୍ୟାକ୍ ମା’ !

ବେଜିଂ: ବିଶ୍ୱର ସବୁଠୁ ବଡ ଇ-କମର୍ସ କମ୍ପାନୀ ‘ଆଲିବାବା’ ଗ୍ରୁପର ସ୍ଥାପନା କରିଥିବା ଜ୍ୟାକ୍ ମା’ ମଙ୍ଗଳବାର ଦିନ ଅଧ୍ୟକ୍ଷ ପଦରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଏବେ କମ୍ପାନୀ ଭାର୍ ଡାନିଏଲ୍ ଝାଗଂ ସମ୍ଭାଳିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ, ୫୫ ବର୍ଷୀୟ ଜ୍ୟାକ୍…

ଚନ୍ଦ୍ରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ‘ଲ୍ୟାଣ୍ଡର ବିକ୍ରମ’: ଇସ୍ରୋ

ନୂଆଦିଲ୍ଲୀ: ଅନେକ ଆଶା ଆଶଙ୍କା ମଧ୍ୟରେ ଇସ୍ରୋ ପକ୍ଷରୁ ଚନ୍ଦ୍ରାୟଣ-୨ କୁ ନେଇ ଆଉ ଏକ ଖୁସି ଖବର ମିଳିଛି । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅବସ୍ଥାରେ ଅଛି ଏବଂ ବିକ୍ରମର କୌଣସି ବି ଅଂଶ ଭାଙ୍ଗିରୁଜି ଯାଇନାହିଁ ବୋଲି ସୋମବାର ଦିନ ଇସ୍ରୋ ପକ୍ଷରୁ ସୂଚନା…

ମିଳିଲା ‘ଲ୍ୟାଣ୍ଡର ବିକ୍ରମ’ର ସନ୍ଧାନ: ଇସ୍ରୋ

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ମିଶନ ଚନ୍ଦ୍ରଯାନ-୨ର ସଫଳତା ନେଇ ସାମାନ୍ୟ ଆଶା ଦେଖାଯାଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ‘ବିକ୍ରମ’ ଲ୍ୟାଣ୍ଡର ପାଦ ଥାପିବାର କିଛି ସେକେଣ୍ଡ ପୂର୍ବରୁ ହିଁ ତାହାର ଯୋଗାଯୋଗ…

ଆରପାରିରେ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ

ନୂଆଦିଲ୍ଲୀ: ସୁପି୍ରମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ କେନ୍ଦ୍ର ଆଇନମନ୍ତ୍ରୀ ରାମ ଜେଠମଲାନୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ରବିବାର ଦିନ ଦେହାନ୍ତ ହୋଇଛି । ମୃତୁ୍ୟବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଉଲ୍ଲେଖଯୋଗ୍ୟ, ସେ ବିଜେପିର ସାଂସଦ ଭାବେ ରହିଥିବା ବେଳେ ସେ…

ଇସ୍ରୋ ପଛରେ ସାରାଦେଶ, ଏହି କଠିନ ସମୟରେ ଛୁଟୁଛି ସମର୍ଥନର ସୁଅ

ନୂଆଦିଲ୍ଲୀ:: ବିଜ୍ଞାନରେ ନାହିଁ ବିଫଳତାର ସ୍ଥାନ । କେବଳ ପ୍ରୟୋଗ ଏବଂ ପ୍ରୟାସର ଏକ ପାନ୍ଥଶାଳା । ୧୬୦୦ ବୈଜ୍ଞାନିକଙ୍କ ଦିନରାତି ପରିଶ୍ରମ ସହ ୪୮ ଦିନ ସତର୍କତାର ସଙ୍ଘର୍ଷ ଯାତ୍ରା ପରେ ଗତକାଲି ରାତି ୧.୫୫ ମିନିଟ ୪୦ ସେକେଣ୍ଡରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ଥିଲା ଚନ୍ଦ୍ରଯାନ-୨ ।…

ଚାନ୍ଦ୍ରାୟଣ – ୨ ଅଭିଯାନ ୯୫ ପ୍ରତିଶତ ସଫଳ ହୋଇଛି: ଇସ୍ରୋ

ବେଙ୍ଗାଲୁରୁ: ଶୁକ୍ରବାର ରାତି ୧:୫୫ ରେ ଚନ୍ଦ୍ରାୟଣ- ୨ ଅଭିଯାନରେ ବ୍ୟବହୃତ ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର କିଛି ମୂହୁର୍ତ୍ତ ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ କରିଥିଲା । ଏଇଠି ସମାପ୍ତ ହୋଇଥିଲା ଚନ୍ଦ୍ରଯାନ - ୨ର ସମସ୍ତ ଅଭିଯାନ । ଇସ୍ରୋର ଅଧ୍ୟକ୍ଷ ଏହି ଯୋଗାଯୋଗ…

ବିଫଳତାର ଶବ୍ଦ ବିଜ୍ଞାନରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କହିଛନ୍ତି, ବିଫଳତାର ଶବ୍ଦ ବିଜ୍ଞାନରେ ନାହିଁ । ବିଭିନ୍ନ କାରଣ ଯୋଗୁଁ ଇସ୍ରୋ ଭାରତକୁ ଭବିଷ୍ୟତରେ ଅନେକ ଖୁସି ଆଣିଦେଇ ଭାରତୀୟଙ୍କ ମୁଖରେ ଅନେକ ହସ ଫୁଟାଇପାରିବ ବୋଲି କହିଛନ୍ତି ମୋଦୀ । #WATCH PM Narendra Modi hugged…

ଚାନ୍ଦ୍ରାୟଣ-୨: ମଉଳିଗଲା ଆଶା, ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ବିଚ୍ଛିନ୍ନ ହେଲା ଯୋଗାଯୋଗ

ବେଙ୍ଗାଲୁରୁ: ଭାରତର ବହୁ ପ୍ରତୀକ୍ଷିତ ଚାନ୍ଦ୍ରାୟଣ-୨ ଅଭିଯାନ ଅସଫଳ ହୋଇଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ସାଉଥପୋଲ୍ ବା ଦକ୍ଷିଣମେରୁ ପୃଷ୍ଠଭୂମିରେ ପାଦ ଥାପିପାରିଲାନି ‘ବିକ୍ରମ’ ଲ୍ୟାଣ୍ଡର । ଇସ୍ରୋର ଅନ୍ତିମ ସୂଚନାନୁଯାୟୀ, ଲ୍ୟାଣ୍ଡର୍ ବିକ୍ରମ ଚନ୍ଦ୍ରର ପୃଷ୍ଠଦେଶରେ ଅବତରଣ…

ଚାନ୍ଦ୍ରାୟଣ-୨: ଆଉ କିଛି ସମୟ ପରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱବାସୀ ଏକ ଐତିହାସିକ ମୂହୁର୍ତ୍ତକୁ ଅପେକ୍ଷା କରିଛନ୍ତି । ଆଉ କିଛି ସମୟ ପରେ ଚାନ୍ଦ୍ରାୟଣ-୨ ର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହି ବିରଳ ମୂହୁର୍ତ୍ତକୁ ସମସ୍ତ ଭାରତବାସୀ କାଉଣ୍ଟ ଡ଼ାଉନ୍ କରିଚାଲିଛନ୍ତି । ଏହି ଚାନ୍ଦ୍ରାୟଣ-୨ ଅଭିଯାନର ଭାରତୀୟ…

ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ ଗାଡ଼ି: ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବ୍ୟାନ୍‌ କରିବେ ନାହିଁ, ଏ ନେଇ ଚିନ୍ତା ମଧ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ସଙ୍କଟରେ ଥିବା ଅଟୋ ମୋବାଇଲ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାରକୁ ଆଣିବାକୁ ସରକାର ଯଥାସମ୍ଭବ ସହାୟତା…