Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବ୍ୟାନ୍‌ ହେବନି ପେଟ୍ରୋଲ, ଡିଜେଲ ଗାଡ଼ି: ନୀତିନ ଗଡ଼କରୀ

ନୂଆଦିଲ୍ଲୀ: ସରକାର ପେଟ୍ରୋଲ ଓ ଡିଜେଲ ଗାଡ଼ିକୁ ବ୍ୟାନ୍‌ କରିବେ ନାହିଁ, ଏ ନେଇ ଚିନ୍ତା ମଧ୍ୟ କରାଯାଇନାହିଁ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି । ସଙ୍କଟରେ ଥିବା ଅଟୋ ମୋବାଇଲ ସେକ୍ଟରକୁ ମାନ୍ଦାବସ୍ଥାରୁ ବାହାରକୁ ଆଣିବାକୁ ସରକାର ଯଥାସମ୍ଭବ ସହାୟତା…

ଆମ୍ ଆଦମୀ ପାର୍ଟି ଛାଡିଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟିକା ଅଳକା ଲାମ୍ବା ଶୁକ୍ରବାର ଦିନ ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରିଛନ୍ତି । https://twitter.com/LambaAlka/status/1169832163711148033?s=08 ତାଙ୍କ…

ପି ଚିଦାମ୍ବରମ୍ ଗଲେ ତିହାର ଜେଲ୍, ୧୯ ତାରିଖ ଯାଏଁ ରିମାଣ୍ଡରେ ନେଲା ସିବିଆଇ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କୁ ପୁଣି ମିଳିଛି ଝଟକା । ଏବେ ସିବିଆଇ ହେପାଜତରେ ରହିଥିବା ଚିଦାମ୍ବରମଙ୍କୁ ଶେଷରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ତିହାର ଜେଲରେ…

ଜାକିର୍ ନାଏକ ପ୍ରତ୍ୟର୍ପଣ ନେଇ ମାଲେସିଆକୁ ଜଣାଇଲେ ମୋଦୀ

ମସ୍କୋ: ଏବେ ରୁଷିଆ ଗସ୍ତରେ ଅଛନ୍ତି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର୍ ପୁଟିନଙ୍କ ସହିତ ଆଲୋଚନା ପରେ କେତେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷୀକ ବୁଝାମଣାରେ ସ୍ୱାକ୍ଷର କରିଥିଲେ ମୋଦୀ । ମୋଦୀ ଗୁରୁବାର ଦିନ ମାଲେସିଆ ପ୍ରଧାନମନ୍ତ୍ରୀ…

ପି ଚିଦାମ୍ବରମ୍ ଓ କାର୍ତ୍ତିଙ୍କୁ ମିଳିଲା ଆଗୁଆ ଜାମିନ୍

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଏୟାରସେଲ୍ ମ୍ୟାକ୍ସିସ୍ ମାମଲାରେ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି । ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତ ଏହି…

ଚିଦାମ୍ବରମଙ୍କୁ ଝଟକା, ଅଗ୍ରୀମ ଜାମିନ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡ଼ିଆ ଦୁର୍ନିତୀ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ବଡ ଝଟକା । ତାଙ୍କ ଅଗ୍ରୀମ ଜାମିନ ଆବେଦନକୁ ଗୁରୁବାର ଦିନ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଫଳରେ ଆଇଏନଏକ୍ସ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ…

ରୁଷରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ, ଗୁରୁତ୍ୱପୂର୍ଣ୍ଣ ରାଜିନାମା ଓ ବୁଝାମଣା ହେଲା…

ମସ୍କୋ: ରୁଷିଆର ଭ୍ଲାଡ଼ିଭୋଷ୍ଟକଠାରେ ରୁଷ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ରାଜିନାମା ଏବଂ ବୁଝାମଣା ସ୍ୱାକ୍ଷରିତ ହୋଇଛି । #WATCH live from Vladivostok, Russia: PM Narendra Modi…

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଦିନ ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କୁ…

ପଞ୍ଜାବ: ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣଙ୍କ ଶୋଚନୀୟ ମୃତ୍ୟୁ

ଗୁରୁଦାସପୁର: ପଞ୍ଜାବର ଗୁରୁଦାସପୁର ଜିଲ୍ଲା ବାଟଲା ଅଞ୍ଚଳରେ ଥବା ଏକ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ଘଟି ୨୧ ଜଣ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଥିବା ଏନଡି ଟିଭିରେ ଖବର ପ୍ରକାଶିତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଅପରାହ୍ନ ପାଖାପାଖି ୪ଟା ସମୟରେ ଏହି ବିସ୍ଫୋରଣ…

ସହଯୋଗୀଙ୍କୁ ଚାପୁଡା ମାରିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଭିଡିଓ ଭାଇରାଲ

ବାଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ବୁଧବାର ଦିନ ନିଜର ସହଯୋଗୀଙ୍କୁ ମାଡ ମାରୁଥିବା ବେଳର ଏକ ଭିଡିଓ ଭାଇରାଲ ହେବାପରେ ଚର୍ଚ୍ଚା ଜୋର୍ ଧରିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…