Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମମତାଙ୍କ ମୁଣ୍ଡ ଫଟାଇଥିବା ଲାଲୁ ୨୯ ବର୍ଷ ପରେ ନିର୍ଦ୍ଦୋଶରେ ଖଲାସ

କୋଲକାତା: ନିର୍ଦ୍ଦୋଶରେ ଖଲାସ ହେଲେ ଲାଲୁ! ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପଶ୍ଚିମବଙ୍ଗର ଅଲ୍ଲୀପୁର କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଅଭିଯୁକ୍ତ ଲାଲୁ ଆଲମକୁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୯ ବର୍ଷ ତଳେ ତଥା ୧୯୯୦ ମସିହା ଅଗଷ୍ଟ ୧୬ ତାରିଖରେ ମମତାଙ୍କ…

ପୁଣି ଭାରତ ବିରୋଧୀ ମନ୍ତବ୍ୟ ଦେଲେ ଜାକିର୍ ନାଏକ !

ନୂଆଦିଲ୍ଲୀ: ବିବାଦୀୟ ଇସ୍ଲାମିକ ପ୍ରବଚକ ଜାକିର୍ ନାଏକ ଭାରତ ବିରୋଧରେ ପୁନର୍ବାର ବିଷ ଉଗାଳିଛନ୍ତି । ହିନ୍ଦୁ ବିରୋଧୀ ବିବାଦୀୟ ବୟାନ ଯୋଗୁଁ ତାଙ୍କ ସଂଗଠନ ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଡେସନ୨୦୧୬ରେ ନିଷିଦ୍ଧ ଘୋଷଣା ହେବାପରେ ଜାକିର୍ ମାଲେସିଆକୁ ଖସି ଚାଲିଯାଇଥିଲେ । ତେବେ ମାଲେସିଆର…

‘ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା’ର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ: କୃଷକଙ୍କ ଜୀବନକୁ ସୁରକ୍ଷିତ କରିବା ଲାଗି ଏକ ବୃହତ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଝାଡ଼ଖଣ୍ଡର ରାଞ୍ଚି ଠାରେ ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୬୦ ବର୍ଷ ବୟସ ଅତିକ୍ରମ କରିଥିବା ଦେଶର ପ୍ରାୟ ୫ କୋଟି…

ବହୁ ଚର୍ଚ୍ଚିତ ନିର୍ଭୟା ଘଟଣାର ତଦନ୍ତ ଅଫିସରଙ୍କୁ ମିଳିବ ‘ଏସିଆ ସୋସାଇଟି ଆୱାର୍ଡ଼’

ନୂଆଦିଲ୍ଲୀ: ଭାରତୀୟ ପୋଲିସ ଅଫିସର ଛାୟା ଶର୍ମା ଏସିଆ 'ସୋସାଇଟି' ଗେମ ଚେଞ୍ଜର ଆୱାର୍ଡ' ପାଇଁ ମନୋନିତ ହୋଇଛନ୍ତି। ଛାୟା ୨୦୧୨ ମସିହାରେ ଘଟିଥିବା ଲୋମଟାଙ୍କୁରା ନିର୍ଭୟା ଗଣବଳାତ୍କାର ଘଟଣାର ତଦନ୍ତର ନେତୃତ୍ୱ ନେଇଥିଲେ । ମିଳିଥିବା ସୂଚନା ଅନୁସାରେ ନ୍ୟୁୟର୍କ ଆଧାରିତ ଆଗଧାଡ଼ିର…

ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ବଢିବ ସେନାର ଶକ୍ତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଜିଲ୍ଲା କୁର୍ନୁଲ ଫାୟାରିଂ ରେଞ୍ଜରୁ ବୁଧବାର ଦିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନବ ବିହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ (ଏମପି-ଏଟିଜିଏମ୍)ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ସମ୍ପୂର୍ଣ୍ଣ ସ୍ୱଦେଶୀ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ଓଡ଼ିଆ ଆଇଏଏସ ଅଧିକାରୀ ପି କେ ମିଶ୍ର

ଭୁବନେଶ୍ୱର: ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇଏଏସ ଅଧିକାରୀ ପ୍ରମୋଦ କୁମାର ମିଶ୍ର ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରେ ଅତିରିକ୍ତ ପ୍ରମୁଖ ସଚିବ ରୂପେ କାର୍ଯ୍ୟ କରୁଥିଲେ ।…

‘ପିଓକେ’ରେ ଉଡ଼ିବ ତ୍ରିରଙ୍ଗା: କେନ୍ଦ୍ରମନ୍ତ୍ରୀଙ୍କ ଦୃଢୋକ୍ତି

ନୂଆଦିଲ୍ଲୀ: ଧାରା ୩୭୦ ଜମ୍ମୁ ଓ କାଶ୍ମୀରରୁ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ ଖାନଙ୍କୁ ଆଉ ଭଲ ନିଦ ହେଉନାହିଁ । ଏହାର କାରଣ ମଧ୍ୟ ରହିଛି, ଭାରତ ଏବେ ପିଓକେ ଅଧିକାର କରିବା ନେଇ ଏକରକମ ରକ୍ତମୁଖା ହୋଇ ପଡ଼ିଛି । କାଶ୍ମୀରଘାଟିରୁ ବହୁ ପ୍ରତିକ୍ଷୀତ ୩୭୦ ଧାରା…

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହେଲେ ପିକେ ସିହ୍ନା

ନୂଆଦିଲ୍ଲୀ:ସମ୍ପ୍ରତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସଡି ଭାବେ କାର୍ଯ୍ୟ କରୁଥିବା ପିକେ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ଉପଦେଷ୍ଟା ଭାବେ ନିଯୁକ୍ତ ହୋଇଛନ୍ତି । ଜୁନ ୧୩, ୨୦୧୫ରୁ ଅଗଷ୍ଟ ୩୦, ୨୦୧୯ ମଧ୍ୟରେ ଶ୍ରୀ ସିହ୍ନା କ୍ୟାବିନେଟ ସଚିବ ଭାବେ କାର୍ଯ୍ୟ…

ମାତ୍ର ୫୦୦ ଟଙ୍କାକୁ କମିଲା ହେଲମେଟ୍ ଫାଇନ୍; ଗୁଜୁରାଟ ସରକାରଙ୍କ ବଡ ନିଷ୍ପତ୍ତି

ଅହମ୍ମଦାବାଦ: ସାରା ଦେଶରେ ନୂଆ ମୋଟର ଯାନ ଆଇନ ଅନୁଯାୟୀ ଟ୍ରାଫିକ୍ ଉଲଘଂନକାରୀଙ୍କୁ କଡାକଡି ଭାବେ ଫାଇନ୍ ଆଦାୟ କରାଯାଉଥିବା ବେଳେ ଗୁଜୁରାଟରେ ଟ୍ରାଫିକ୍ ଫାଇନରେ ପରିବର୍ତ୍ତନ କରିଛନ୍ତି ସରକାର । ଗାଡି ଚାଳକ ହେଲମେଟ୍ ଓ ସିଟ୍ ବେଲ୍ଟ ନପିନ୍ଧିଥିଲେ ସେମାନଙ୍କ ଠାରୁ ଏବେ ୫ଶହ ଟଙ୍କା…

‘ଆଲିବାବା’ ଅଧ୍ୟକ୍ଷ ପଦ ଛାଡିଲେ ଜ୍ୟାକ୍ ମା’ !

ବେଜିଂ: ବିଶ୍ୱର ସବୁଠୁ ବଡ ଇ-କମର୍ସ କମ୍ପାନୀ ‘ଆଲିବାବା’ ଗ୍ରୁପର ସ୍ଥାପନା କରିଥିବା ଜ୍ୟାକ୍ ମା’ ମଙ୍ଗଳବାର ଦିନ ଅଧ୍ୟକ୍ଷ ପଦରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି । ଏବେ କମ୍ପାନୀ ଭାର୍ ଡାନିଏଲ୍ ଝାଗଂ ସମ୍ଭାଳିବେ ବୋଲି ଜଣାପଡିଛି । ଉଲ୍ଲେଖଯୋଗ୍ୟ, ୫୫ ବର୍ଷୀୟ ଜ୍ୟାକ୍…