Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତରୁଣ ତେଜପାଲଙ୍କୁ ଝଟକା, ଯୌନ ନିର୍ଯ୍ୟାତନା ମାମଲା ପ୍ରତ୍ୟାହାରକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ

ନୂଆଦିଲ୍ଲୀ: ସାମ୍ବାଦିକ ତରୁଣ ତେଜପାଲ ତାଙ୍କ ବିରୋଧରେ ଥିବା ଯୌନ ଉତ୍ପୀଡନ ତଥା ଅପହରଣ ମାମଲାକୁ ପ୍ରତ୍ୟାହାର କରିବା ନେଇ କୋର୍ଟରେ ଆବେଦନ କରିଥିବା ବେଳେ ସୁପ୍ରିମକୋର୍ଟ ସୋମବାର ଦିନ ଏହାକୁ ଅଗ୍ରାହ୍ୟ କରିଛନ୍ତି । ତରୁଣଙ୍କ ବିରୋଧରେ ମାମଲା ଜାରି ରହିବ ବୋଲି ଜଷ୍ଟିସ୍ ଅରୁଣ ମିଶ୍ର,…

ଜାଣନ୍ତୁ କାରଣ: ଗୁଗୁଲରେ ‘ଭିକାରୀ’ ସର୍ଚ୍ଚ କଲେ ଆସୁଛି ପାକ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଫଟୋ !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ଭାରତ ପ୍ରତି ହୋଇ ପଡ଼ିଛି ରକ୍ତମୁହାଁ । ଦାଣ୍ଡର ଭିକାରୀ ପରି ବିଶ୍ୱ ସମୁଦାୟରେ କାଶ୍ମୀର ପ୍ରସଙ୍ଗକୁ ନେଇ ସମର୍ଥନ ଲୋଡ଼ିବାରେ ଲାଗିଛି । ଚୀନ ନେତୃତ୍ୱରେ ୯ଟି ରାଷ୍ଟ୍ରଙ୍କ ସମର୍ଥନ ମଧ୍ୟ ଜୁଟାଇ ପାରିଲେନି ପାକ୍…

ଲାଇଫ୍ ସପୋର୍ଟରେ ଅରୁଣ ଜେଟଲି, ଏମ୍ସରେ ନେତାଙ୍କ ଭିଡ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କୁ ଏବେ ଲାଇଫ୍ ସପୋର୍ଟରେ ରଖାଯାଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଏମ୍ସ ପକ୍ଷରୁ ଗତ ୧୦…

ନୂଆଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଶନିବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । https://twitter.com/ANI/status/1162689969154068480?s=08…

ଭୁଟାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ୨ ଦିନିଆ ଭୁଟାନ ଗସ୍ତରେ ଯାଇ ରାଜଧାନୀ ଥିମ୍ପୁରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପାରୋ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଲା ପରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ତାଙ୍କୁ ଅଭ୍ୟର୍ଥନା ଦେବା ସହିତ…

ଅରୁଣ ଜେଟଲିଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର, ଏମ୍ସରେ ଭେଟିଲେ ଶାହ-ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧିନ ରହିଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ…

ନୀତି ଥିଲା ‘ଭାରତ ପ୍ରଥମେ ପରମାଣୁ ବୋମା’ ବ୍ୟବହାର କରିବ ନାହିଁ, ଏବେ ପରିସ୍ଥିତି ଅନୁଯାୟୀ ଅସ୍ତ୍ର ପ୍ରୟୋଗ ହେବ:…

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରକାରର ଦ୍ୱିପାକ୍ଷୀକ ସମ୍ପର୍କରେ ଅବନତି ଘଟିବାରେ ଲାଗିଛି । ଧାରା ୩୭୦କୁ ନେଇ ପାକିସ୍ତାନ ଚୀନ ସହିତ ବିଶ୍ୱ ସମୁଦାୟରେ ଚର୍ଚ୍ଚା କରୁଥିବା ବେଳେ ସୀମାରେଖା ନିକଟରେ ପଡ଼ୋଶୀ ଦେଶ ପକ୍ଷରୁ…

ଏବେ ଆଧାର ଜରିଆରେ ଟ୍ରେନ ଯାତ୍ରା ହୋଇଯିବ ବହୁତ ସହଜ, ଜାଣନ୍ତୁ କିପରି

ଭୁବନେଶ୍ୱର: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଏଥର ଆଧାର କାର୍ଡ ଜରିଆରେ ଟ୍ରେନ ଯାତ୍ରା କରିବା ହୋଇଯିବ ବହୁତ ସହଜ। ଭାରତୀୟ ରେଳବାଇ କ୍ୟାଟରିଂ ଏଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି)ରେ ଟ୍ରେନ ବୁକିଂ କରିବା ପାଇଁ ଆଧାର ଭେରିଫିକେସନ କରିବା ପରେ ୧୨ଟି ଟ୍ରେନ ଟିକେଟ ବୁକ୍‌…

ସ୍ୱାଭାବିକ ଅବସ୍ଥାକୁ ଫେରୁଛି କାଶ୍ମୀର: ଖୋଲୁଛି କଲେଜ, ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ: ମୁଖ୍ୟ ସଚିବ

ନୂଆଦିଲ୍ଲୀ: ଏବେ ଜମ୍ମୁ କାଶ୍ମୀରରେ ଥିବା ପ୍ରାୟ ସମସ୍ତ ସରକାରୀ ଦପ୍ତର ଓ ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇଥିବା ନେଇ ଜମ୍ମୁ ଓ କାଶ୍ମୀର ମୁଖ୍ୟ ସଚିବ ବି ଭି ଆର ସୁବ୍ରମଣ୍ୟମ ଗଣମାଧ୍ୟମରେ ଶୁକ୍ରବାର ଦିନ ପ୍ରଚାର କରିଛନ୍ତି । ସେ ଗଣମାଧ୍ୟମକୁ…

ସ୍ୱର୍ଗତଃ ବାଜପେୟୀଙ୍କ ଆଜି ଶ୍ରାଦ୍ଧ ବାର୍ଷିକୀ: ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି ଓ କୋବିନ୍ଦ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ଆଜି ହେଉଛି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ । ଦେଶର ଏହି ମହାନ ଜନନାୟକଙ୍କୁ ଆଜି ବି ମନେପକାଉଛନ୍ତି ଦେଶବାସୀ। ୨୦୧୮ ମସିହା ଆଜିର ଦିନରେ ଦେଶର ମହାନାୟକ ଭାବେ ପରିଚିତ ଅଟଳ ବିହାରୀ ବାଜପେୟୀଙ୍କ…