Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦେଶବ୍ୟାପୀ ୭୩ତମ ସ୍ୱାଧୀନତା ଦିବସ ପାଳନ, ଲାଲକିଲ୍ଲାରେ ତ୍ରୀରଙ୍ଗା ଉଡ଼ାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୩ତମ ସ୍ୱାଧୀନତା ଦିବସ ପାଳନ ଉତ୍ସବ ଅବସରରେ ଲାଲକିଲ୍ଲାଠାରେ ଦେଶର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଆଜି ମଧ୍ୟ ଦେଶବ୍ୟାପୀ ପାଳିତ ହେଉଛି ରକ୍ଷାବନ୍ଧନ ଉତ୍ସବ, ଦେଶବାସୀଙ୍କୁ ଉଭୟ ସ୍ୱାଧୀନତା ଦିବସ ଓ ରକ୍ଷାବନ୍ଧନ ଲାଗି ଶୁଭେଚ୍ଛା…

ପୃଥିବୀ କକ୍ଷ ଛାଡି ଚନ୍ଦ୍ର ମୁହାଁ ହେଲା ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଭାରତର ନିଜସ୍ୱ ଜ୍ଞାନକୌଶଳରେ ନିର୍ମିତ ଚନ୍ଦ୍ରଯାନ-୨ ପୃଥିବୀ ଛାଡି ଚନ୍ଦ୍ରକକ୍ଷ ଅଭିମୁଖେ ଗସ୍ତ କରିଛି । ଏନେଇ ଇସ୍ରୋ ପକ୍ଷରୁ ବୁଧବାର ଦିନ ସୂଚନା ମିଳିଛି । https://twitter.com/isro/status/1161395447644090368?s=19 ପ୍ରାପ୍ତ ସୂଚନାନୁଯାୟୀ ଅଗଷ୍ଟ ୨୦…

ଦେଶଭକ୍ତି ଗୀତ ‘ୱତନ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଆଜି ନୂଆଦିଲ୍ଲୀଠାରେ ସ୍ୱାଧୀନତା ଦିବସ ୨୦୧୯ ଉପଲକ୍ଷେ ଦୂରଦର୍ଶନ ଦ୍ୱାରା ନିର୍ମିତ ଦେଶଭକ୍ତି ଗୀତ ‘ୱତନ’ର ଉନ୍ମୋଚନ କରିଛନ୍ତି । ନୂତନ ଭାରତକୁ ସମର୍ପିତ ଏହି ଗୀତରେ ଚନ୍ଦ୍ରଯାନ ୨ର ସଫଳତା ପୂର୍ବକ ପ୍ରକ୍ଷେପଣ ପଛରେ କେନ୍ଦ୍ର ସରକାରଙ୍କ…

ସୀମାରେ ପ୍ରବେଶକଲେ ପାକିସ୍ତାନକୁ କଠୋର ଜବାବ ଦିଆଯିବ: ସେନାଧ୍ୟକ୍ଷ ବିପିନ ରାୱତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ବର୍ତ୍ତମାନ ଲଦାଖ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପାକିସ୍ତାନ ପଟରୁ ସୈନ୍ୟ ଠୁଳ କରୁଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏହାକୁ ନେଇ ଭାରତୀୟ ସେନାଧ୍ୟକ୍ଷ ବିପିନ ରାୱତ ପାକିସ୍ତାନକୁ କଡ଼ା ଜବାବ ଦେଇ…

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ବିମାନରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନାଗପୁର: ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ କୌଣସି ପ୍ରକାରର ତ୍ରୁଟି ଦେଖାଯିବା କାରଣରୁ ମଙ୍ଗଳବାର ସକାଳେ ଏହାକୁ ନାଗପୁର ବିମାନ ବନ୍ଦରରେ ଅବତୀର୍ଣ୍ଣ କରାଯାଇଛି । ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ରହିଥିଲେ। ଜାତୀୟ ଗଣମାଧ୍ୟମ…

ସ୍କୁଲ ଫି ଟଙ୍କା ନୁହେଁ ପ୍ଲାଷ୍ଟିକ ବୋତଲ, ଜାଣନ୍ତୁ କେଉଁଠି ରହିଛି ଏହି ସ୍କୁଲ

ନାଇଜେରିଆ: ଆମେ ଆପଣଙ୍କୁ ଏପରି ଏକ ସ୍କୁଲ ବିଷୟରେ କହିବାକୁ ଯାଉଛୁ, ଯେଉଁଠି ପିଲାଙ୍କୁ ପଢାଇବା ପାଇଁ ମୋଟା ଅଙ୍କର ଟଙ୍କା ନୁହେଁ ବରଂ ଦେବାକୁ ପଡ଼ିଥାଏ ଅଦରକାରୀ ପ୍ଲାଷ୍ଟିକ ବୋତଲ । ନାଇଜେରିଆର ଲାଗୋସ ସହରରେ ରହିଛି ଏହି ସ୍କୁଲ । ଏହାର ନାମ ମୋରିଟ ଇଣ୍ଟରନେଶନାଲ ସ୍କୁଲ। ସ୍କୁଲରେ…

ବିଜେପିରେ ଯୋଗଦେଲେ ଦଙ୍ଗଲ୍ କୁସ୍ତିଯୋଦ୍ଧା ବବିତା ଫୋଗଟ୍

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ସେଲେବ୍ରିଟି ରେସଲର୍ ବବିତା ଫୋଗଟ୍ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ବାପା ମହାବୀର ଫୋଗଟ୍ ମଧ୍ୟ ତାଙ୍କ ସହିତ ସୋମବାର ଦିନ ଏହି ଜାତୀୟ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି । ବବିତାଙ୍କ ଜୀବନୀକୁ ନେଇ…

ଇଥାନଲ, ୨ଜି ଇଥାନଲ୍, ସିବିଜି ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଇଥାନଲ, ୨ଜି ଇଥାନଲ୍, ସିବିଜି(କମ୍ପେ୍ରସଡ୍ ବାୟୋଗ୍ୟାସ୍) ଏବଂ ବାୟୋଡିଜେଲ୍ ଦେଶର ତୈଳ ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାରେ ସାହାଯ୍ୟ କରିବ ବୋଲି ଶନିବାର ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ବିଶ୍ୱ ଜୈବ ଇନ୍ଧନ ଦିବସର ଉଦଘାଟନ କରିବା ଅବସରରେ କହିଛନ୍ତି…

କାହିିଁକି ନିଜ ବିଏମଡ଼ବ୍ଲ୍ୟୁ କାରକୁ ନଦୀରେ ଫିଙ୍ଗିଦେଲେ ଏହି ବ୍ୟକ୍ତି, ଜାଣନ୍ତୁ…

ଚଣ୍ଡିଗଡ଼: ଏହି ଘଟଣାଟି ଯେତିକି କୌତୁହଳପ୍ରଦକ ସେତିକି ମଧ୍ୟ ଅଭାବନୀୟ । ହରିୟାଣାର ମୁକରମପୁରରେ ଘଟିଯାଇଛି ଏପରି ଏକ ଘଟଣା ଯାହାକି ସମଗ୍ର ଦେଶରେ ଚହଳ ସୃଷ୍ଟି କରିଦେଇଛି । ରାଗରୁଷାରେ କିଏ ସାମାନ୍ୟ କିଛି କାହାକୁ କହିଦେଇ ପାରେ ତ କିଏ ସାମାନ୍ୟ ଭଙ୍ଗାରୁଜା କରିଦେବାର ଦୃଷ୍ଟାନ୍ତ ରହିଛି ।…

ମୁମ୍ବାଇ ବର୍ଷା: ଆଶିଂକ ବାତିଲ ହେଲା ବିଶାଖାପାଟଣା-ଏଲଟିଟି ଏକ୍ସପ୍ରେସ

ଭୁବନେଶ୍ୱର: ମୁମ୍ବାଇରେ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁଁ କେତେକ ରେଳ ଟ୍ରାକ୍ ଉପରେ ପାଣି ଚାଲୁଥିବାବଳେ ବମ୍ବେ-ପୁଣେ ରୁଟରେ ମାଟି ଅତଡା ଧସି ପଡିଛି । ଯାହାଫଳରେ ମୁମ୍ବାଇରୁ ଛାଡ଼ିବାକୁଥିବା କୋଣାର୍କ ଏକ୍ସପ୍ରେସକୁ ଡାଇଭର୍ଟ ଓ ବିଶାଖାପାଟଣାରୁ (ବିଶାଖାପାଟଣା-ଏଲଟିଟି)…