Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜେଲ୍ ଗଲେ ନୀରବ ମୋଦୀ, ଲଣ୍ଡନ କୋର୍ଟରେ ଜାମିନ ଆବେଦନ ଖାରଜ

ଲଣ୍ଡନ: ଭାରତୀୟ ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଲଣ୍ଡନର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ । ତାଙ୍କୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖାଯିବ ବୋଲି ଗଣମାଧ୍ୟମ…

ସାଧାରଣ ନିର୍ବାଚନ ୨୦୧୯: ସାମାଜିକ ଗଣମାଧ୍ୟମ ମଞ୍ଚର ନିର୍ବାଚନ ଆୟୋଗଙ୍କୁ ସ୍ୱେଚ୍ଛାକୃତ ଆଚାର ସଂହିତା ପ୍ରଦାନ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ମଞ୍ଚ ଏବଂ ଭାରତୀୟ ଇଂଟରନେଟ ଓ ମୋବାଇଲ ସଂଘ (ଆଇଏଏମଏଆଇ) ଆଜି ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ  ସୁନୀଲ ଆରୋରା ଓ ନିର୍ବାଚନ ଆୟୁକ୍ତ  ଅଶୋକ ଲାଭାସା ଓ  ସୁଶୀଲ ଚନ୍ଦ୍ରାଙ୍କୁ “୨୦୧୯ ସାଧାରଣ ନିର୍ବାଚନ ଲାଗି ସ୍ୱେଚ୍ଛାକୃତ ଆଚାର ସଂହିତା” ପ୍ରଦାନ କରିଛନ୍ତି…

ଲଣ୍ଡନରେ ଗିରଫ ହେଲେ ନୀରବ ମୋଦି

ନୂଆଦିଲ୍ଲୀ : ଭାରତରେ ୧୩,୫୦୦ କୋଟି ଟଙ୍କା ଠକେଇ କରି ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିକୁ ଲଣ୍ଡନରେ ଗିରଫ କରାଯାଇଛି। ଏଥିସହିତ ଖୁବଶୀଘ୍ର ତାଙ୍କୁ ଅଦାଲତରେ ହାଜର କରାଯିବା ନେଇ ଏନଡିଟିଭି ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ପ୍ରବର୍ତ୍ତନ…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋହର୍ ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ

ପାନାଜୀ: ଚାରିଥର ଲାଗି ଗୋଆ ମୁଖ୍ୟମନ୍ତ୍ରୀ ରହିଥିବା ତଥା ପୂର୍ବତନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ମର ଶରୀର ପଞ୍ଚଭୂତରେ ଲୀନ ହୋଇଛି । ସୋମବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ଗୋଆର ମିରାମାର ବିଚ୍‌ରେ ଚାରି ଚାରି ଥର…

କାଳ ହେଲା ପବଜି ଗେମ୍, ଟ୍ରେନ୍ ଧକ୍କାରେ ୨ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ହିଗୋଲି ଅଞ୍ଚଳରେ ୨ ଜଣ ଯୁବକ ମୋବାଇଲରେ ପବଜି ଗେମ୍ ଖେଳୁଥିବା ବେଳେ ସେମାନଙ୍କର ପ୍ରାଣହାନି ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ରେଳଧାରଣା ପାଖରେ ୨ ଜଣ ଯୁବକ ଅନ୍ୟମନସ୍କ ଭାବେ ଏହି ଗେମ୍ ଖେଳୁଥିବା ବେଳେ ହାଇଦ୍ରାବାଦ-ଅଜମେର ଏକ୍ସପ୍ରେସ ସେମାନଙ୍କୁ ଧକ୍କା…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଦେହାନ୍ତ

ପାନାଜୀ: ଗୋଆ ମୁଖ୍ୟମନ୍ତ୍ରୀ ତଥା ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କର ରବିବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ଦିନ ଧରି ପାକସ୍ଥଳୀ ଜନୀତ ରୋଗରେ ପୀଡ଼ିତ ହୋଇଥିବା ସହିତ ଅସୁସ୍ଥ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । President…

ଓଡିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଓଡିଶାର ଦୈତାରୀ ନାୟକ, ଡି. ପ୍ରକାଶ ରାଓ ଓ କମଳା ପୂଜାରୀଙ୍କୁ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି। ଶ୍ରୀଯୁକ୍ତ ରାଓ ବସ୍ତି ପିଲାଙ୍କୁ ଶସ୍ତାରେ ଶିକ୍ଷା ପ୍ରଦାନ କରି…

ମାସୁଦର ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତି କରିବାକୁ ଫ୍ରାନ୍ସର ଚେତାବନୀ

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ୍ ଅଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ମାମଲାରେ ଚୀନ୍ ବାଧକ ସାଜିବାରୁ ଫ୍ରାନ୍ସ ମାସୁଦ୍ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି । ଫ୍ରାନ୍ସ ସରକାର ଶୁକ୍ରବାର ଦିନ ଜୈଶ-ଇ-ମହମ୍ମଦର ସମସ୍ତ ସମ୍ପତ୍ତିକୁ…

ନ୍ୟୁଜିଲାଣ୍ଡ ମସଜିଦ ଆକ୍ରମଣରେ ୪୦ ନିହତ, ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ କ୍ରିକେଟ ଟିମ୍

ଖ୍ରୀଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚଠାରେ ଏକ ମସଜିଦ୍ ଉପରେ ଜଣେ ଅଜଣା ଦୁର୍ବୃତ୍ତ ଆଖିବୁଜା ଗୁଳିଚାଳନା କରିବାରୁ ସେଠାରେ ନମାଜ୍ ପାଠ କରୁଥିବା ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ପ୍ରାର୍ଥନାରତ ମୁସଲମାନଙ୍କ ଉପରେ ଏପରି ଅତର୍କିତ ଘୃଣ୍ୟ ଆକ୍ରମଣକୁ ନ୍ୟୁଜିଲାଣ୍ଡ…

ମୁମ୍ବାଇ ରେଲୱେ ଫୁଟ୍ ଓଭରବ୍ରିଜ୍ ଭୁଷୁଡ଼ି ୫ ମୃତ, ୩୬ ଜଣ ଗୁରୁତର ଆହତ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସଏମଟି) ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଫୁଟ ଓଭରବ୍ରିଜ ଭୁଷୁଡ଼ି ପଡ଼ିବା ଫଳରେ ୫ ଜଣ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ବ୍ୟକ୍ତିଙ୍କୁ ଚିକିତ୍ସା…