Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ମୃତ ଓ ୩୦ ଆହତ

ତାମିଲନାଡୁ : ତାମିଲନାଡୁ ଅନ୍ତର୍ଗତ ସାଲେମ ଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଏକ ମିନି ଭ୍ୟାନକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ…

ଫେରିଲେ ଦୂତି ଚାନ୍ଦ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ଟଙ୍କା ପୁରସ୍କାର ଦେଲେ

ଭୁବନେଶ୍ୱର : ଓଡ଼ିଶା ଫେରିଛନ୍ତି ଦୂତି ଚାନ୍ଦ । ଓଡ଼ିଆ ଝିଅ ଦୂତି ଚାନ୍ଦ ଓଡ଼ିଶାର ଚାନ୍ଦ ହୋଇ ସବୁ ଓଡ଼ିଆଙ୍କ ପାଇଁ ସ୍ମରଣୀୟ ହୋଇ ରହିବେ । ଶ୍ରୀଜଗନ୍ନାଥଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଭାରତ ଲାଗି ଦୁଇ ଦୁଇଟି ରୌପ୍ୟ ପଦକ ଜିତିବା ପରେ ଆଜି ଓଡ଼ିଶା ଫେରିଛନ୍ତି । ଓଡ଼ିଶାକୁ ଫେରିବା ପରେ ଦୂତି…

ଏସୀୟ କ୍ରୀଡ଼ା: ମହିଳା ହକି ଦଳକୁ ମିଳିଲା ରୌପ୍ୟ ପଦକ

ଜାକର୍ତ୍ତା: ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେଉଥିବା ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ରୌପ୍ୟ ପଦକ ହାସଲ କରିଛି । ଫାଇନାଲରେ ଜାପାନ ଭାରତକୁ ୨-୧ ଗୋଲରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତି ପାରିଛି । ଆଜିର ଏହି ମ୍ୟାଚଟିକୁ କୋଟି କୋଟି ଭାରତୀୟ ହକିପ୍ରେମୀ…

ରେଲୱେ ୱାର୍କସପ୍ ଓ ପ୍ରଡକ୍ସନ ୟୁନିଟରେ ବ୍ୟବହାର ହେବ ପ୍ରାକୃତିକ ଗ୍ୟାସ୍

ନୂଆଦିଲ୍ଲୀ : ନୂଆଦିଲ୍ଲୀସ୍ଥିତ ରେଲ ଭବନରେ ଆଜି ଭାରତୀୟ ରେଳବାଇ ଓ ଗେଲ୍ ଇଣ୍ଡିଆ ଲିମିଟେଡ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ଏହି ଚୁକ୍ତିନାମାକୁ ଭାରତୀୟ ରେଳବାଇ ପକ୍ଷରୁ ଇଣ୍ଡିଆନ ରେଲୱେ ଅର୍ଗାନାଇଜେସନ ଫର ଅଲଟରନେଟ ଫୁଏଲ୍ସର ଶ୍ରୀ ଚେତରାମ ଏବଂ ଗେଲ୍ ଇଣ୍ଡିଆ ପକ୍ଷରୁ…

ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ରାହୁଲ ଗାନ୍ଧୀ: ଡ଼ିଜିସିଏ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସୌଭାଗ୍ୟକ୍ରମେ ଅଳ୍ପକେ ଏକ ନିଶ୍ଚିତ ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଡ଼ାଇରେକ୍ଟୋରେଟ୍ ଜେନେରାଲ୍ ଅଫ ସିଭିଲ୍ ଆଭିଏସନ (ଡ଼ିଜିସିଏ) ଏକ ଯାଞ୍ଚ ରିପୋର୍ଟରେ ଏହା କହିଛନ୍ତି । ସୂଚନାଯୋଗ୍ୟ, ଦେଢମାସ ପୂର୍ବରୁ କର୍ଣ୍ଣାଟକରେ…

ଆଇଆରସିଟିସି ଟେଣ୍ଡର ସ୍କାମ: ରାବଡି ଦେବୀ ଓ ତେଜସ୍ୱୀ ଯାଦବଙ୍କୁ ମିଳିଳା ଜାମିନ

ନୂଆଦିଲ୍ଲୀ : ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଆଜି ଆଇଆରସିଟିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ଏବଂ ତାଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଜାମିନ ପ୍ରଦାନ କରିଛି । ଏଥିସହିତ ସେମାନଙ୍କୁ ୧ଲକ୍ଷ ଟଙ୍କା ଲେଖାଏଁ ବ୍ୟକ୍ତିଗତ ଜମାନତ…

ମୋଦି ଓଡ଼ିଶା ଆସୁଛନ୍ତି, ୨୨ରେ ଉଦଘାଟନ କରିବେ ଝାରସୁଗୁଡ଼ା ବିମାନ ବନ୍ଦର

ଝାରସୁଗୁଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୋଦି ତାଙ୍କର ଏହି ଦିନିକିଆ ଓଡ଼ିଶା ଗସ୍ତରେ ଝାରସଗୁଡ଼ା ଯାଇ ନୂଆ ବିମାନ ବନ୍ଦର ଉଦଘାଟନ କରିବେ । ମୋଦିଙ୍କ ଏହି ଓଡ଼ିଶା ଗସ୍ତର ନିଶ୍ଚିତତା ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,…

ଏସୀୟ କ୍ରୀଡ଼ା: ମହିଳା ହକି ସ୍ୱର୍ଣ୍ଣ ଲାଗି ଆଜି ଭାରତ-ଜାପାନ ଟକ୍କର, ଲଢିବେ ୪ ଓଡ଼ିଆ ଝିଅ

ଜାକର୍ତ୍ତା: ଓଡ଼ିଆ ଝିଅମାନେ ଆଜି ପ୍ରାଣପଣେ ଲଢିବେ ହକି ମୈଦାନରେ । ଭାରତକୁ ହକିରେ ସ୍ୱର୍ଣ୍ଣ ପଦକ ଜିତାଇବା ପାଇଁ ଆଜି ଭାରତୀୟ ଦଳରେ ଥିବା ୪ଜଣ ମହିଳା ଓଡ଼ିଆ ଖେଳାଳି ଦମଦାର ଲଢିବେ । ଭାରତ ଆଜି ମହିଳା ହକି ଫାଇନାଲରେ ଜାପାନ ସହିତ ଖେଳିବାକୁ ଯାଉଛି । ଭାରତୀୟ ମହିଳା ହକି ଦଳ ଏସୀୟ…

ଏସୀୟ କ୍ରୀଡ଼ା: ମହିଳା ରିଲେ ଦଳକୁ ସ୍ୱର୍ଣ୍ଣ, ପୁରୁଷ ଦଳକୁ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ଦୂତି ଚାନ୍ଦ ଓ ଜିନସନ ଜନସନଙ୍କ ସମସ୍ତ ପ୍ରାୟ ସମସ୍ତ ଆଥଲେଟ୍ ଭାରତ ଲାଗି ଏକାଧିକ ପଦକ ଆଣିଦେଇଛନ୍ତି । ତେବେ ୪ ଗୁଣା ୪୦୦ ମିଟର ମହିଳା ରିଲେ ଦଳ ଭାରତକୁ ସ୍ୱର୍ଣ୍ଣପଦକ ଜିତାଇଛନ୍ତି । ଭାରତୀୟ ମହିଳା ଦଳ ୩:୨:୭୨ ସେକେଣ୍ଡ ସମୟ ନେଇ ଦୌଡ଼ ଶେଷ କରି ପ୍ରଥମ…

ଭୁବନେଶ୍ୱରରୁ ଅହମ୍ମଦାବାଦକୁ ସିଧାସଳଖ ବିମାନ ଚଳାଚଳ ସେପ୍ଟେମ୍ବର ୧ରୁ ଆରମ୍ଭ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ଲାଗି ଖୁସିର ଖବର । ଭୁବନେଶ୍ୱରରୁ ଅହମ୍ମଦାବାଦ ମଧ୍ୟରେ ସିଧାସଳଖ ବିମାନ ସେବା ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଛି । ଏହି ବିମାନ ଚଳାଚଳ ନେଇ ଇଣ୍ଡିଗୋ କମ୍ପାନୀ ପକ୍ଷରୁ ବିମାନର ଉଡ଼ାଣ ସମ୍ପର୍କରେ ସମୟ ନିର୍ଘଣ୍ଟ ସୂଚୀ ବିଜୁ ପଟ୍ଟନାୟକ…