Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କଂଗ୍ରେସର ‘ଭାରତ ବନ୍ଦ’: ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ଭୁବନେଶ୍ୱର: ଅହେତୁକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି ଦେଶବ୍ୟାପୀ ବନ୍ଦ ଡ଼ାକରା ଦେଇଛି କଂଗ୍ରେସ ଦଳ । ଏହି ବନ୍ଦ ଡ଼ାକରାକୁ ମଧ୍ୟ ଦେଶର ୧୭ଟି ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ତେବେ ଓଡ଼ିଶାରେ ଆଜିର ଏହି ଭାରତ ବନ୍ଦ ଯୋଗୁଁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି…

ଅତ୍ୟଧିକ ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ‘ଭାରତ ବନ୍ଦ’

ଭୁବନେଶ୍ୱର: ମାତ୍ରାଧିକ ତୈଳଦର ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଆଜି ଦେଶବ୍ୟାପୀ ‘ଭାରତ ବନ୍ଦ’ ଡ଼ାକରା ଦିଆଯାଇଛି । ସମଗ୍ର ଦେଶରେ ଗତ ସପ୍ତାହରେ ପେଟ୍ରୋଲ ଓ ଡ଼ିଜେଲ ଦର ସର୍ବାଧିକ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ଏହି ଅହେତୁକ ପେଟ୍ରୋଲ ଓ ଡ଼ିଜେଲ୍ ଦର ବୃଦ୍ଧିକୁ ବିରୋଧ କରି…

କଂଗ୍ରେସ ପକ୍ଷରୁ ୧୦ରେ ‘ଭାରତ ବନ୍ଦ’ ଡାକରା

ନୂଆଦିଲ୍ଲୀ : କଂଗ୍ରେସ ପକ୍ଷରୁ ତୈଳଦର ବୃଦ୍ଧିକୁ ନେଇ ଆସନ୍ତା ୧୦ ତାରିଖ ଦିନ ଭାରତ ବନ୍ଦ ଡାକରା ଦିଆଯିବ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତାମାନେ ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧିକୁ…

ଗୁଜରାଟରେ ଉଦଘାଟିତ ହେଲା ‘ଓଡିଶା ପର୍ବ’

ସୁରଟ: ଗୁଜରାଟର ସୁରଟରେ ଉଦଘାଟିତ ହୋଇଛି ଦୁଇ ଦିନିଆ ଓଡ଼ିଶା ପର୍ବ । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓଡ଼ିଶା ପର୍ବକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା…

ପ୍ରସଙ୍ଗ ଏକାଥରେ ନିର୍ବାଚନ !

ପ୍ରସଙ୍ଗ ଏକାଥରେ ନିର୍ବାଚନ ! ନୂଆଦିଲ୍ଲୀ: ପୁଣି ଉଠିଛି ଏ ପ୍ରସଙ୍ଗ । ବାଜପେୟୀଙ୍କ ବିୟୋଗ ପରେ ଅଗଷ୍ଟ ୨୬ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡ଼ିଓ କାର୍ଯ୍ୟକ୍ରମ- ମନକୀ ବାତ୍ ରେ ଏକାଥରେ ନିର୍ବାଚନ ପ୍ରସଙ୍ଗ ଉଠାଇ ଥିଲେ । ମୋଦୀ କହିଥିଲେ- ଏକାଥରେ ଲୋକସଭା ଓ ରାଜ୍ୟ…

ମରଣାନ୍ତକ ‘ମୋମୋ’ ଖେଳ ଲାଗି ଓଡ଼ିଶା କ୍ରାଇମ ବ୍ରାଞ୍ଚ ର ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ହ୍ୱାଟ୍ସଆପ୍ରେ ବ୍ଲୁ ହ୍ୱେଲ୍ ଗେମ୍ କେବଳ ଓଡ଼ିଶା ନୁହେଁ ସାରା ଭାରତ ଓ ପୃଥିବୀର ଶହ ଶହ ଯୁବଗୋଷ୍ଠୀଙ୍କ ପ୍ରାଣ ନେଇଥିଲା । ସେହିପରି ଏକ ମରଣାନ୍ତକ ଖେଳ ୱାଟ୍ସଆପ୍ ସୋସିଆଲ୍ ମିଡ଼ିଆରେ ପ୍ରବେଶ କରିଛି । ଏହି ଖେଳଟି ସାଧାରଣତଃ ସ୍କୁଲ ଓ କଲେଜରେ ପାଠ ପଢୁଥିବା କୋମଳମତି…

୧କୋଟି ଲେଖାଏଁ ୪କୋଟି ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ୪ ଓଡ଼ିଆ ଝିଅ ଜିତିଲେ ହକି ରୌପ୍ୟ

ଭୁବନେଶ୍ୱର: ସାରା ଭାରତରେ ଓଡ଼ିଶା ରାଜ୍ୟ କ୍ରୀଡ଼ା କ୍ଷେତ୍ରରେ ନେତୃତ୍ୱ ନେବାକୁ ଯାଉଛି । ଆଗକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ହକି ମହାକୁମ୍ଭ ବିଶ୍ୱକପ ହକି ଆୟୋଜନ କରୁଥିବା ବେଳେ ଏସୀୟ କ୍ରୀଡ଼ାରେ ଏକାଧିକ ଓଡ଼ିଆ ଭାରତ ତଥା ଓଡ଼ିଶାକୁ ପଦକ ଜିତାଇ…

ଉଦଯାପନ ହେଲା ଆଇସିଏସ୍ଆଇର ସୁବର୍ଣ୍ଣ ଜୟନ୍ତୀବର୍ଷ ଜାତୀୟ ଓ ଅନ୍ତର୍ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ଚାଲିଥିବା ଆଇସିଏସ୍ଆଇ (ଇନ୍ଷ୍ଟିଚୁ୍୍ୟଟ୍ ଅଫ କମ୍ପାନୀ ସେକ୍ରେଟେରିଜ୍ ଅଫ ଇଣ୍ଡିଆ)ର ସୁବର୍ଣ୍ଣଜୟନ୍ତୀ (୪୬ତମ ସଂସ୍କରଣ) ଏବଂ ଅନ୍ତର୍ଜାତୀୟ ସମ୍ମିଳନୀ (୬ଷ୍ଠ ବାର୍ଷିକୀ) ସମାରୋହର ଅନ୍ତିମ ତଥା ଉଦଯାପନୀ ଦିବସରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ…

ପ୍ରବଳ ବର୍ଷାରେ ବେହାଲ ହେଲା ଦିଲ୍ଲୀ ଏନସିଆର

ନୂଆଦିଲ୍ଲୀ : ଆଜି ସକାଳୁ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି । ଏହାର ପ୍ରଭାବରେ ଦିଲ୍ଲୀ ଏନସିଆରର ଅନେକ ଅଞ୍ଚଳ ରାସ୍ତାରେ ପାଣି ଭର୍ତ୍ତି ହୋଇ ଯିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇ ଟ୍ରାଫିକ ଜାମ ପରିସ୍ଥିତି ଦେଖାଦେଇଛି । ସୂଚନା ଅନୁଯାୟୀ ମାତ୍ର ଅଳ୍ପ ସମୟର ବର୍ଷାରେ ଦିଲ୍ଲୀର…

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୭ମୃତ ଓ ୩୦ ଆହତ

ତାମିଲନାଡୁ : ତାମିଲନାଡୁ ଅନ୍ତର୍ଗତ ସାଲେମ ଠାରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ଭାରସାମ୍ୟ ହରାଇ ଏକ ମିନି ଭ୍ୟାନକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଚୁରମାର ହୋଇଯାଇଛି । ସୂଚନା ଅନୁଯାୟୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ…