Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବିଶ୍ୱ ପାଳିଲା ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ, ବାଲୁକାକଳାରେ ସୁଦର୍ଶନ ଦେଲେ ଶ୍ରଦ୍ଧାଞ୍ଜଳି

ପୁରୀ/ଭୁବନେଶ୍ୱର: ସାରା ବିଶ୍ୱ ପାଳନ କରିଛି ଦିବଂଗତ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ । ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ ନେଲସନ୍ । ଅକଥନୀୟ ଅତ୍ୟାଚାର ସହି ଲଢି ଚାଲିଥିଲେ ମାଣ୍ଡେଲା । ଶେଷରେ ସତ୍ୟର ବିଜୟ ହେଲା । ପୁରୀ…

ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ପ୍ରସଙ୍ଗ : ଇସ୍ତଫା ପତ୍ର ଗ୍ରହଣ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବୈଜୟନ୍ତ

ନୂଆଦିଲ୍ଲୀ : ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ବାଚସ୍ପତିଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସାଂସଦ ପଣ୍ଡା ବାଚସ୍ପତିଙ୍କୁ ଭେଟି ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ବୋଲି ଟ୍ୱିଟ୍ କରି…

ଆଜିଠୁ ସଂସଦର ମୌସୁମୀ ଅଧିବେଶନ: ସରକାରଙ୍କୁ ଘେରିବାକୁ ବିରୋଧିଙ୍କ ତତ୍ପରତା

ନୂଆଦିଲ୍ଲୀ : ବୁଧବାର ଆରମ୍ଭ ହେଉଛି ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ । ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ସଂସଦର ଏହି ଅଧିବେଶନ । ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ସର୍ବଦଳୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ଏହି ଅଧିବେଶନର ସ୍ୱାଭାବିକ ଚାଲିବା…

ତୃତୀୟ ଦିନିକିଆ: ଇଂଲଣ୍ଡ ଜିତିଲା, ଭାରତ ୨-୧ରେ ସିରିଜ ହାରିଲା

ଲିଡସ୍ : ଉଭୟ ବ୍ୟାଟିଂ ଓ ବୋଲିଂରେ ଅଲରାଉଣ୍ଡ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ତୃତୀୟ ଦିନିକିଆରେ ଭାରତକୁ ୮ ୱିକେଟରେ ପରାସ୍ତ କରି ସିରିଜ ବିଜୟୀ ହୋଇଛି । ୮ ୱିକେଟ ହରାଇ ୨୫୬ ରନ କରିଥିଲା । ଦଳୀୟ ସ୍କୋର ମାତ୍ର ୧୩ ରନ ହୋଇଥିବା ବେଳେ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା ଭାରତ ।…

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧା ମୂରତି, ରଥରୁ ପହଣ୍ଡିରେ ଝୁଲି ଝୁଲି ଗଲେ ମହାପ୍ରଭୁ

ପୁରୀ : ମହାପ୍ରଭୁ ବଡ଼ଭାଇ ଓ ସାନଭଉଣୀ ସହିତ ରଥରେ ବୁଲୁଛନ୍ତି । ଶନିବାର ଦିନ ରତ୍ନବେଦୀରୁ ବାହାରି ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରାରମ୍ଭ କରିଥିଲେ ଶ୍ରୀଜଗନ୍ନାଥ । ଭାଇ ଭଉଣୀ ଗୁଣ୍ଡିଚା ମନ୍ଦିର ସହଳ ପହଞ୍ଚି ଯାଇଥିଲେ ମଧ୍ୟ ସାନଭାଇ ଶ୍ରୀଜଗନ୍ନାଥ ବଳଗଣ୍ଡି ଛକରେ…

ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ: ଓଡ଼ିଶାର ଚାନ୍ଦିପୁର ଘାଟୀରେ ହେଲା ଉତକ୍ଷେପଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ସୋମବାର ସକାଳ ୧୦:୩୦ ସମୟରେ ସୁପରସୋନିକ କ୍ରୁଜ ମିସାଇଲ୍ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଛି । ପ୍ରତିକୂଳ ପାଗ…

‘ଜଗା-କାଳିଆ’ ୨/୩ ଦିନ ଭିତରେ ଏମ୍ସରୁ ଡ଼ିସଚାର୍ଜ ହେବେ, ଶିଘ୍ର ଓଡ଼ିଶା ଫେରିବେ ଦୁଇ ଭାଇ – ଦିଲ୍ଲୀ ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡରୁ ଅସ୍ତ୍ରୋପଚାର ହୋଇ ଅଲଗା ହୋଇଥିବା ଯାଆଁଳା ଶିଶୁ ଜଗା-କାଳିଆ ୨/୩ ଦିନ ଭିତରେ ସମ୍ପୂର୍ଣ୍ଣ ସୁସ୍ଥତା ଅର୍ଜନ କରି ଏମ୍ସରୁ ଡ଼ିସଚାର୍ଜ ହେବେ । ଏମ୍ସ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ଏବେ ଦୁଇ ଭାଇ ଜଗା-କାଳିଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।…

ଫ୍ରାନ୍ସ ଜିତିଲା ଫିଫା ବିଶ୍ୱକପ ଫୁଟବଲ

ମସ୍କୋ : ବିଶ୍ୱକପ ଜିତିଲା ଶକ୍ତିଶାଳୀ ଫ୍ରାନ୍ସ ଦଳ । ଫିଫା ବିଶ୍ୱକପ ଫୁଟବଲ ଫାଇନାଲ ମ୍ୟାଚରେ କ୍ରୋଏସିଆକୁ ୪-୨ ଗୋଲରେ ପରାସ୍ତ କରି ପ୍ରାନ୍ସ ୨ୟ ଥର ଲାଗି ଫୁଟବଲ ବିଶ୍ୱକପ ହାସଲ କରିପାରିଛି । ସଂଘର୍ଷପୂର୍ଣ୍ଣ ଫାଇନାଲର ୧୮ ମିନିଟରେ କ୍ରୋଏସିଆ ପକ୍ଷରୁ ମାନଦଯୁକିକ ଏକ ଆତ୍ମଘାତୀ…

କେନିଆରେ ରଥଯାତ୍ରା: ଘଣ୍ଟ-ଘଣ୍ଟା ଓ ମୃଦଙ୍ଗ କୀର୍ତ୍ତନ ସହିତ ନାଇରୋବିରେ ରଥ ଗଡ଼ିଲା

ଭୁବନେଶ୍ୱର : କଳା କଳା ବଡ଼ ଚକା ଆଖିରେ ସେ ସାରା ଜଗତକୁ ଦେଖନ୍ତି । ପ୍ରଲମ୍ବିତ ବଳିଆର ଭୂଜ ବାହୁ ପ୍ରସାରି ସାରା ଜଗତରେ ଭକ୍ତଙ୍କ ଦୁଃଖ ସୁଖ ସହିତ ନିଜକୁ ଜଡ଼ିତ କରିଦିଅନ୍ତି ମହାପ୍ରଭୁ । ଜଗତର ନାଥ ସେ ଜଗତନାଥ ମହାପ୍ରଭୁ ଜଗନ୍ନାଥ । ବିଶ୍ୱର ଅଧିକାଂଶ ଦେଶରେ ରଥଯାତ୍ରା ଅନୁଷ୍ଠିତ ହେଉଛି ।…

ଲଘୁଚାପ ଘନିଭୂତ: ଓଡ଼ିଶାରେ ପ୍ରବଳ ବର୍ଷାର ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତୋଟି ଜିଲ୍ଲାରେ ଅତି ପ୍ରବଳ ତଥା ଅନ୍ୟ କେତୋଟି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ପାଣିପାଗ କେନ୍ଦ୍ର…