Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁରୁପ୍ରିୟା ସେତୁ: ୨୬ରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨୬ ତାରିଖରେ ବହୁ ପ୍ରତିକ୍ଷୀତ ଗୁରୁପ୍ରିୟା ସେତୁ ଉଦଘାଟନ କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ୨୬ ତାରିଖ ଦିନ ପାଗ ସମ୍ପୂର୍ଣ୍ଣ ଅନୁକୂଳ ଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରୀୟା ସେତୁକୁ ଲୋକାର୍ପିତ କରିବେ ।…

ମହିଳା ବିଶ୍ୱକପ ହକି: ଉଦଘାଟନୀ ମ୍ୟାଚରେ ଭାରତ-ଇଂଲଣ୍ଡ ୧-୧ରେ ଡ୍ର ରଖିଲେ

ଲଣ୍ଡନ : ମହିଳା ବିଶ୍ୱକପର ୧୪ତମ ସଂସ୍କରଣ ଇଂଲଣ୍ଡର ଲଣ୍ଡନଠାରେ ଆରମ୍ଭ ହୋଇଛି । ଉଦଘାଟନୀ ମ୍ୟାଚରେ ରାଣୀ ରାମପାଲଙ୍କ ନେତୃତରେ ବିଶ୍ୱକପ ଖେଳୁଥିବା ଭାରତୀୟ ହକିଦଳ ଇଂଲଣ୍ଡ ସହିତ ୧-୧ରେ ମ୍ୟାଚ ଡ୍ର ରଖିବାକୁ ସକ୍ଷମ ହେଲା । ମ୍ୟାଚର ୨୫ ମିନିଟରେ ଭାରତୀୟ ସ୍କୋରର ନେହା ଗୋୟଲ ଏକ…

ଆଜିଠୁ ମହିଳା ବିଶ୍ୱକପ ହକି: ଭାରତ ଭେଟୁଛି ଇଂଲଣ୍ଡକୁ, ଦଳରେ ୪ ଜଣ ଓଡ଼ିଆ ଝିଅ

ଲଣ୍ଡନ : ଆଜିଠୁ ଲଣ୍ଡନରେ ଆରମ୍ଭ ହେଉଛି ୧୪ତମ ମହିଳା ବିଶ୍ୱକପ ହକି ପ୍ରତିଯୋଗିତା । ଭାରତ ଆଜିର ଉଦଘାଟନୀ ମ୍ୟାଚରେ ଆୟୋଜକ ଇଂଲଣ୍ଡକୁ ଭେଟୁଛି । ଭାରତୀୟ ଦଳରେ ୪ଜଣ ଓଡ଼ିଆ ଝିଅ ସାମିଲ ହୋଇଛନ୍ତି । ବିଶ୍ୱକପରେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳିମାନେ ହେଲେ ଦୀପ ଗ୍ରେସ ଏକ୍କା,…

ବିରୋଧିଙ୍କ ଅନାସ୍ଥା ପ୍ରସ୍ତାବ କାଟ ଖାଇଲା: ଆସ୍ଥା ଭୋଟରେ ମୋଦିଙ୍କ ସରକାର ଜିତିଲା, ସରକାରଙ୍କ ସପକ୍ଷରେ ୩୨୫,…

ନୂଆଦିଲ୍ଲୀ : କେନ୍ଦ୍ରର ଏନଡ଼ିଏ ସରକାର ଲୋକସଭାରେ ଆଗତ ଅନାସ୍ଥା ପ୍ରସ୍ତାବ ମତଦାନରେ ସଂସଦର ଆସ୍ଥା ଭାଜନ ହୋଇ ବିଜୟ ଲାଭ କରିଛି । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୨୬ଟି ଭୋଟ ମିଳିଥିବା ବେଳେ ଅନାସ୍ଥା ବିରୋଧରେ ୩୨୫ ଖଣ୍ଡ ଭୋଟ ମିଳିଛି । ସଂସଦର ଲୋକସଭା ସଦନରେ ଦୀର୍ଘ ୧୨ ଘଣ୍ଟାର ଆଲୋଚନାର…

ସଂସଦରେ ଅନାସ୍ଥା ପ୍ରସ୍ତାବ: ବିଜେଡ଼ି ମତଦାନରୁ ବିରତ ରହି କକ୍ଷତ୍ୟାଗ କଲା, ୭ଘଣ୍ଟାର ଆଲୋଚନା ଆରମ୍ଭ ହେଲା

ନୂଆଦିଲ୍ଲୀ : କୁହାଯାଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ଚାଣକ୍ୟ ନୀତି ଅବଲମ୍ବନ କରିଥାନ୍ତି, ଏବଂ ତାହା ଆଜି ମଧ୍ୟ ଲୋକସଭାରେ ପ୍ରମାଣିତ ହେଲା । ଅତୀତରେ ବାଡ଼ି ଭାଙ୍ଗିବନି କି ସାପ ମରିବନି ନୀତିରେ ରାଜ୍ୟ ରାଜନୀତିରେ ପୋଖତ ଖେଳ ପ୍ରଦର୍ଶନ କରିଥିବା ନବୀନଙ୍କ ଚାଲକୁ…

ଅନାସ୍ଥା ପ୍ରସ୍ତାବ ପୂର୍ବରୁ ବିଜେଡ଼ି ସଂସଦୀୟ ଦଳର ବୈଠକ: ଆଲୋଚନା ବେଳେ ଗୃହରେ ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ହ୍ୱିପ…

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ବିରୋଧ କରି ଲୋକସଭାରେ ଆଜି ଆଗତ ହେଉଛି ଅନାସ୍ଥା ପ୍ରସ୍ତାବ । ଦେଲୁଗୁ ଦେଶମ ପାର୍ଟି ଏହି ଅନାସ୍ଥା ପ୍ରସ୍ତାବ ଆଣିଛି । ତେବେ ଆଜିର ଏହି ଅନାସ୍ଥା ପ୍ରସ୍ତାବରେ ବିଜେଡ଼ିର ପ୍ରମୁଖ ଭୁମିକା ମଧ୍ୟ ରହିଛି । କେନ୍ଦ୍ରରେ ଶାସକ ଏନିଡ଼ିଏ ସରକାର ବିଜେଡ଼ିର…

ଆଜି ଲୋକସଭାରେ ଅନାସ୍ଥା ପ୍ରସ୍ତାବ: ଚର୍ଚ୍ଚାରେ ଭାଗନେବେ ଦେଶର ପ୍ରମୁଖ ରାଜନୈତିକ ଦଳ, ଚର୍ଚ୍ଚାରେ କହିବାକୁ ବିଜେଡ଼ିକୁ…

ନୂଆଦିଲ୍ଲୀ : ଆଜି ଲୋକସଭାରେ ମୋଦି ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ଚର୍ଚ୍ଚାହେବ । ବିରୋଧି ଦଳ ପକ୍ଷରୁ ଆଗତ ଏହି ଅନାସ୍ଥା ପ୍ରସ୍ତାବ ସପକ୍ଷରେ କେଉଁ ଦଳମାନେ ମତ ରଖିବେ ଏବଂ କେଉଁ ଦଳ ମାନେ ଶାସକ ଏନଡ଼ିଏ ସରକାରକୁ ସମର୍ଥନ କରି ଅନାସ୍ଥା ପ୍ରସ୍ତାବ ବିପକ୍ଷରେ ମତ ରଖିବେ ତାହା…

ଉତ୍ତରାଖଣ୍ଡରେ ମର୍ମନ୍ତୁଦ ବସ ଦୁର୍ଘଟଣା: ବସ ପାହାଡ଼ ଖାତରେ ଖସି ୧୪ ମୃତ, ୧୮ ଆହତ

ଋଷିକେଶ : ଉତ୍ତରାଖଣ୍ଡର ସୂର୍ଯ୍ୟଧାମ ନିକଟରେ ଗୁରୁବାର ସକାଳେ ଏକ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୪ ଜଣ ଯାତ୍ରୀ ମୃତ ଏବଂ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ଉତ୍ତରାଖଣ୍ଡ ଟ୍ରାନପୋର୍ଟ କର୍ପୋରେସନ ବସ ଉତ୍ତତରକାଶୀରୁ ୨୫ ଜଣ ଯାତ୍ରୀଙ୍କୁ ନେଇ ହରିଦ୍ୱାର ଯିବା ବେଳେ…

ନିରାପତ୍ତା ବାହିନୀ ଏନକାଉଣ୍ଟରରେ ୭ ମାଓବାଦୀ ନିହତ, ମୃତାହତଙ୍କ ମଧ୍ୟରେ ୩ ମହିଳା ମାଓବାଦୀ

ମାଲକାନଗିରି/ଭୁବନେଶ୍ୱର : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଦାନ୍ତେୱାଡ଼ା-ବିଜାପୁର ମଧ୍ୟରେ ରହିଥିବା ଜଙ୍ଗଲରେ ଗତରାତିରେ ପୋଲସି-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୭ଜଣ ମାଓବାଦୀ ନିହତ ହୋଇଛନ୍ତି । ନିହତ ମାଓବାଦୀଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲପନ୍ଥୀ ରହିଥିବାର ସୂଚନା…

ବିଶ୍ୱ ପାଳିଲା ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ, ବାଲୁକାକଳାରେ ସୁଦର୍ଶନ ଦେଲେ ଶ୍ରଦ୍ଧାଞ୍ଜଳି

ପୁରୀ/ଭୁବନେଶ୍ୱର: ସାରା ବିଶ୍ୱ ପାଳନ କରିଛି ଦିବଂଗତ ଆଫ୍ରିକୀୟ ନେତା ନେଲସନ ମାଣ୍ଡେଲାଙ୍କ ଜନ୍ମ ଶତବାର୍ଷିକୀ । ଦକ୍ଷିଣଆଫ୍ରିକାରେ ବର୍ଣ୍ଣବୈଷମ୍ୟକୁ ବିରୋଧ କରି ଆନ୍ଦୋଳନ କରିଥିଲେ ନେଲସନ୍ । ଅକଥନୀୟ ଅତ୍ୟାଚାର ସହି ଲଢି ଚାଲିଥିଲେ ମାଣ୍ଡେଲା । ଶେଷରେ ସତ୍ୟର ବିଜୟ ହେଲା । ପୁରୀ…