Latest Odisha News
Browsing Category

ଉତ୍ତରପ୍ରଦେଶ

Uttar Pradesh

ବହୁ ଚର୍ଚ୍ଚିତ ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କଲା ସିବିଆଇ

ଉତ୍ତରପ୍ରଦେଶ : ଅଖିଳ ଭାରତୀୟ ଆଖଡା ପରିଷଦର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାରେ ସିବିଆଇକୁ ତଦନ୍ତର ପରିସରଭୁକ୍ତ କରାଯାଇଛି । ଗତକାଲି ୟୁପି ସରକାର ସିବିଆଇକୁ ତଦନ୍ତ ସୁପାରିସ କରିବା ପରେ ଓ ନରେନ୍ଦ୍ରଗିରିଙ୍କ ମୃତ୍ୟୁ ଘଟଣାର ଏଫଆଇଆର ରୁଜୁ କରାଯାଇଥିଲା । ଏନେଇ ଆଜିଠାରୁ…

ଓଲଟିଲା ଡଙ୍ଗା,୬ ନିଖୋଜ

ଉତ୍ତର ପ୍ରଦେଶ : ମିର୍ଜାପୁରରେ ଅଘଟଣ । ମିର୍ଜାପୁର ମା ବିନ୍ଧ୍ୟବାସିନୀ ମନ୍ଦିରକୁ ଲୋକମାନେ ଯିବା ସମୟରେ ଓଲଟିଲା ଡଙ୍ଗା । ୬ ଜଣ ପାଣିରେ ବୁଡିଯାଇ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି । ନିଖୋଜଙ୍କ ମଧ୍ୟରୁ ତିନିଜଣ ମହିଳା ଓ ୩ ଜଣ ଶିଶୁ ଥିବା ଜଣାପଡ଼ିଛି । ମା ବିନ୍ଧ୍ୟବାସିନୀଙ୍କ…

ବସକୁ ପଛରୁ ଧକ୍କା ଦେଲା ଟ୍ରକ୍, ୧୮ ଜଣଙ୍କର ମୃତ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଠିଆ ହୋଇଥିବା ବସକୁ ପଛରୁ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଛନ୍ତି । ଅଯୋଧ୍ୟା-ଲକ୍ଷ୍ନୌ ହାଇଓ୍ୱେରେ ବାରବାଙ୍କୀର ରାମସମେନୀ ନିକଟରେ ବିଳମ୍ବିତ ରାତିରେ ହୋଇଛି ।…

ଯୋଗୀଙ୍କ ଜନସଂଖ୍ୟା ହ୍ରାସ ଫର୍ମୂଲା: ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ସୁବିଧାରେ କାଣ୍ଟଛାଣ୍ଟ

ଲକ୍ଷ୍ନୌ: ଜନସଂଖ୍ୟା ହ୍ରାସ ପାଇଁ ଉତ୍ତରପ୍ରଦେଶରେ ଯୋଗୀ ସରକାର ନୂଆ ବିଧେୟକ ଆଣିବାକୁ ଯାଉଛନ୍ତି । ଯେଉଁଥିରେ ଦୁଇରୁ ଅଧିକ ପିଲା ଥିବା ବାପା-ମାଆଙ୍କୁ କିଛି ସରକାରୀ ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିପାରେ । ଗୋଟିଏ ପିଲାର ବାମା-ମାଆଙ୍କ ନେକ ସରକାରୀ ସୁବିଧା ଉପଲବ୍ଧ ହେବ । ଉତ୍ତରପ୍ରଦେଶ…

ଗୋଟିଏ ଗଛରେ ୧୨୧ ପ୍ରକାର ଆମ୍ବ

ଶାହରନପୁର( ଉତ୍ତରପ୍ରଦେଶ): ବିଭିନ୍ନ ପ୍ରଜାତିର ଆମ୍ବ ଖାଇଥିବେ। ବର୍ଷକୁ ଏକାଧିକ ଥର ଫଳୁଥିବା ଆମ୍ବଗଛ ବି ଅଛି। ହେଲେ ଗୋଟିଏ ଗଛରେ ଏକାଧିକ ପ୍ରକାର ଆମ୍ବ ଫଳିବା ନିଶ୍ଚିତ ଭାବେ ଅଧିକାଂଶଙ୍କ ପାଇଁ ନୂଆକଥା। ଉତ୍ତରପ୍ରଦେଶର ଶାହରନପୁରର କମ୍ପାନିବାଗ ଅଞ୍ଚଳର ଏହି ଆମ୍ବଗଛ ଏବେ ଲୋକଙ୍କ…

ଏକାକୀ ନିର୍ବାଚନ ଲଢ଼ିବ ବିଏସପି: ମାୟାବତୀ

ଲକ୍ଷ୍ନୌ: ବିଧାନସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶ  ପ୍ରସ୍ତୁତ ହେଉଛି। ବିଭିନ୍ନ ଦଳ ବି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଏକାଧିକ ମେଣ୍ଟ ନେଇ ଚର୍ଚ୍ଚା ଚାଲିଛି।  ବିଏସପି ଏଆଇଏମ୍ଆଇଏମ୍ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ବୋଲି ଆରମ୍ଭ ହୋଇଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି…

ନାବାଳିକାକୁ ୨ ମହଲା ଉପରୁ ଫିଙ୍ଗିଦେଲେ

ମଥୁରା(ୟୁପି):ଉତ୍ତର ପ୍ରଦେଶ ମଥୁରାରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ୨ମହଲା ଛାତ ଉପରୁ ଫିଙ୍ଗିଦେଇଛନ୍ତି। ଛାତ ଉପରୁ ଫିଙ୍ଗିବାର ଭିଜୁଆଲ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ସମ୍ପୃକ୍ତ ନାବାଳିକା ମଥୁରା ହସପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।…

ଭାସୁଛି ମୃତ ଦେହ, ଝୁଣି ଖାଉଛି କୁକୁର

ଉତ୍ତରପ୍ରଦେଶ : ନଦୀ କୂଳରେ ଲୋମ ଟାଙ୍କୁରା ଦୃଶ୍ୟ । ନଦୀରେ ଭାସୁଛି ମୃତ ଦେହ । ଆଉ ତାକୁ ଝୁଣି ଖାଉଛନ୍ତି କୁକୁର । ଏହିଭଳି ଦୟନୀୟ ଚିତ୍ର ଉତ୍ତରପ୍ରଦେଶ କେଦାରଘାଟର ନଦୀ କୂଳରେ ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ରତିଦିନ କୋଭିଡରେ…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ, ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଉତ୍ତରପ୍ରଦେଶ: କରୋନା  କାଳରେ ଏବେ ଦେଶରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ତଥାପି ବହୁ ଲୋକ ଟିକାକୁ ନେଇ ଦ୍ୱନ୍ଦରେ ଅଛନ୍ତି । ବହୁ ସ୍ୱାସ୍ଥ୍ୟକର୍ମୀ ଓ ସରକାର କର୍ମଚାରୀ ଏଯାଏ ଟିକା ନେଇ ନାହାନ୍ତି । ଏଭଳି ସ୍ଥିତିରେ ଉତ୍ତରପ୍ରଜେଶର ଫିରୋଜାବାଦ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ…

କରୋନା ଦେଇଛି ଦାରୁଣ ଦୁଃଖ: ଗୋଟିଏ ଗାଁରୁ ୨୨ ମୃତ

ଲକ୍ଷ୍ନୌ: ଆଉ କେତେ ଦୁଃଖ ଦେବ କରୋନା । ଏପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ । ଜୀବନ ପାଇଁ ଏବେ ଧାଁ ଦୌଡ଼ ଚାଲିଛି । କେଉଁଠି ଆଗପଛ ହୋଇ ବାପା-ମାଆ ଓ ପିଲା ଛୁଆ ଆରପାରିକୁ ଗଲେଣି ତ ଆଉ କେଉଁଠି ଗୋଟିଏ ଗୋଟିଏ ଗାଁରେ କରୋନା ମୃତ୍ୟୁର ତାଣ୍ଡବ ରଚୁଛି । ଉତ୍ତରପ୍ରଦେଶରୁ ଏଭଳି ଏକ ଘଟଣାକୁ…