Latest Odisha News

BREAKING NEWS

Browsing Category

ଫିଚର

ବାଲେଶ୍ୱର ଟ୍ରେନ ଦୁର୍ଘଟଣା: ମୃତକଙ୍କ ମଧ୍ୟରୁ ୪୦ ଜଣ ବିଦ୍ୟୁତ ଆଘାତରୁ ମରିଛନ୍ତି

ଭୁବନେଶ୍ୱର: ବାଲେଶ୍ୱର ବାହାନଗାଠାରେ ଗତ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଛି । ୧୧୦୦ ଯାତ୍ରୀ ଆହତ ହୋଇଛନ୍ତି । ହେଲେ ମୃତକଙ୍କ ମଧ୍ୟରୁ ୪୦ ଜଣଙ୍କର ବିଦ୍ୟୁତ ଆଘାତରୁ ମୃତ୍ୟୁ ଘଟିଥିବା କୁହାଯାଉଛି । ଏମିତି ତଥ୍ୟ ରହିଛି ରେଳବାଇ…

୧୨ ଘଣ୍ଟାରେ ଆରବସାଗରରେ ସୃଷ୍ଟି ହୋଇପାରେ ବାତ୍ୟା ‘ବିପର୍ଯ୍ୟୟ’

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବସାଗରରେ ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି । ଅବପାତ କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ପୂର୍ବକେନ୍ଦ୍ରୀୟ ଆରବସାଗରରେ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।…

ଆଦିପୁରୁଷ: ପ୍ରତ୍ୟେକ ଥିଏଟରରେ ପ୍ରଭୁ ହନୁମାନଙ୍କ ପାଇଁ ଗୋଟିଏ ସିଟ୍ ଖାଲି ରଖିବାକୁ ଘୋଷଣା

ମୁମ୍ବାଇ: ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ପ୍ରଭାସଙ୍କ ଫ୍ୟାନ୍ସ। ରାମାୟଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକଙ୍କ ଉତ୍ସାହ ସୃଷ୍ଟି ହୋଇଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଉତ୍ସାହ ଦ୍ବିଗୁଣି ବଢିଯାଇଛି।…

ଘୋଳ ଦହି ପେଟକୁ ରଖେ ସୁସ୍ଥ, ଜାଣନ୍ତୁ ସେବନର ସଠିକ ସମୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକେ ଘୋଳ ଦହି ବା ବଟରମିଲ୍କ ପିଇବା ଆରମ୍ଭ କରନ୍ତି। ବାସ୍ତବରେ ଏହା ଏକ ଉତ୍ତମ ପାନୀୟ ଯାହା ଶରୀରକୁ ଥଣ୍ଡା ରଖିବା ସହିତ ଅନେକ ରୋଗ ଭଲ କରିଥାଏ। ଏହାର ବ୍ୟବହାର ଦ୍ୱାରା ଶରୀରରେ ଜଳର ଅଭାବ ଦେଖାଦିଏ ନାହିଁ। ଏହା ବ୍ୟତୀତ ଅନେକ ପୋଷକ…

ବାହାନଗା ଟ୍ରେନ୍ ଦୁର୍ଘଟଣା; ଭୁବନେଶ୍ୱର ଏମ୍ସରେ ଥିବା ୬୬ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର

ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣରେ ଭୁବନେଶ୍ୱର ଏମ୍ସରେ ଥଇବା ୧୨୩ ମୃତଦେହ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୬୬ଟି ମୃତଦେହ ସେମାନଙ୍କ ସମ୍ପର୍କୀୟଙ୍କୁ ଦିଆଯାଇ ସାରିଲାଣି। ବାକି ୫୭ ମୃତଦେହ ମଧ୍ୟରୁ ୪୧ଟି ମୃତଦେହକୁ ଦୁଇଟି କଣ୍ଟେନରରେ ରଖାଯାଇଥିବା ସୂଚନା ମିଳିଚି। ଏମ୍ସରେ ଏଠାରେ…

ଏକ୍ସପ୍ରେସ ଟ୍ରେନରେ ଧୂଆଁ, ଭୟଭୀତ ହୋଇ ଓହ୍ଲାଇ ପଡିଲେ ଯାତ୍ରୀ

ବ୍ରହ୍ମପୁର: ଟ୍ରେନ ଦୁର୍ଘଟଣା ଯେମିତି ପିଛା ଛାଡୁନି । ବାଲେଶ୍ୱର ବାହାନଗାର ଭୟଙ୍କର ରେଳ ଦୁର୍ଘଟଣା ମନରୁ ଲଭିନି, ପୁଣି ବ୍ରହ୍ମପୁରଠାରେ ଟ୍ରେନରେ ଧୂଆଁ । ଏତେ ମାତ୍ରାରେ ଧୂଆଁ ବହାରିଲା ଯେ ଯାତ୍ରୀ ଭୟରେ ଓହ୍ଲାଇ ପଡିଥିଲେ । ମଙ୍ଗଳବାର ମଧ୍ୟାହ୍ନରେ ବ୍ରହ୍ମପୁର ଷ୍ଟ୍ରେଶନ ନିକଟରେ…

ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣା: କଟକ ଏସ୍‌ସିବିରେ ଚିକିତ୍ସିତ ୧୯୭ ମଧ୍ୟରୁ ୫୨ ଡିସ୍‌ଚାର୍ଜ

କଟକ: ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣାର ଆହତମାନଙ୍କ ମଧ୍ୟରୁ ମୋଟ ୧୯୭ ଜଣ କଟକ ଏସ୍‌ସିବିରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଆହତଙ୍କ ମଧ୍ୟରୁ ୫୨ ଜଣ ଡିସ୍‌ଚାର୍ଜ କରାଯାଇ ସାରିଲାଣି। ତେବେ ଆଇସିୟୁରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ସୁଦ୍ଧା ୧୭ ଜଣ ବିଭିନ୍ନ ବିଭାଗର…

ସବୁଠୁ ଉତ୍ତପ୍ତ ସହର ରାଜଧାନୀ; ସାଢେ ୧୧ଟା ସୁଦ୍ଧା ୩୯ ଟପିଲା

ଭୁବନେଶ୍ୱର: ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ସାଢେ ୧୧ଟା ସୁଦ୍ଧା ୩୯ ଡିଗ୍ରୀ ଉପରେ ପାରଦ । ତଳେ ତାତିଲା ପିଚୁ । ଉପରେ ଆକାଶରୁ ନିଆଁ ବର୍ଷା । ଛଟପଟ ହୋଇ ଯାଉଛନ୍ତି ରାଜଧାନୀବାସୀ ।  ଆଜି ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯.୮…

ମଣିପୁରରେ ହିଂସା, ସର୍ଚ୍ଚ ଅପରେସନ ସହ ରାଜ୍ୟରେ ଇଣ୍ଟରନେଟ୍ ନିଷେଧାଦେଶ ଜାରି

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗତ ଏକ ମାସ ଧରି ମଣିପୁର ହିଂସାର କ୍ରୋଧରେ ଜଳୁଛି। ପରିସ୍ଥିତିକୁ ସ୍ୱାଭାବିକ ରଖିବା ପାଇଁ ସ୍ଥାନୀୟ ପୋଲିସ, ସେନା, ରିଜର୍ଭ ପୋଲିସ ଫୋର୍ସ, ବିଏସଏଫ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ମିଳିତ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଏହି ସର୍ଚ୍ଚ ଅପରେସନରେ ଆସାମ…

ଭାରତୀୟ ନୌସେନାର ବଡ଼ ସଫଳତା: ହେବି ୱେଟ୍ ଟର୍ପିଡୋର ସଫଳ ପରୀକ୍ଷଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବଢିଲା ଭାରତୀୟ ନୌସେନାର ବଳ । ଏବେ ଜଳ ଭିତରେ ମଧ୍ୟ ଭାରତ ନିଜର ଶତ୍ରୁକୁ ନିପାତ କରିବାରେ ତିଳେ ହେଲେ ବିଳମ୍ବ କରିବ ନାହିଁ। କାରଣ ଭାରତୀୟ ନୌସେନା ସଫଳତାର ସହ ଟର୍ପିଡୋ ପରୀକ୍ଷଣ କରିଛି। ଏହି ଟର୍ପିଡୋ ସମୂଦ୍ର ଭିତରେ ଶତ୍ରୁକୁ ବିନାଶ କରିବାରେ ସାହାଯ୍ୟ କରିବ।…