Latest Odisha News

BREAKING NEWS

Browsing Category

ଫିଚର

କଟକ: ଡ୍ରେନ ସନ୍ଧିରେ ଖସିପଡିବାରୁ ନାବାଳିକାର ମୃତ୍ଯୁ

କଟକ : ତାଳଦଣ୍ଡା କେନାଲରେ କାର ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ମଙ୍ଗଳବାର ଜଣେ ନାବାଳିକା ଦୁର୍ଘଟଣାରେ ପ୍ରାଣ ହରାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସକାଳେ କେଶରପୁର-ଗମାଣ୍ଡିଆ ଅଞ୍ଚଳରେ ଥିବା ଏକ ଡ୍ରେନ୍ ଉପରେ ଥିବା ବ୍ରିଜ୍ ଉପରେ ଥିବା ବଡ଼ ବଡ଼ ପାଇପ୍ ଓ କଂକ୍ରିଟ…

ରୋଷେଇ ବେଳେ ତରକାରୀ କଢେଇରେ ପଡିଯିବାରୁ ଛୋଟ ଛୁଆର ମୃତ୍ଯୁ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ଗାଁରେ ମଙ୍ଗଳବାର ଦିନ ଏକ ସାମୂହିକ ଭୋଜି ସମୟରେ ତରକାରୀ ରାନ୍ଧିବା ପାଇଁ ବ୍ୟବହୃତ ହେଉଥିବା ଏକ ବଡ଼ କଢ଼େଇରେ ଭୁଲବଶତଃ ପଡ଼ିଯିବାରୁ ଜଣେ ଶିଶୁ ପ୍ରାଣ ହରାଇଛି। ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୁଗୁଡା ଥାନା ଅନ୍ତର୍ଗତ ନାଗୁଡୁ ଗାଁରେ। ବିଶ୍ୱସ୍ତ…

ଫୋନ୍ ପେ’ରେ ଲାଞ୍ଚ ନେବା ମାମଲା, ଗିରଫ ପରେ ନିଲମ୍ବିତ ହେଲେ ଟାଟା ପାଓ୍ୱାର କର୍ମଚାରୀ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଟାଟା ପାଓ୍ୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ)ର ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀ ଉକ୍ତ ଅଧିକାରୀଙ୍କୁ ନିଲମ୍ବିତ କରିବା ସହ ଅଭିଯୋଗର…

ହତ୍ୟା ଏବଂ ବୋମା ବିସ୍ପୋରଣ ଉଦ୍ୟମ ମାମଲାରେ ୭ ଗିରଫ

ପୁରୀ: ଜିଲ୍ଲାରେ ଦୁଇଟି ପୃଥକ ହତ୍ୟା ଉଦ୍ୟମ ଓ ବୋମାମାଡ଼ ଘଟଣାରେ ପୁଲିସ ୭ ଜଣଙ୍କୁ ଗିରଫ କରିଛି। ମଙ୍ଗଳବାର ପୁରୀ ସହରରେ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଏସପି କେ. ବିଶାଳ ସିଂହ ଏହି ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ୨୫ ତାରିଖରେ ଚନ୍ଦନପୁରରେ ଘଟିଥିବା ହତ୍ୟା ଉଦ୍ୟମ…

୭ ବର୍ଷ ତଳର ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଦୌରାଜଜ୍ ଦୁଇ ଜଣଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୭ ବର୍ଷ ତଳେ ଘଟିଥିବା ୧୬ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲାରେ ମଙ୍ଗଳବାର ଏହି ରାୟ ପ୍ରକାଶ ପାଇଛି। ମୟୂରଭଞ୍ଜ ସ୍ୱତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ସୁମିତା ଜେନା ଏହି ମାମଲାର…

କଟକରେ ୬ ଲେନ୍ ବିଶିଷ୍ଟ ରିଂ ରୋଡ୍ ନିର୍ମାଣ ପାଇଁ ସିଏମସି ଆରମ୍ଭ କଲା ଉଚ୍ଛେଦ ପ୍ରକ୍ରିୟା

କଟକ : ମଙ୍ଗଳବାର ସହରର ଖାନନଗରରେ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ ପକ୍ଷରୁ ବସ୍ତି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଫଳରେ ୪୨ଟି ଅସ୍ଥାୟୀ ଘର ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ଅଭିଯାନର ଉଦ୍ଦେଶ୍ୟ ହେଉଛି ନେତାଜୀ ବସ୍ ଟର୍ମିନାଲରୁ ୧୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୬ ଲେନ୍…

ବଜ୍ରପାତରେ ଗୋରୁ ମଲେ ମିଳିବ ୩୭ ହଜାର ୫ ଶହ ଟଙ୍କା, ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ବଜ୍ରପାତରେ ଗୃହପାଳିତ ପଶୁ ମଲେ ସହାୟତା ମିଳିବ । ଗାଈଙ୍କ ପିଛା ମିଳିବ ୩୭ ହଜାର ୫୦୦ ଟଙ୍କାର ସହାୟତା ରାଶି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ନିୟମ ଅନୁସାରେ, ଏହି ସହାୟତା ରାଶି ଦିଆଯିବ । ଗାଈ ମାଲିକଙ୍କୁ ମିଳିବ ସହାୟତା ରାଶି । ମଙ୍ଗଳବାର ଅପରାହ୍ଣରେ…

ଅଳିଆ ଆବର୍ଜନାରେ ଭର୍ତ୍ତି ମାଉଣ୍ଟ ଏଭରେଷ୍ଟ : ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଛି ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଏଭରେଷ୍ଟ । ପର୍ବତ ଶିଖରରେ ଚାରିଆଡ଼େ ଅଳିଆ ଆବର୍ଜନ ବିଛାଡ଼ି ହୋଇ ଏଣେତେଣେ ପଡ଼ିଛି । ଖାଲି ଅମ୍ଳଜାନ ସିଲିଣ୍ଡର, ନଷ୍ଟ ହୋଇଯାଇଥିବା କ୍ୟାମ୍ପ, ଫୁଡ଼ କଣ୍ଟେନର ଆଦି ପର୍ବତରେ ପଡ଼ିଥିବା ଦେଖିବାକୁ ମିଳିଛି ।…

ତହସିଲ୍ କାର୍ଯ୍ୟାଳୟରୁ ଆର.ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସାଲେପୁର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ୍ କାର୍ଯ୍ୟାଳୟରୁ ଜଣେ ରାଜସ୍ୱ ନିରୀକ୍ଷକଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ଆର.ଆଇ ଜଣଙ୍କ ହେଉଛନ୍ତି ସଞ୍ଜୟ ଦାସ । ସେ ନିଶ୍ଚିନ୍ତକୋଇଲି ତହସିଲ୍ ଅନ୍ତର୍ଗତ ତରତଶାସନର ରାଜସ୍ୱ ନିରୀକ୍ଷକ ଥିଲେ । ସୂଚନା ଅନୁସାରେ, ଅପରାହ୍ଣ ପ୍ରାୟ ୫ଟା…

ପୀଡିତା ନାବାଳିକାଙ୍କ କକା କହିଲେ, ବ୍ରିଜଭୂଷଣଙ୍କୁ ଫସାଇବା ପାଇଁ ମୋ ଝିଆରୀଙ୍କୁ ବ୍ୟବହାର କରାଯାଉଛି

ରୋହତାକ: ରେସଲରଙ୍କ ଆନ୍ଦୋଳନରେ ନୂଆ ନୂଆ କଥା ସାମ୍ନାକୁ ଆସିଛି । ଗୋଟିଏ ପଟେ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫ ଦାବୀରେ ରେସଲରମାନେ ଆନ୍ଦୋଳନ ଜାରୀ ରଖିଥିବା ବେଳେ ମଙ୍ଗଳବାର ଏକ ଚାଂଚଲ୍ୟକର ତଥ୍ୟ ସମ୍ମୁଖକୁ ଆସିଛି । ଯେଉଁ ନାବାଳିକା ରେସଲରଙ୍କୁ ନେଇ ସେମାନେ…