Latest Odisha News

BREAKING NEWS

Browsing Category

ଫିଚର

ହ୍ୟାଟ୍ରିକ ପାଇଁ ମୋଦିଙ୍କ ପ୍ଲାନ

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନରେ ହ୍ୟାଟ୍ରିକ ପାଇଁ ବିଜେପିର ବଡ଼ ପ୍ରସ୍ତୁତି। ଲୋକସଭା ନିର୍ବାଚନରେ ସଫଳତା ଦୋହରାଇବାକୁ କୌଣସି ବି ସୁଯୋଗ ହାତଛଡା କରିବାକୁ ଚାହୁଁନି ବିଜେପି। ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି। ମୋଦି ବିଜେପି ଶାସିତ ରାଜ୍ୟର…

ଠାବ ହେଲା ୨୫୦୦ ବର୍ଷ ତଳର ଟଏଲେଟ୍

ଇସ୍ରାଏଲ: ସ୍ୱଚ୍ଛ ଭାରତ ଅଭିଯାନକୁ ଦେଶରେ ମିଳିଛି ଭରପୂର ସଂଫଳତା । ୨୦୧୪ ମସିହାରେ କେନ୍ଦ୍ରରେ ଏନଡ଼ିଏ ସରକାର ଏହି ଅଭିଯାନକୁ ଗୁରୁତ୍ୱ ଦେଇଛନ୍ତି ଓ ଏହାର ପ୍ରଭାବ ମଧ୍ୟ ଅନୁଭୂତ ହୋଇଛି । ଏଥିପାଇଁ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯିବା ସହ ବାହାରେ ମଳତ୍ୟାଗକୁ ରୋକିବା ପାଇଁ ନିୟମ ମଧ୍ୟ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ

ଓଭାଲ: ଜୁନ ୭ରେ ଏଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ପାଇଁ ମ୍ୟାଚ ଅଫିସିଆଲଙ୍କ ନାମ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡର କ୍ରିସ ଗାଫେନୀ ଓ ଇଂଲଣ୍ଡର ରିଚାର୍ଡ ଇଲିଂୱର୍ଥ ଫିଲ୍ମ ଅମ୍ପାୟର ଦାୟିତ୍ୱ ତୁଲାଇବେ । ଇଂଲଣ୍ଡର ରିଚାର୍ଡ…

ଏଣିକି ବିକ୍ରି ତଥା ବିଭାଜନ ହୋଇପାରିବ ଚକ ଜମି

ଭୁବନେଶ୍ୱର: ଚକଜମି ବିକ୍ରି ତଥା ବିଭାଜନକୁ ମିଳିଛି କ୍ୟାବିନେଟ ମୋହର । ଏଣିକି ଚକ ଜମି ବିକ୍ରି ତଥା ବିଭାଜନ ହୋଇପାରିବ । ଚକ  ଜମି  ବିକ୍ରି ପାଇଁ ଜମି ପଟ୍ଟାଗୁଡ଼ିକର ସଂଶୋଧନ କରାଯାଇ ପାରିବ । ଓଡ଼ିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମର ଚାପ୍ଟର-୫ର ଧାରା ୩୪ ଏବଂ ୩୫ର…

ବୟସ ମାତ୍ର ୮ ବର୍ଷ: ୬୦ କିଲୋଗ୍ରାମ ଓଜନ ଉଠାଇ କଲେ ରେକର୍ଡ଼

ହରିୟାଣା: ଯେଉଁ ବୟସରେ ପିଲାମାନେ ଖେଳିବା ଓ ବୁଲିବା କଥା ସେହି ବୟସରେ ଜଣେ କୁନି ଝିଅ ଏବେ ତା’ର ଦକ୍ଷତା ହେତୁ ଇଣ୍ଟରନେଟ୍ ସେନ୍‌ସେ୍‌ସ୍ ପାଲଟିଯାଇଛନ୍ତି । ତାଙ୍କ ପାଖକୁ ଏବେ ସାରା ବିଶ୍ୱରୁ ପ୍ରଶଂସାର ସୁଅ ଛୁଟୁଛି । ଆମେ ହରିୟାଣାର ପଞ୍ଚକୁଲାର ୮ ବର୍ଷିୟା ଆରସିୟା ଗୋସ୍ୱାମୀଙ୍କ…

ବ୍ରିଟିଶ କଲମ୍ବିଆ ୟୁନିଭର୍ସିଟିର ସବୁଠାରୁ ସ୍ଲୋ ଷ୍ଟୁଡେଣ୍ଟଙ୍କୁ ମିଳିଲା ଗ୍ରାଜୁଏସନ ସାର୍ଟିଫିକେଟ

 ସଫଳତା ଆଉ ଶ୍ରେଷ୍ଠତା  ପୁରସ୍କାର ସାଉଁଟି ଆଣେ । ହେଲେ ୭୧ ବର୍ଷର ଜଣେ ବ୍ୟକ୍ତିଙ୍କୁ ତାଙ୍କର ବିଫଳତା ତଥା କାମରେ ମନ୍ଥରତା   ପାଇଁ ପୁରସ୍କୃତ କରାଯାଇଛ । ଆପଣ ଭାବୁଥିବେ ଇଏ କି ପ୍ରକାର ପୁରସ୍କାର ? କିନ୍ତୁ  ଏହି ବ୍ୟକ୍ତିଙ୍କର ବିଫଳତା ଏବଂ ମନ୍ଥରତା ବିଷୟରେ ଜାଣିଲେ ଆପଣ ବି ଭାବିବେ…

ଡ଼୍ୟାନ୍ସ କଲେ ୮୦ ବର୍ଷୀୟା ବୃଦ୍ଧା,ତାଙ୍କ ଆତ୍ମବିଶ୍ୱାସକୁ ଲୋକେ ଦେଲେ ଧନ୍ୟବାଦ

ଯଦି କେହିି ହୃଦୟରେ ନିଜକୁ ଯୁବକ ବୋଲି ଅନୁଭବ କରନ୍ତି, ଯେତେ ବୟସ୍କ ହୁଅନ୍ତୁ ନା କାହିଁକି ସେ ସବୁବେଳେ ଯୁବକ ହିଁ ରହିବେ । ଯଦି ଆପଣ ଏହାକୁ ବିଶ୍ୱାସ କରୁନାହାଁନ୍ତି, ତେବେ ଏବେ ଭାଇରାଲ ହେଉଥିବା ଏକ ଭିଡିଓ ଦେଖିଲେ ଠିକ୍ ବୁଝିପାରିବେ । ଜଣେ ବୃଦ୍ଧା ଏପରି ଡ଼୍ୟାନ୍ସ କରୁଛନ୍ତି ଯେ, ଲୋକେ…

ଇଣ୍ଡିଆନ ନାଭି ଅଗ୍ନିବୀର ପାଇଁ ରେଜିଷ୍ଟ୍ରେଶନ ଆରମ୍ଭ: ଏଇ ତାରିଖ ସୁଦ୍ଧା କରନ୍ତୁ ଆବେଦନ

ନୂଆଦିଲ୍ଲୀ:ଭାରତୀୟ ନୌସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଇଣ୍ଡିଆନା ନାଭି ଅଗ୍ନିବୀର ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଅନଲାଇନ ରେଜିଷ୍ଟ୍ରେଶନ ପ୍ରକ୍ରିୟା । ଆଶାୟୀ ପ୍ରାର୍ଥୀମାନେ ନାଭିର ଅଫିସିଆଲ ୱେବସାଇଟ joinindiannavy.gov.in କୁ ଯାଇ…

ଫ୍ୟାନୀ ବ୍ଲାଙ୍କର୍ସ-କୋଏନ ଗେମ୍ସରୁ ଓହରିଲେ ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ହେଙ୍ଗେଲୋରେ ହେବାକୁ ଥିବା ଫ୍ୟାନୀ ବ୍ଳାଙ୍କର୍ସ-କୋଏନ ଗେମ୍ସରୁ ଓହରି ଯାଇଛନ୍ତି । ନେଦରଲାଣ୍ଡର ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ନୀରଜ ମାଂସପେଶୀଜନିତ ସମସ୍ୟାରେ…

ବ୍ୟବସାୟୀଙ୍କ ଘରେ ପଶି ଆତଙ୍କ ଖେଳାଇଲେ; ଖଣ୍ଡା, ତଲୱାର ଦେଖାଇ କଳା କନା ବୁଲାଇଲେ

ଭବାନୀପାଟଣା /କେସିଙ୍ଗା: ରାତି ଅଧରେ ଘରେ ପଶିଲେ । ଖଣ୍ଡ, ତଲୱାର ଦେଖାଇ ସମସ୍ତଙ୍କୁ ଚୁପ କରାଇ ଦେଲେ । ତା’ ପରେ ରଶିରେ ସମସ୍ତଙ୍କ ମୁହଁ, ଗୋଡ, ହାତ ବାନ୍ଧି ଦେଇ ଘରେ ଯାହା ଥିଲା ବୋହି ନେଲେ । ଏମିତି ଡକାୟତି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରେ। କଳାହାଣ୍ଡି…