Latest Odisha News

BREAKING NEWS

Browsing Category

ଫିଚର

ଜାତୀୟ ସବ ଜୁନିୟର ହକି: ଓଡିଶା ରନର୍ସଅପ

ରାଉରକେଲା: ଏଠାରେ ଅନୁଷ୍ଠିତ ଜାତୀୟ ସବ ଜୁନିୟର ହକିରେ ଓଡିଶା ରନର୍ସଅପ ହେବାକୁ ବାଧ୍ୟ ହୋଇଛି । ଫାଇନାଲରେ ଓଡିଶା ଅପେକ୍ଷାକୃତ ଶକ୍ତିଶାଳୀ ଉତରପ୍ରଦେଶ ନିକଟରୁ ୧-୭ ଗୋଲରେ ପରାଜିତ ହୋଇଛି । ଏଥିସହ ୟୁପି ଟିମ ଟାଇଟଲ ବଜାୟ ରଖିବାରେ ସଫଳ ହୋଇଛି । ଲିଗ ପର୍ଯ୍ୟାୟରେ ପ୍ରଭାବୀ ପ୍ରଦର୍ଶନ…

ପତ୍ନୀଙ୍କୁ ବାପଘର ବୁଲାଇ ନେବାକୁ ଡାକି ବାଟରେ ହତ୍ୟା; ୪ ଦିନ ପରେ ଜଙ୍ଗଲରୁ ମିଳିଲା ଶବ

ନୂଆପଡ଼ା: ବାପଘର ନେଇ ଯିବେ ବୋଲି ସୁୁଆଗରେ ପତ୍ନୀ ସୁନେଙ୍କୁ ଡାକିଥିଲେ । ପତ୍ନୀ ବି ମନଖୁସିରେ ସଜବାଜ ହୋଇ ବାହାରି ପଡିଲେ । ସ୍ୱାମୀଙ୍କ ମନରେ ଏତେ ଜଘନ୍ୟ ଚିନ୍ତାଧାରା ବୁଲୁଛି ବୋଲି ସେ ବା କାହିଁକି ଜାଣିବେ ? ସାଇକେଲରେ ସ୍ୱାମୀ-ସ୍ତ୍ରୀ ଦୁହେଁ ବାହାରି ପଡିଲେ ବାପଘର ବୁଲି । ହେଲେ…

ଦ୍ରୁତଗତିରେ ଆସୁଥିଲା କାର, ତାଳଦଣ୍ଡା କେନାଲ ଭିତରେ ପଶିଗଲା

କଟକ:କଟକ ତାଳଦଣ୍ଡା ତାଳଦଣ୍ଡା କେନାଲ ଭିତରେ ପଶିଗଲା କାର । କାରରେ ବସିଥିଲେ ୨ ଜଣ । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, କାରଟି ଦ୍ରୁତ ଗତିରେ ଆସୁଥିଲା । ମାତୃଭବନ-ନୂଆବଜାର ରାସ୍ତାରେ ଯାଉଥିବାବେଳେ ହଠାତ ଭାରସାମ୍ୟ ହରାଇ କେନାଲ…

ଚମକିବ କୋଣାର୍କ ମନ୍ଦିର ଚାରିପାଖ: ଖର୍ଚ୍ଚ ହେବ ୨୦୯ କୋଟିି

ଭୁବନେଶ୍ୱର: ଚମକିବ କୋଣାର୍କ ମନ୍ଦିର । ପୂର୍ବାପେକ୍ଷା ଆହୁରି ଦିଶିବ ଆକର୍ଷଣୀୟ । କୋଣାର୍କ ମନ୍ଦିର ପରିସର ଏବଂ ଚତୁଃପାର୍ଶ୍ୱକୁ ଅଧିକ ବିକଶିତ ଏବଂ ଆକର୍ଷିତ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଐତିହ୍ୟ ଓ ସ୍ମାରକୀ ତଥା ପର୍ଯ୍ୟଟନ ଆକର୍ଷଣ ସମନ୍ୱିତ ବିକାଶ ଯୋଜନା…

କାହାପାଇଁ ‘ମୋ ଘର’ ଯୋଜନା ? କେମିତି କରିବେ ଆବେଦନ ଜାଣନ୍ତୁ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବାଜିଛି ମୋହର । ଏଥି ମଧ୍ୟରେ ରହିଛି ମୋ ଘର ଯୋଜନା । ଏହି ଯୋଜନାରେ ଗ୍ରାମାଞ୍ଚଳରେ ଗୃହ ନିର୍ମାଣ ପାଇଁ ସବସିଡିରେ ଯୋଗାଇ ଦିଆଯିବ ସହାୟତା ।…

୨୪ ମାସ ମଧ୍ୟରେ ଶେଷ ହେବ ବଲାଙ୍ଗିର ଜିଲ୍ଲାର ୨ ପାନୀୟ ଜଳ ପ୍ରକଳ୍ପ; ବାଜିଲା କ୍ୟାବିନେଟ ମୋହର

ଭୁବନେଶ୍ୱର:ବଲାଙ୍ଗିର ଜିଲ୍ଲା ପାଇଁ ଖୁସି ଖବର । ବଲଙ୍ଗିର ଜିଲ୍ଲାରେ ୨ଟି ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପକୁ ଆଜି କ୍ୟବିନେଟ ମଞ୍ଜୁରି ମିଳିଛି । ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ବସବାସ କରୁଥିବା  ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି…

ଦିଲ୍ଲୀ ଛାଡିଲେ ରେସଲର, ପୋଲିସର ଚେତାବନୀ ଏଥରର ଜନ୍ତରମନ୍ତରରେ ଧାରଣା କରିପାରିବନି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ରେସଲରମାନେ ଜନ୍ତରମନ୍ତରରେ ଧାରଣା ଦେଉଥିଲେ । ନୂତନ ସଂସଦ ଭବନ ସାମ୍ନାକୁ ଯିବା ନେଇ ଜିଦ ଧରିବାକୁ ରେସଲର ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା । ପୋଲିସ ଏହା ପରେ କାର୍ଯ୍ୟାନୁଷ୍ଠାନ…

ନିୟନ୍ତ୍ରଣ ହରାଇ ଟ୍ରକ୍‌ରେ ପିଟି ହେଲା କାର୍; ଚାଲିଗଲା ୭ ଛାତ୍ରଙ୍କ ଜୀବନ, ୬ ଆହତ

ଗୁୱାହାଟି: ସୋମବାର ଭୋର ସମୟରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୭ ଛାତ୍ରଙ୍କର ଜୀବନ ଚାଲିଯାଇଛି। ଗୁୱାହାଟି ଜାଲୁକବରି ଠାରେ ଏହି ଦୁର୍ଘଟଣା ଘଟିଛି। ଛାତ୍ରାମାନେ ଏକ କାର୍‌ରେ ଯାଉଥିବା ବେଳେ କାର୍‌ଟି ରୋଡ୍ ଡିଭାଇଡରରେ ପିଟି ହୋଇ ସାମ୍ନାପଟୁ ଆସିଥିବା ଏକ ମାଲ୍‌ବୋଝେଇ ଟ୍ରକ୍‌ ସହ ଧକ୍କା…

ବଜ୍ରପାତରେ ୪ ଗାଈଚରାଳି ଗୁରୁତର; ୨୧ ଗୋରୁଗାଈ, ୩ ଛେଳି ମୃତ

ଜୟପୁର: ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଗତକାଲି ଅପରାହ୍ନରେ ବର୍ଷା , ଘଡଘଡି ସହ ପ୍ରବଳ ବିଜୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।   ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳ ଅନେକ ଗାଈ ଏବଂ ଛେଳି ମୃତ୍ୟୁବରଣ କରିଛନ୍ତି ।  ବିଜୁଳି, ଘଡଘଡି ଅଞ୍ଚଳରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଛି ।…

ସ୍ତ୍ରୀକୁ ପିଟିପିଟି ମାରିଦେଲା ନୃଶଂସ ସ୍ୱାମୀ, ଘର ପଛପଟେ ପୋତିଲା ମୃତଦେହ

ବଣାଇ : ରକ୍ଷକ ସାଜିଲା ଭକ୍ଷକ । କେତେବେଳେ ଠେଙ୍ଗାରେ ପିଟିଲା ତ ଆଉ କେତେବେଳେ ଟାଙ୍ଗିଆରେ ହାଣିଲା । ଶେଷରେ ପିଟିପିଟି ସ୍ତ୍ରୀର ଜୀବନ ନେଇଗଲା ରାକ୍ଷସ ସ୍ୱାମୀ । ଏଭଳି ଲୋମହର୍ଷଣକାରୀ ଘଟଣା ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି । ନୂଆଗାଁରେ ଜଣେ ବ୍ୟକ୍ତି ତା…