Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱର ଜୟପୁର ବିମାନ ସେବା ଦୁଇ ଦିନ ପାଇଁ ସାମୟିକ ବନ୍ଦ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଜୟପୁର ମଧ୍ୟରେ ବିମାନସେବା ବାଧାପ୍ରାପ୍ତ। ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ ରହିଛି। ଇଣ୍ଡିଆଓ୍ୱାନ ଏୟାର ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଜୟପୁର ବିମାନ ବନ୍ଦର ମଧ୍ୟରେ…

ସରିଲା ରାଜ୍ୟପାଳ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ, କିଏ ହେବେ ନୂଆ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ନୂଆ ରାଜ୍ୟପାଳ କିଏ ହେବେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ରାଷ୍ଟ୍ରପତି ଭବନ ପକ୍ଷରୁ ନୂଆ ରାଜ୍ୟପାଳ କିଏ ହେବେ ସେ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିବା ବେଳେ ବିଧିବଦ୍ଧ ନିଯୁକ୍ତି ନହେବା…

ରାଜନୀତିରେ ‘ମୋ ଘର’, ବିଜେପି କହିଲା କେନ୍ଦ୍ର ଯୋଜନାର ନକଲ, ସରକାର କହିଲେ ଅବହେଳିତଙ୍କୁ ଗୁରୁତ୍ୱ

କଟକ: ରାଜ୍ୟ ସରକାରଙ୍କ 'ମୋ ଘର' ଯୋଜନା ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ଲକ୍ଷ୍ୟରେ କେନ୍ଦ୍ରୀୟ ଯୋଜନାର ଏକ ନକଲ ମାତ୍ର ବୋଲି କହି ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି। ଏପରି କହି ଶାସକ ଦଳକୁ କଡା ସମାଲୋଚନା କରିଛି ବିଜେପି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ…

+୨ ପରୀକ୍ଷା ଫଳ ପ୍ରକାଶ ପାଇବ ତାରିଖ ଘୋଷଣା କଲା ସିଏଚଏସଇ

ଭୁବନେଶ୍ୱର: ମେ' ୩୧ ସୁଦ୍ଧା +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ଉଭୟ ଷ୍ଟ୍ରିମ୍ ପାଇଁ ଫଳାଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ…

ସାଇଙ୍କ ବିସ୍ଫୋରକ ବ୍ୟାଟିଂ, ଚେନ୍ନାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ

ଅହମ୍ମଦାବାଦ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଆଇପିଏଲ ଫାଇନାଲରେ ସାଇ ସୁଦର୍ଶନଙ୍କ ବିସ୍ଫୋରକ ବ୍ୟାଟିଂ ବଦଳରେ ଗୁଜରାଟ ଟାଇଟାନ୍ସ ୨୧୫ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଚେନ୍ନାଇ ସମ୍ମୁଖରେ ରଖିଛି । ଟସ ଜିତି ଚେନ୍ନାଇ ପ୍ରଥମେ ବ୍ୟାଟିଂ କରିବା ପାଇଁ ଗୁଜରାଟକୁ ଆମନ୍ତ୍ରଣ କରିଥିଲେ ।…

ଆଉ ଏକ କୀର୍ତିମାନ ସ୍ଥାପନ କଲେ ଧୋନୀ

ଅହମ୍ମଦାବାଦ: କ୍ୟାପଟେନ କୁଲ ଭାବେ ପରିଚିତ ଚେନ୍ନାଇ ସୁପର କିଙ୍ଗସର ମହେନ୍ଦ୍ର ସିଂ ଧୋନୀ ଆଇପିଏଲରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଜି ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ସେ ପଡିଆକୁ ଓହ୍ଲାଇବା ମାତ୍ରେ ପ୍ରଥମ ଖେଳାଳି ଭାବେ ୨୫୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ଏହା…

ଦୋକାନୀଙ୍କ ଅଜବ ନିୟମ: ଆଧାର କାର୍ଡ ବିନା ମିଳିବନି ଗୁପ୍‌ଚୁପ୍ ,କେବଳ ପୁରୁଷଙ୍କୁ ଖାଇବାକୁ ମିଳେ ଅନୁମତି

ସାଧାରଣତଃ ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ଼୍‌କୁ ପସନ୍ଦ କରିଥାନ୍ତି । ସେଥିମଧ୍ୟରୁ ଗୁପ୍‌ଚୁପ୍‌କୁ ମହିଳାମାନେ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଏହା ନୁହେଁ ଯେ ପୁଅମାନେ ଏହାର ସ୍ୱାଦ ପସନ୍ଦ କରନ୍ତି ନାହିଁ । ସେମାନେ ବି ପସନ୍ଦ କରନ୍ତି । ଆଉ କିଛି ଦୋକାନୀଙ୍କ ଗୁପ୍‌ଚୁପ୍ ସ୍ୱତନ୍ତ୍ର…

‘ତେଲେଙ୍ଗାନା ରାଜନୀତି’, ୱାଇଏସଆର ସହ ମେଣ୍ଟ କରିବ କଂଗ୍ରେସ !

ଭୁବନେଶ୍ୱର: ତେଲେଙ୍ଗାନାରେ ଆସନ୍ନ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ରାଜ୍ୟରେ ଶାସକ ବିଆରଏସକୁ ହରାଇବାକୁ ପ୍ରମୁଖ ଶକ୍ତି ମାନେ ଲାଗି ପଡିଛନ୍ତି। ବିଜେପିଠୁ ଆରମ୍ଭ କରି କଂଗ୍ରେସ ଓ ୱାଇଏସଆର ତେଲେଙ୍ଗାନା ପାର୍ଟି ମଧ୍ୟ ଜିତିବାକୁ ଯୋଜନା ପ୍ରସ୍ତୁତିରେ ଲାଗିଛନ୍ତି। କର୍ଣ୍ଣାଟକରେ…

‘ମଧ୍ୟପ୍ରଦେଶରେ ୧୫୦ ସିଟରେ ଜିତିବ କଂଗ୍ରେସ’

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ। ମଧ୍ୟପ୍ରଦେଶ ନିର୍ବାଚନ ପ୍ରସ୍ତୁତି ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଭଳି ମନ୍ତବ୍ୟ ଦେଇଛନ୍ତି। କର୍ଣ୍ଣାଟକରେ କଂଗ୍ରେସ ଯେଭଳି ଜିତିଲା ମଧ୍ୟପ୍ରଦେଶରେ ସେଭଳି ରିପିଟ କରିବ ବୋଲି ସେ…

କୁକୁର ପାଇଲା ଡିପ୍ଲୋମା ଡ଼ିଗ୍ରୀ , କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଦୁନିଆରେ ଅନେକ କୁକୁର ଅଛନ୍ତି, ଯେଉଁମାନେ ବିଭିନ୍ନ କୌଶଳ ଦେଖାଇଥାନ୍ତି । ଯାହାକୁ ଦେଖି ଲୋକମାନେ ବହୁତ ଆକୃଷ୍ଟ ହୋଇଥାନ୍ତି । କିନ୍ତୁ ଆପଣ କେବେ କୁକୁର ଡିଗ୍ରୀ ନେଉଥିବାର ଦେଖିଛନ୍ତି କି? ଆମେରିକାରେ ଗୋଟିଏ କୁକୁରକୁ ଡିପ୍ଲୋମା ଡିଗ୍ରୀ ଦିଆଯାଇଛି । ତାହା ପୁଣି ଏକ…