Latest Odisha News

BREAKING NEWS

Browsing Category

ଫିଚର

ଆଧୁନିକୀକରଣ କାର୍ଯ୍ୟ ପାଇଁ ପ୍ରଭାବିତ ହେବ ଏହି ସବୁ ଟ୍ରେନ୍

ଭୁବନେଶ୍ୱର: ସମ୍ବଲପୁର ସିଟି ଏବଂ ମାନେଶ୍ଵର ମଧ୍ୟରେ ଦୋହରୀକରଣ କାର୍ଯ୍ୟର କାର୍ଯ୍ୟକ୍ଷମ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ହେବ । ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଥିବା କାଂସବାହଲ ଏବଂ ରାଜଗାଙ୍ଗପୁର ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପ-ମାର୍ଗ ନିର୍ମାଣ କରାଯି । ଏଥି ଯୋଗୁଁ…

ଭଡ଼ାରେ ମିଳୁଛି ଗର୍ଲଫ୍ରେଣ୍ଡ: ଦିନକୁ ଚାର୍ଜ ଜାଣିଲେ ହୋସ ଉଡ଼ିଯିବ

ମେକ୍ସିକୋ: ଆଜିକାଲି ଭଡ଼ାରେ ପ୍ରତ୍ୟେକ ଜିନିଷ ସହଜରେ ମିଳିପାରୁଛି । ଲୋକମାନେ ଘର ହେଉ କି ଗାଡ଼ି ପ୍ରତ୍ୟେକ ଜିନିଷ ଭଡ଼ାରେ ନେଇଥାନ୍ତି । କିନ୍ତୁ ଏବେ ଗର୍ଲଫ୍ରେଣ୍ଡ ଅତି ସହଜରେ ଭଡ଼ାରେ ମିଳିପାରୁଛନ୍ତି । ଯିଏ ଆପଣଙ୍କର ସବୁ ଆବଶ୍ୟକତାକୁ ପୂରଣ କରିପାରିବ । କିନ୍ତୁ ଏହାର ପ୍ରତିବଦଳରେ ସେ…

ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟକୁ ବନ୍ଦ ହେଲା ବିଦ୍ୟୁତ ସଂଯୋଗ, ବିକିରଣ ଆଶଙ୍କା ବୃଦ୍ଧି

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁ ଏବେ ନ୍ୟୁକ୍ଲିୟର ବିକିରଣ ଆଶଙ୍କା ବୃଦ୍ଧି ପାଇଛି । ରିପୋର୍ଟ ମ ୁତାବକ ୟୁକ୍ରେନ ଅଧିନରେ ଥିବା ସବୁଠାରୁ ବଡ ନ୍ୟୁକ୍ଲିୟର ପ୍ଲାଂଟର ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଛି । ଏହା ଦ୍ୱାର ବିକିରଣ ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ସୋମବାର ରୁଷ…

ଗୋଡ଼କୁ ୧୮୦ ଡ଼ିଗ୍ରୀ ବୁଲାଇ ବିଶ୍ୱ ରେକର୍ଡ଼ କଲେ ମହିଳା

ମେକ୍ସିକୋ: ସମଗ୍ର ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ । ଏମିତି ଜଣେ ମହିଳା ନିଜ ଗୋଡ଼କୁ ୧୮୦ ଡ଼ିଗ୍ରୀ ବୁଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାଙ୍କର ଏହି ଗୋଡ଼କୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ।…

କର୍ଣ୍ଣାଟକ ପରେ ସବୁ ଜିତିବା ଯୋଜନାରେ କଂଗ୍ରେସ

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ସହ ମନ୍ତ୍ରୀମଣ୍ଡଳର ଶପଥ ପରେ ଏବେ କଂଗ୍ରେସ ନେତୃତ୍ୱ ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ଖୁବ କମ ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ନିର୍ବାଚନ ହେବ। ତେଣୁ ଏ ସବୁ ରାଜ୍ୟରେ…

ବ୍ରିଜଭୂଷଣଙ୍କ ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କଲେ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ରବିବାର ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କରିଥିଲେ । ତେବେ ସେ ସର୍ତ ରଖିଥିଲେ ଯେ, ଧାରଣାରେ ବସିଥିବା ବଜରଙ୍ଗ ପୁନିଆ ଓ ବିନେଶ ଫୋଗଟଙ୍କ ଏହି ଟେଷ୍ଟ କରାଗଲେ ମୁଁ ପ୍ରସ୍ତୁତ । ସୋମାବାର ରେସଲରଙ୍କ ପକ୍ଷରୁ ବଜରଙ୍ଗ…

ଉଦ୍ଧାର ହେଲା ବିଶାଳ ମାଛ, ଆକାର ୧୪ ବର୍ଷର ପିଲା ପରି

ନ୍ୟୁୟର୍କ: ଗଭୀର ସମୁଦ୍ରରେ ଭିନ୍ନ ଭିନ୍ନ ପ୍ରଜାତିର ମାଛ ଦେଖିବାକୁ ମିଳିଥାଏ । ନିକଟରେ ମତ୍ସ୍ୟଜୀବୀମାନେ ଯୁକ୍ତରାଷ୍ଟ୍ରର ଏକ ହ୍ରଦରୁ ଏକ ବିରାଟ ମାଛ ଉଦ୍ଧାର କରିଛନ୍ତି । ଏହାର ଓଜନ ଚଉଦ ବର୍ଷର ପିଲା ପରି ଥିଲା । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି, ଏହି ମାଛର ପେଟରେ ଲକ୍ଷାଧିକ ଅଣ୍ଡା…

ଗ୍ୟାଙ୍ଗଷ୍ଟାର ଲରେନ୍ସକୁ ପଚରା ଉଚରାରେ ଖୁଲାସା: ଟାର୍ଗେଟ ଲିଷ୍ଟରେ ସଲମାନ, ମୁସେୱାଲ ମ୍ୟାନେଜର ଶୀର୍ଷରେ

ନୂଆଦିଲ୍ଲୀ: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ) ସୋମବାର ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇକୁ ପଚରା ଉଚରା କରିବା ପରେ ଚଂଚଲ୍ୟକର ଖୁଲାସା କରିଛି । ଲରେନ୍ସର ଟାର୍ଗେଟ ଲିଷ୍ଟରେ ବଲିଉଡ ଅଭିନେତା ସଲମାନ ଖାଁ ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲଙ୍କ ମ୍ୟାନେଜର ଶଗନପ୍ରୀତ ଶୀର୍ଷରେ…

କେନ୍ଦ୍ର-ଦିଲ୍ଲୀ କଳି, ରାଜ୍ୟସଭାରେ ବିଜେପିର ସାଥ୍ ଦେବ କି ବିଜେଡି ?

ଭୁବନେଶ୍ୱର: ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତାକୁ ନେଇ କେନ୍ଦ୍ର ଅଧ୍ୟାଦେଶ ଆଣିବା ପରେ ଅରବିନ୍ଦ କେଜ୍ରିୱାଲ୍ ସମର୍ଥନ ପାଇଁ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି । କହିଛନ୍ତି, ସମସ୍ତେ ବିଲକୁ ରାଜ୍ୟସଭାରେ ବିରୋଧ କରି ବିଜେପିକୁ ହରାଇବା । ୨୦୨୪ ପୂର୍ବରୁ ଏହି ହାର୍ ସେମି ଫାଇନାଲ୍ ହେବ ।…

କାଳବୈଶାଖୀ ପରେ ତତକ୍ଷଣାତ୍ ବିଦ୍ୟୁତ୍ ସରବରାହ ପାଇଁ ଏସ୍ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଲାଗି ରହିଥିବା ବେଳେ ଘଣ୍ଟା ଘଣ୍ଟା ବିଦ୍ୟୁତ୍ କଟି ଯାଉଛି । ଗ୍ରାହକ ଫୋନ୍ କଲେ ଉତ୍ତର ଆସୁଛି… ଗଛ ପଡ଼ି ମେନ୍ ଲାଇନ୍ କଟି ଯାଇଛି । ୩ ଘଣ୍ଟା ଲାଗିବ । ଏଭଳି ସ୍ଥିତି ପ୍ରାୟ ସବୁ ସ୍ଥାନରେ ଉପୁଜିଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହ…