Latest Odisha News

BREAKING NEWS

Browsing Category

ଫିଚର

ମନ୍ତ୍ରିମଣ୍ଡଳ ସଂପ୍ରସାରଣ; ସୁଶାନ୍ତ ସିଂ ବାଦ ପଡିବା ପରେ ତାତିଲେ ସମର୍ଥକ

ଭୁବନେଶ୍ୱର: ବିଜେଡିରେ କୁହୁଳିଲା ଅସନ୍ତୋଷ । ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ବାଦ ପଡିଥିବା ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ ଏବେ ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି । ନବ ଦାସଙ୍କ ମୃତ୍ୟୁ ପରେ ଖାଲି ପଡିଥିଲା ଗୋଟିଏ ପଦ । ଏହି ପଦ ପାଇଁ ପଶ୍ଚିମ ଓଡ଼ିଶାର ବରିଷ୍ଠ  ନେତା ତଥା…

ନବୀନଙ୍କ ମନ୍ତ୍ରିମଣ୍ଡଳ ପୁନର୍ଗଠନକୁ ‘ନୂଆ ବୋତଲ ପୁରୁଣା ମଦ’ ଆଖ୍ୟା ଦେଲା ବିଜେପି

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ଭାବେ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ ଶପଥ ନେଇଛନ୍ତି । ମନ୍ତ୍ରିମଣ୍ଡଳରେ ଛୋଟ ଅଦଳବଦଳ ହୋଇଥିବା ବେଳେ ଏହାକୁ ନେଇ ବିଜେପି ଏକାଧିକ ପ୍ରଶ୍ନ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର…

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସୁଧାଂଶୁ ଷଡ଼ଙ୍ଗୀ

କଟକ:ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ  । ୧୯୯୦ ବ୍ୟାଚର ବରିଷ୍ଠ ଆଇପିଏସ ଅଫିସର ଡ଼ ଷଡଙ୍ଗୀ ଆଜି  ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି  । ପୂର୍ବରୁ ସେ ସ୍ପେଶାଲ ଡିଜି ପୋଲିସ ରେଲୱେ ଆଣ୍ଡ କୋଷ୍ଟାଲ…

ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଶୁକ୍ର, ୨ ଡିଗ୍ରୀ ରହିବ ଦୂରତା

ଭୁବନେଶ୍ୱର: ଆସନ୍ତାକାଲି ମେ ୨୩ ତାରିଖ ସନ୍ଧ୍ୟାରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍ ନିକଟରେ ଦେଖାଯିବ ଚନ୍ଦ୍ର । ଶୁକ୍ର ଓ ଚନ୍ଦ୍ର ମଧ୍ୟରେ କୌଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ । ତାପର ଦିନ ସେମାନଙ୍କ ଭିତରେ କୌଣିକ ଦୂରତା ବଢ଼ି ଯାଇ ପ୍ରାୟ ୧୫ ଡିଗ୍ରୀ ହେବ । ମେ ମାସ ଶେଷ ସପ୍ତାହ ତଥା…

ଲୁହା ରଡରେ ପିଟି ସ୍ତ୍ରୀର ଜୀବନ ନେଇଗଲା ରାକ୍ଷସ ସ୍ୱାମୀ

ସୋନପୁର:  ଲୁହା ରଡରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କରିଛି ପିଶାଚ ସ୍ୱାମୀ । କାଳେ କିଏ ଜାଣିବ ସେଥିପାଇଁ ଏକା ଏକା  ପତ୍ନୀଙ୍କ ଶବକୁ ନେଇ ସତ୍କାର ବି କରି ଦେଇଛି । ଏକା ଏକା ଏତେ କାମ କରିବା ପରେ ବି ସାହି ପଡିଶା ଏପରିକି ପରିବାର ଲାେକେ କେହି କିଛି ବି ଜାଣି ପାରିଲେନି । ଏମିତି…

‘ମୁଁ ସଭାରେ ଥିଲି.. ମୁଖ୍ୟମନ୍ତ୍ରୀ ଫୋନ କରି କହିଲେ ମନ୍ତ୍ରିମଣ୍ଡଳରେ ସାମିଲ ହେଉଛ..’

ଭୁବନେଶ୍ୱର: ‘ମୁଁ ଗୋଟେ ସଭାରେ ଥିଲି। ମୁଖ୍ୟମନ୍ତ୍ରୀ ମୋତେ ନିଜେ ଫୋନ କରି କହିଥିଲେ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛ। ମୁଁ ଅଭିଭୂତ ହୋଇପଡ଼ିଥିଲି।' ଏମିତି କହି ମନ୍ତ୍ରୀ ହେବା ପରେ ନିଜର ଖୁସି ଜାହରି କରିଛନ୍ତି ଶାରଦା ନାଏକ । ଅବଶ୍ୟ ଗଣମାଧ୍ୟମକୁ ସାକ୍ଷାତ ଦେଇ  ଶାରଦା କହିଛନ୍ତି,…

ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ଫେସବୁକ୍ ପୋଷ୍ଟ, ଚାକିରିରୁ କାଢ଼ିଦେଲେ ସିଦ୍ଦରମୈୟା

ବେଙ୍ଗଳୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ନୀତିକୁ ଫେସବୁକରେ ସମାଲୋଚନା କରିବା ଜଣେ ଶିକ୍ଷକଙ୍କୁ ଭାରି ପଡ଼ିଛି । ଶିକ୍ଷକ ଜଣଙ୍କ କର୍ଣ୍ଣାଟକର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଓ ସେହି ସମୟରେ ହୋଇଥିବା ଋଣର ତର୍ଜମା କରିଥିଲେ । ଯେଉଁଥିରେ ଉଲ୍ଲେଖ କରିଥିଲେ,…

ହୁତ ହୁତ ଜଳୁଥିଲା ପାଇପ ଗୋଦାମ; ସମଗ୍ର ଅଞ୍ଚଳ ଧୂଆଁମୟ

ସମ୍ବଲପୁର: ସମ୍ବଲପୁରରେ ଭୟାଙ୍କର ଅଗ୍ନିକାଣ୍ଡ । ଜଳୁଛି ପ୍ଲାଷ୍ଟିକ ଗୋଦମ । ବିପୁଳ ମାତ୍ରରେ ଥିବା ପିଭିସି ପାଇପ  ହୁତୁହୁତୁ ହୋଇ ଜଳିଛି । ସମ୍ବଲପୁର ଜିଲ୍ଲା ଗୁଣ୍ଡେରପୁରରେ ଥିବା ପାଇପ ଗୋଦାମ ସୋମବାର ସକାଳ ୯ଟା ୩୦ରେ ହଠାତ୍  ଲାଗି ଯାଇଛି ନିଆଁ  ।  ଚାହୁଁ ଚାହୁଁ ଏହି ନିଆଁ ପୂରା…

ରକ୍ତାକ୍ତ ଶରୀରରେ କାନ୍ସ ରେଡ କାର୍ପେଟରେ କାହିଁକି ଚାଲିଲେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲି କାନ୍ସ ଫେଷ୍ଟିଭାଲକୁ ନେଇ ଚାରିଆଡେ ଚର୍ଚ୍ଚା । ମେ’ ୧୬ ତାରିଖରୁ ଫ୍ରାନ୍ସର ଫ୍ରେଞ୍ଚ ରିବେରାରେ ଆରମ୍ଭ ହୋଇଛି ଏଇ ଏହି ଅନ୍ତର୍ଜାତୀୟ ଉତ୍ସବ  । ସାରା ବିଶ୍ୱରୁ ଆସିଥିବା ଲୋକ କାନ୍ସ ମଞ୍ଚରେ ଦେଖାଉଛନ୍ତି ନିଜ ନିଜର ଫ୍ୟାଶନ  ଜଲୱା  । ତେବେ ହଠାତ ଏହି ମଞ୍ଚକୁ…

ଆଇପିଏଲ ପ୍ଲେଅଫ ଲାଇନ ଅଫ ଚୂଡାନ୍ତ

କୋଲକାତା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଗୁଜରାଟ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ମେ ୨୩ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ…