Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତା ୯ ତାରିଖରେ ନବୀନଙ୍କୁ ଭେଟିବେ ନୀତିଶ କୁମାର

ଭୁବନେଶ୍ୱର: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତଥା ଜେଡିୟୁ ମୁଖ୍ୟ ନୀତିଶ କୁମାର ଆସନ୍ତା ୯ ତାରିଖରେ ଓଡ଼ିଶା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିରୋଧୀଙ୍କୁ ଏକାଠି କରିବାକୁ ଚେଷ୍ଟା କରୁଥିବା ବେଳେ ନବୀନଙ୍କୁ ଭେଟିବାକୁ…

କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍‌ ଶୋ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଜୋର ଧରିଛି କ୍ୟାମ୍ପନିଂ । ବିଭିନ୍ନ ରାଜନୈତିକ ଦଳ ଜାରି ରଖିଛନ୍ତି ପ୍ରଚାର । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲମ୍ବା ମେଗା ରୋଡ୍ ଶୋ କରୁଛନ୍ତି । ଏହି ରୋଡ୍ ଶୋ ଦ୍ବିପ୍ରହର ୧.୩୦ ମିନିଟରୁ ଆରମ୍ଭ ହୋଇଛି । ଏହି…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୮ ସୁଦ୍ଧା ଲଘୁଚାପ

ବାରିପଦା: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଲଘୁଚାପ ଘନୀଭୂତ ହୋଇ ୯ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହାପରେ ଅବପାତ ବାତ୍ୟାର ପରିଣତ ହୋଇ ଉତ୍ତରପଶ୍ଚିମ…

ଯବାନ ରିଲିଜ ତାରିଖ ଘୁଂଚିଲା: ଆନିମଲ, ଗଦର ୨ ସହ ହେବନି ମୁହାଁମୁହିଁ

ମୁମ୍ବାଇ: ଶାହାରୁଖ ଖାଁଙ୍କ ଯବାନ ଫିଲ୍ମକୁ ଦେଖିବା ପାଇ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ତେବେ ବଲିଉଡ ହଙ୍ଗାମାରେ ପ୍ରକାଶିତ ତାଜା ରିପୋର୍ଟ ଅନୁସାରେ ଏବେ ଏହା ଜୁନ ୨ ବଦଳରେ ଅଗଷ୍ଟ ୨୫ରେ ରିଲିଜ ହେବ । ମେକର୍ସଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ…

ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍, ଅନ୍ଧାରରେ ବକ୍ତବ୍ୟ ରଖିଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ । ଆଜି ରାଷ୍ଟ୍ରପତି ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭର କିଛି ସମୟ ପରେ ବିଦ୍ୟୁତ୍ କଟି ଯାଇଥିଲା ।…

ଡାଇମଣ୍ଡ ଲିଗରେ କମାଲ କଲେ ନୀରଜ: ପ୍ରଥମ ଭାରତୀୟ ଭାବେ ଦ୍ୱିତୀୟ ଥର ପାଇଁ ଜିତିଲେ ସ୍ୱର୍ଣ୍ଣ

ଦୋହା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଡାଇମଣ୍ଡ ଲିଗରେ କମାଲ କରିଛନ୍ତି । ନୀରଜ ଡାଇମଣ୍ଡ ଲିଗରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ୮୮.୬୭ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଏହି…

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍‌, ୨୦ରୁ ଉର୍ଦ୍ଧ୍ୱ ଆହତ

ଢେଙ୍କାନାଳ : ରେକୁଳା ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ମୂତାବକ, ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ଗ୍ରାମରୁ କୋଟଗରା…

ଗଳା କାଟି ଶିକ୍ଷକଙ୍କୁ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଠାବ

କୁଚିଣ୍ଡା : ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର । ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଜଣେ ଶିକ୍ଷକଙ୍କ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ (୩୮) ।…

ଜମ୍ମୁ ଓ କଶ୍ମୀରର ବାରମୂଲାରେ ଫୁଟିଲା ଗୁଳି, ଜଣେ ଆତଙ୍କୀ ନିପାତ

ଶ୍ରୀନଗର : ଅଶାନ୍ତ ଜାମ୍ମୁ ଓ କାଶ୍ମୀର। ବାରମୁଲ୍ଲାରେ ସେନା ଓ ଆତଙ୍କବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ। ଆଜି ସକାଳୁ ସକାଳୁ ଜମ୍ମୁ ଓ କାଶ୍ମୀରର ବାରମୁଲ୍ଲା ଓ ରଜୌରୀରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି…

ଆଜି ରାଷ୍ଟ୍ରପତି ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ

ମୟୂରଭଞ୍ଜ: ଆଜି ହେଉଛି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତର ତୃତୀୟ ଦିନ ବା ଅନ୍ତିମ ଦିନ । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସକାଳ ୯ଟା ୪୦ରେ ସର୍କିଟ ହାଉସରୁ ବାହାରି ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର…