Latest Odisha News

BREAKING NEWS

Browsing Category

ଫିଚର

ମଧ୍ୟପ୍ରଦେଶରେ ବିଜେପିକୁ ଡବଲ ଝଟକା

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ବିଜେପିକୁ ବଡ଼ ଝଟକା। ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ତଥା ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ କଂଗ୍ରେସରେ ଯୋଗ ଦେଇଛନ୍ତି। ନିଜର ସମର୍ଥକ ମାନଙ୍କ ସହ ଦୀପକ କଂଗ୍ରେସରେ ମିଶିଛନ୍ତି। ମଧ୍ୟପ୍ରଦେଶ ପିସିସି ସଭାପତି…

‘ରାତି ଅଧରେ ପ୍ରାର୍ଥୀଙ୍କ ପ୍ରଚାର’, ‘ଟଙ୍କା ବାଣ୍ଟୁଛନ୍ତି ସରକାରୀ କର୍ମଚାରୀ’;…

ଭୁବନେଶ୍ୱର: ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଉପନିର୍ବାଚନରେ ବିଜେଡି, ମହିଳା ସରକାରୀ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରିବା ସହ ଜନତାଙ୍କୁ ଟଙ୍କା ବାଣ୍ଟି ନିର୍ବାଚନ ଆଇନ୍ ଉଲଘଂନ…

‘କର୍ଣ୍ଣାଟକ ନିର୍ବାଚନ’, ୧୭ ଆସନ ପାଇଁ ମୋଦିଙ୍କ ମାୟାଜାଲ !

ଭୁବନେଶ୍ୱର: କର୍ଣ୍ଣାଟକ ମହାଲଢ଼େଇରେ ରବିବାର ଶେଷ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଓ ରବିବାର ଦୁଇ ଦିନ ମୋଦି ବେଙ୍ଗାଲୁରୁରେ ଆଠ ଘଣ୍ଟାର ରୋଡ଼ ଶୋ କରିବେ ବୋଲି ସୂଚନା ମିଳିଛି। ନମ ବେଙ୍ଗାଲୁରୁ ନମ ହେମେ ବା ଆମ ବେଙ୍ଗାଲୁରୁ ଆମ ଗର୍ବ ନାମରେ ଏହି ରୋଡ଼ ସୋ କରି…

ଅଜବ କାର: ୩ ପିଲା ବସିଛନ୍ତି ପିଞ୍ଜରା ଭିତରେ

ପାକିସ୍ତାନ:ସୋସିଆଲ ମିଡ଼ିଆରେ ଅଜବ ଅଜବ ଭିଡ଼ିଓ ଅଧିକାଂଶ ସମୟ ଦେଖିବାକୁ ମିଳିଥାଏ । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିଯିବେ । ଏବେ ପାକିସ୍ତାନର ଜଣେ ବ୍ୟକ୍ତି ଏମିତି କାରର ଡ଼ିଜାଇନ୍ କରିଛନ୍ତି, ଯେଉଁଥିରେ ତାଙ୍କ ପିଲାମାନେ ପଛରେ ପିଞ୍ଜରା ଭିତରେ…

କୋଲକାତା ଅଧିନାୟକ ନିତିଶଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ଦୁର୍ବବ୍ୟହାର !

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସର ଅଧିନାୟକ ନୀତିଶ ରାଣାଙ୍କ ପତ୍ନୀଙ୍କୁ ଦିଲ୍ଲୀରେ ଦୁର୍ବବ୍ୟହାର କରାଯାଇଛି । କିର୍ତିନଗରରେ କିଛି ଯୁବକ ତାଙ୍କୁ ପିଛା କରିବା ସହ ଗାଡିକୁ ଧକ୍କା ଦେଇଥିଲେ । ସାଚୀ ମାରୱା ଏହାର ସୂଚନା ପୋଲିସକୁ ଦେଇଥିଲେ । ତେବେ ସେ ପୋଲିସର କାର୍ଯ୍ୟାନୁଷ୍ଠାନ ନେଇ…

କେଜ୍ରିୱାଲଙ୍କ ପାଇଁ ଦାମୀ ସାମଗ୍ରୀ କିଣିଥିଲି: ସୁକେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୂଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ମହାଠକ ସୁକେଶ ଚନ୍ଦ୍ରଶେଖର ପୁନର୍ବାର ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କ୍ୱାର୍ଟରରେ ସାଜସଜା ଉପକରଣର ଯାଂଚ କରିବା ପାଇଁ ସେ ଦାବୀ କରିଛନ୍ତି । ବିଭିନ୍ନ ନାମୀ ଦାମୀ କମ୍ପାନୀର ସାମଗ୍ରୀ କିଣିଥିବା ଏବଂ…

ରଥଯାତ୍ରା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ, ରଥ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଗୁରୁତ୍ୱ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ବସିଥିଲା । ଆଇନ୍ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ଭଳି ୨୧ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ସହ…

ପାକିସ୍ତାନରେ ଖଲିସ୍ତାନ କମାଣ୍ଡୋ ଫୋର୍ସ ମୂଖ୍ୟ ପରମଜିତଙ୍କୁ ଗୁଳି କରି ହତ୍ୟା

ଲାହୋର: ଆତଙ୍କବାଦୀ ସଂଗଠନ ଖଲିସ୍ତାନ କମାଣ୍ଡୋ ଫୋର୍ସର ମୂଖ୍ୟ ପରମଜିତ ସିଂ ପଞ୍ଜୱାଡଙ୍କୁ ଲାହୋରରେ ଗୁଳି କରି ହତ୍ୟା କରାଯାଇଛି । ସେ ରହୁଥିବା ସୋସାଇଟିରେ ବାଇକରେ ଦୁଇ ଜଣ ଆସି ଗୁଳି କରିବା ପରେ ଫେରାର ହୋଇ ଯାଇଥିଲେ । ଘଟଣାସ୍ଥଳରେ ପରମଜିତଙ୍କ ମୃତ୍ୟୁ ଘଟିଥିଲା । ଏଠାରେ ସିଏ ମାଲିକ…

ପିଲାବେଳର ଜିଦ୍ : ଅସ୍ତ୍ରୋପଚାର କରି ଗୋଡ଼କୁ ଲମ୍ବା କଲେ , ସାଜିଗଲେ ଲୋକପ୍ରିୟ ମଡ଼େଲ

ଜର୍ମାନୀ: ଆଜିକାଲି ଅଧିକାଂଶ ଲୋକ ନିଜକୁ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରିଥାନ୍ତି । ସେଲିବ୍ରିଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ ସେମାନେ ପ୍ଲାଷ୍ଟିକ୍ ସର୍ଜରୀ ମାଧ୍ୟମରେ ସେମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାନ୍ତି । ଏବେ ନିଜର ଉଚ୍ଚତା ବଢାଇବା ପାଇଁ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କାହିଁକି କଟିଲା ବିଦ୍ୟୁତ୍ ? ତଦନ୍ତ କରିବ ୩ ଜଣିଆ କମିଟି, ଜଣେ ନିଲମ୍ବିତ

ବାରିପଦା: ବର୍ଷା କି ଘଡ଼ଘଡ଼ି ନଥିଲା, ହେଲେ କାହିଁକି ରାଷ୍ଟ୍ରପତି ବକ୍ତବ୍ୟ ରଖିବା ବେଳେ ୯ ମିନିଟ୍ ଧରି ବିଜୁଳି ଲୁଚକାଳି ଖେଳିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ବିଭ୍ରାଟକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ…