Latest Odisha News

BREAKING NEWS

Browsing Category

ଫିଚର

ମଧ୍ୟପ୍ରଦେଶରେ କଂଗ୍ରେସକୁ ହରାଇବାକୁ ବିଜେପିର ‘ଆମେଥି ପ୍ଲାନ’

ଭୁବନେଶ୍ୱର: ମଧ୍ୟପ୍ରଦେଶ ପାଇଁ ବଢିଛି ବିଜେପିର ଚିନ୍ତା। ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳ କିଭଳି ଶାସନକୁ ଫେରିବ ସେ ନେଇ ଚିନ୍ତା ବଢିଛି। ସେଥିପାଇଁ ଦଳ ଏକ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି। ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରମୁଖ ଦମଦାର ନେତାଙ୍କ ଉପରେ ଆଖି ପକାଇଛି…

ରାହୁଲଙ୍କ ହିମାଚଳ କାର୍ଡ

ଭୁବନେଶ୍ୱର: ହିମାଚଳ ପ୍ରଦେଶର ଶିମଲା ନଗର ନିଗମରେ କଂଗ୍ରେସକୁ ମିଳିଥିବା ବିପୁଳ ସଫଳତାକୁ କର୍ଣ୍ଣାଟକ ନିର୍ବାଚନ ସହ ଯୋଡ଼ିଛି ଦଳ। ଶିମଲା ମୁନିସିପାଲ କର୍ପୋରେସନ ନିର୍ବାଚନରେ କଂଗ୍ରେସ ୩୪ ଆସନ ମଧ୍ୟରୁ ୨୪ ଟି ଆସନ ଜିତି ରେକର୍ଡ କରିଛି। ଯାହାକୁ ନେଇ ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର…

ମଣିପୁର ପାଇଁ ମନ ନାହିଁ !

ଭୁବନେଶ୍ୱର: ଆଦିବାସୀ ଓ ମେଟେଇ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ସଂଘର୍ଷ ଯୋଗୁ ମଣିପୁର ଜଳୁଛି। ମଣିପୁର ସ୍ଥିତି ଏତେ ସାଙ୍ଘାତିକ ଯେ ରାଜ୍ୟରେ ସୁଟ ଆଟ ସାଇଟର ଅର୍ଡର ମଧ୍ୟ ଦିଆଯାଇଛି। ରାଜ୍ୟରେ ଅଧିକ ଜବାନଙ୍କୁ ମଧ୍ୟ ନିୟୋଜିତ କରାଯାଉଛି। ଏଭଳି ସ୍ଥିତିରେ ମଣିପୁରକୁ ନେଇ ରାଜନୀତି…

ବିନା ସାହାରାରେ ଚାଲିଲେ ପନ୍ତ, ବିଶ୍ୱକପ ଖେଳିବା ନେଇ ଉଜ୍ଜୀବିତ ହେଲା ଆଶା

ମୁମ୍ବାଇ: କାର ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଭାରତୀୟ କ୍ରିକେଟର ରିଷଭ ପନ୍ତ ଦ୍ରୁତ ବେଗରେ ଆରୋଗ୍ୟ ଲାଭ କରୁଛନ୍ତି । ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ସେ ବିନା ସାହାରାରେ ଚାଲିବା ଆରମ୍ଭ କରିଛନ୍ତି । ୨୫ ବର୍ଷୀୟ ପନ୍ତ ଏକ ଭିଡିଓ ଶେୟାର କରି ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର…

କର୍ଣ୍ଣାଟକ ନିର୍ବାଚନ, ‘ଡବଲ ଇଞ୍ଜିନ ନୁହେଁ ଟ୍ରବଲ ଇଞ୍ଜିନ ସରକାର’

ଭୁବନେଶ୍ୱର: କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ଆରମ୍ଭରୁ ବିଜେପି ଡବଲ ଇଞ୍ଜିନ ସରକାରକୁ ଫୋକସ କରିଛି। କଂଗ୍ରେସ କିମ୍ବା ଜେଡିଏସକୁ ଭୋଟ ନ ଦେଇ ବିଜେପିକୁ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ତଥା ବିଜେପିର ସବୁ ବରିଷ୍ଠ ନେତା କର୍ଣ୍ଣାଟକବାସୀଙ୍କୁ ନିବେଦନ…

୧୦୬ ବର୍ଷ ବୟସରେ ବି ବୃଦ୍ଧା ଆଙ୍କୁଛନ୍ତି ସୁନ୍ଦର ଟାଟୁ

ଫିଲିପାଇନ୍ସ: ସାଧାରଣତଃ ୭୦-୮୦ ବର୍ଷ ବୟସ ପରେ ଲୋକଙ୍କ ଅବସ୍ଥା ଏପରି ହୋଇଯାଏ ଯେ, ସେମାନେ ଠିକ୍ ଭାବେ ଉଠିବା, ବସିବା ଏବଂ ଚାଲି ପାରନ୍ତି ନାହିଁ । ବିଶେଷକରି ଆଖି ଏବଂ କାନର ଶକ୍ତି ବହୁତ ଦୁର୍ବଳ ହୋଇଯାଏ । ତଥାପି, ଜଣେ ମହିଳା ଅଛନ୍ତି ଯିଏ ୧୦୬ ବର୍ଷ ବୟସରେ ମଧ୍ୟ ଟାଟୁ କରିବା ଭଳି…

ମହିଳା ସବ ଜୁନିୟର ହକି: କେରଳକୁ ୨୦-୦ରେ ହରାଇଲା ଓଡିଶା

ରାଉରକେଲା: ମହିଳା ସବ ଜୁନିୟର ହକି ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି । ହକିର ପ୍ରାଣକେନ୍ଦ୍ରରେ ଏହି ଚାମ୍ପିୟନଶିପ ଆୟୋଜିତ ହେବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଓଡିଶା ତାର ପ୍ରଥମ ମ୍ୟାଚରେ ଧମାକାଦାର ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି । ଓଡିଶା ୨୦-୦ର…

ମହିଳା ଲିଗ ଫୁଟବଲ: ଓଡିଶା ୧୦, ଚର୍ଚ୍ଚିଲ ବ୍ରଦର୍ସ ୦

ଅହମ୍ମଦାବାଦ: ଚଳିତ ଭାରତୀୟ ମହିଳା ଲିଗ ଫୁଟବଲରେ ଶୁକ୍ରବାର ଓଡିଶା ଏଫସି ଚମତ୍କାର ପ୍ରଦର୍ଶନ କରିଛି । ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଓଡିଶା ଗୋଆର ଚର୍ଚ୍ଚିଲ ବ୍ରଦର୍ସକୁ ୧୦-୦ ଗୋଲରେ ପରାସ୍ତ କରିଛି । ଏଥିସହ ଗ୍ରୁପ ବିରେ ଥିବା ୮ଟିମ ମଧ୍ୟରୁ ଓଡିଶା ୪ଟି ମ୍ୟାଚରୁ ୯ ପଂଏଟ ହାସଲ କରି…

ଇସ୍ତଫା ଫେରାଇ ନେଲେ ଶରଦ ପାୱାର, ରହିବେ ଏନସିପି ଅଧ୍ୟକ୍ଷ

ମୁମ୍ବାଇ: ଶରଦ ପାୱାର ରହିବେ ଏନସିପି ଅଧ୍ୟକ୍ଷ । ୩ ଦିନ ପରେ ଫେରାଇ ନେଲେ ଇସ୍ତଫା । ଶୁକ୍ରବାର ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ଇସ୍ତଫା ଫେରାଇ ନେବେ ବୋଲି କହିଛନ୍ତି ଶରଦ ପାୱାର । ସାମ୍ବାଦିକ ସମ୍ମିଳନୀରେ ଶରଦଙ୍କ ସହ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ । ଶରଦ…

ଅଜବ ଯାଆଁଳା ଭଉଣୀ: ସମାନ ଦେଖାଯିବା ପାଇଁ କରିଛନ୍ତି ଅସ୍ତ୍ରୋପଚାର, ଗୋଟେ ପୁଅକୁ ଭଲ ପାଆନ୍ତି

ଅଷ୍ଟ୍ରେଲିଆ: କଥାରେ ଅଛି ବଡ଼ ଭଉଣୀ ମାଆ ସମାନ । ବଡ଼ ଭଉଣୀ ମା’ ପରି ସାନଭଉଣୀର ଯତ୍ନ ନିଏ । କିନ୍ତୁ ଏମିତି ଏକ ଯାଆଁଳା ଭଉଣୀ ଅଛନ୍ତି,ଯିଏ ସବୁ ସମାନ କରିବା ସହ କେହି କାହାକୁ ଛାଡ଼ି ରହି ପାରନ୍ତି ନାହିଁ । ଏମିତି କି ଗୋଟିଏ ବୟଫ୍ରେଣ୍ଟକୁ ଭଲ ପାଉଥିବାରୁ ଏବେ ଏହି ଯାଆଁଳା ଭଉଣୀ ଚର୍ଚ୍ଚାରେ…