Latest Odisha News

BREAKING NEWS

Browsing Category

ଫିଚର

୮ ତାରିଖରେ କୋର୍ଟରେ ହାଜର ହେବାକୁ ଅର୍ଚ୍ଚାନ ନାଗର ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗିରଫଦାରୀ ଭୟରେ କୋର୍ଟରେ ହାଜର ନହୋଇ ଓକିଲଙ୍କ ଜରିଆରେ ପକ୍ଷ ରଖୁଥିବା ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଝଟକ। ଖୁବଶୀଘ୍ର କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ। ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଅନ୍ୟତମ ସହଯୋଗୀ ହେଉଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଶ୍ରଦ୍ଧାଞ୍ଜଳି…

ଗତ ୪ ମାସରେ ବେରୋଜଗାରୀ ହାର ସର୍ବାଧିକ; ଗ୍ରାମାଞ୍ଚଳ ଅପେକ୍ଷା ସହରର ଅବସ୍ଥା ଚିନ୍ତାଜନକ

ନୂଆଦିଲ୍ଲୀ: ଭାରତରେ ବେରୋଜଗାରୀ ହାର ଲଗାତର ବଢ଼ିବାରେ ଲାଗିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(CMIE) ଅନୁସାରେ ଏପ୍ରିଲରେ ଏହା ବଢ଼ି ୮.୧୧ ପ୍ରତିଶତ ପହଞ୍ଚିଛି। ଏହା ପୂର୍ବରୁ ମାର୍ଚ୍ଚରେ ବେରୋଜଗାରୀ ଦର ୭.୮୦ ପ୍ରତିଶତ ଥିଲା । ସେହିପରି ଫେବ୍ରୁଆରୀରେ ୭.୪୫ ପ୍ରତିଶତ ରହିଥିଲା।…

ଆମ ପାଇଁ କୌଣସି ସମସ୍ୟା ‘ଗମ୍ଭୀର’ ନୁହେଁ କି ‘ବିରାଟ’ ନୁହେଁ-ୟୁପି ପୋଲିସର ମଜାଦାର ଟୁଇଟ ଭାଇରାଲ

ଲକ୍ଷ୍ନୌ: ଚଳିତ ଆଇପିଏଲରେ ସୋମବାର ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଉପୁଜିଥିବା ତୁ..ତୁ..ମେ..ମେ..କୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ୧୦ ବର୍ଷ ପରେ ଭାରତର ଏହି ଦୁଇ ମହାନ ଖେଳାଳି ପୁଣି ଥରେ ମୁହାଁମୁହିଁ ହୋଇଥିଲେ । ହେଲେ ଏହି ଚର୍ଚ୍ଚା ଏବେ ଆହୁରି ଜୋରଦାର ହୋଇଛି । ଏହାକୁ…

ନିଷ୍ପତ୍ତିରୁ ଓହରି ପାରନ୍ତି ଶରଦ ପାୱାର; ପୁନର୍ବିଚାର ପାଇଁ ମାଗିଲେ ୩ ଦିନ ସମୟ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ବା ଏନସିପି ମୁଖ୍ୟ ଶରଦ ପାୱାର ଅଧ୍ୟକ୍ଷ ପଦ ଛାଡିବା ପରେ ତାଙ୍କୁ ମନାଇବା ପାଇଁ ଦଳ ଉଦ୍ୟମ ଜାରି ରଖିଛି । ଇତି ମଧ୍ୟରେ ଶରତ ପାୱାର ତାଙ୍କ ନିଷ୍ପତ୍ତି ଉପରେ ପୁଣି ଥରେ ବିଚାର କରୁଛନ୍ତି । ଏଥିପାଇଁ ସେ ୨-୩ ଦିନ ମାଗିଛନ୍ତି । ଏମିତି ସୂଚନା…

ଜୁଲାଇ ଯାଏ ପିଡିଏସରେ ମିଳିବନି ଗହମ 

ଭୁବନେଶ୍ବର:ଜୁଲାଇ ମାସ ପର‌୍ୟ୍ୟନ୍ତ ପିଡିଏସରେ ମିଳିବନି ଗହମ  । ଗହମ ବଦଳରେ ଚାଉଳ ଦିଆଯିବ ବୋଲି ସୂଚନା ଦେଇଛି ଏଫସିଆଇ । ଗହମ ଅଭାବ ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଛି । ଜୁନ ୨୩ ତାରିଖ ସୁଦ୍ଧା ୩୦ ହଜାର ମେଟ୍ରିକ ଟନ ଗହମ ବଦଳରେ କେନ୍ଦ୍ର ଚାଉଳ ଦେବ। ଏଠି କହିରଖିବୁ, ଖାଦ୍ୟ…

ଅଧିକ ଲେମ୍ବୁପାଣି ପିଉଛନ୍ତି କି ?

ଖରାଦିନେ ଲେମ୍ବୁପାଣିର ଅଧିକ ଚାହିଦା ରହିଛି । ଘରେ ହେଉ ବା ରେଷ୍ଟୁରାଣ୍ଟ୍ , ହୋଟେଲ୍ ହେଉ ବା ମେଡ଼ିକାଲ୍ ସବୁଆଡ଼େ ଲେମ୍ବୁପାଣିର ଗୁରୁତ୍ୱକୁ ନେଇ ଚର୍ଚ୍ଚା । ଲେମ୍ବୁପାଣିର ଗୁରୁତ୍ୱକୁ ଜାଣିଲା ପରେ ଏବେ ଅଧିକାଂଶ ଲୋକ ଚା’ ଓ କଫି ବଦଳରେ ଲେମ୍ବୁପାଣି ପିଇବାକୁ ପସନ୍ଦ କରୁଛନ୍ତି । ଖରାଦିନେ…

ବଜରଙ୍ଗ ଦଳ ବ୍ୟାନ ହେବ? କଂଗ୍ରେସ ନିର୍ବାଚନୀ ଇସ୍ତାହାରକୁ ନେଇ ତେଜିଲା ରାଜନୀତି

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ​​ଭୋଟ୍ ତାରିଖ ପାଖେଇ ଆସୁଛି। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜ ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି। ଏହାରି ଭିତରେ କଂଗ୍ରେସ ମାନିଫେଷ୍ଟର ପ୍ରକାଶରେ ଉଲ୍ଲେଖ ରହିଛି ଯଦି ଦଳ କ୍ଷମତାକୁ ଆସେ ଆଉ କୌଣସି ସଂଖ୍ୟାଲଘୁ କିମ୍ବା…

କେନ୍ଦ୍ର ଆରମ୍ଭ କଲା “ବିବାଦ ସେ ବିଶ୍ୱାସ” ଯୋଜନା, ଜାଣନ୍ତୁ କିଏ ଏହାର ଲାଭ ନେଇପାରିବେ?

ନୂଆଦିଲ୍ଲୀ: କୋଭିଡ-୧୯କାଳରେ କ୍ଷତିଗ୍ରସ୍ତ ହୋଇଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗଗୁଡିକୁ ସହାୟତା ପ୍ରଦାନ କରିବା  ନିମନ୍ତେ କେନ୍ଦ୍ର ସରକାର “ବିବାଦ ସେ ବିଶ୍ୱାସ-୧” ଯୋଜନା ଆରମ୍ଭ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟର ବ୍ୟୟବିଭାଗ ପକ୍ଷରୁ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି । କେନ୍ଦ୍ର…

ଜାପାନରେ ଛୋଟ କପଡା ପିନ୍ଧିଥିବା ମହିଳାଙ୍କ ଆପତିଜନକ ଫଟୋ ଉଠାଇବା ମନା

ଟୋକିଓ: ଜାପାନରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂତନ ବିଧେୟକ ସଂସଦରେ ଉପସ୍ଥାପନା କରାଯାଇଛି । ଏଥିରେ ସ୍କଟ କିମ୍ବା ଛୋଟ କପଡା ପିନ୍ଧିଥିବା ମହିଳାଙ୍କ ଆପତିଜନକ ଫଟୋ ଉଠାଇବା ମହଙ୍ଗା ପଡିବ । ଦୋଷୀ ସାବ୍ୟସ୍ତ ହେଲେ ଜେଲ ଓ ଜରିମାନା ଦଣ୍ଡରେ ଦଣ୍ଡିତ ହେବାକୁ ପଡିବ । ବ୍ରିଟେନ ଏବଂ ୟୁରୋପର…

ଗୁଜରାଟ ସମ୍ମୁଖରେ ୧୩୧ ରନର ଲକ୍ଷ୍ୟ ରଖିଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩୧ ରନର ବିଜୟ ଲକ୍ଷ୍ୟ ଗୁଜରାଟ ସମ୍ମୁଖରେ ରଖିଛି । ମହମ୍ମଦ ସାମିଙ୍କ ଘାତକ ବୋଲିଂ ଯୋଗୁ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ୨୩ ରନରେ ୫ଟି ୱିକେଟ ହରାଇ ବିପଦରେ…